ଓଡ଼ିଶା ଖବର

7 views
Skip to first unread message

Banshidhar Sahoo

unread,
Jul 21, 2013, 3:37:00 AM7/21/13
to social-wa...@googlegroups.com

ଓଡ଼ିଶା ଖବର

ପ୍ରବାସୀ ଓଡିଆଙ୍କ ଖବର


ଓଡିଶା ଆଦିବାସୀ ଜୀବିକା ନର୍ିବାହ କାର୍ଯ୍ୟକ୍ରମ ସମୀକ୍ଷା

ନବରଙ୍ଗପୁର,20/7:ଶୁକ୍ରବାର ସ୍ଥାନୀୟ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଓଟିଇଏଲପିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି୤ଅତିରିକ୍ତ ଜିଲ୍ଲାପାଳ ଭିମମାନ ସେଠ୍ ଏହି ସମିକ୍ଷା ବୈଠକରେ ଅଧ୍ଯକ୍ଷତା କରି ଜିଲ୍ଲାର 10ଟି ବ୍ଲକ ମଧ୍ଯରୁ 3ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା୤ଚଳିତ ବର୍ଷ ଡାବୁଗାଁ ବ୍ଲକର 18 ଓ ତେନ୍ତୁଳିଖୁଂଟି ବ୍ଲକର 37ଟି ଗାଁରେ ଏହି କାର

Read More >>
ନବରଙ୍ଗପୁର ସୁନା ବେଶରେ ଝଲସିଲେ ତିନି ଠାକୁର

ନବରଙ୍ଗପୁର,20/7 (ଜିତେନ୍ଦ୍ର କାନୁନ୍ ଗୋ) ଶୁକ୍ରବାର ସକାଳୁ ସକାଳୁ ମଙ୍ଗଳ ଆଳତି ଓ ପୁଜର୍ାଚ୍ଚନା କରାଯାଇ ଅପରାହ୍ନରେ ଭୋଗ ଲାଗି କରାଯାଇଛି୤ସନ୍ଧ୍ଯାରେ ସନ୍ଧ୍ଯା ଆଳତି ପରେ ପରେ ତିନି ଠାକୁରଙ୍କୁ ସୁନାବେଶ ଓ ରୁପା ଅଳଙ୍କାରରେ ମଣ୍ଡିତ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରାତି ଦଶଟା ପର�

Read More >>
ଡେଙ୍ଗଣା ନୃସିଂହ ନାରାୟଣଙ୍କ ବାହୁଡାଯାତ୍ରା ଅନୁଷ୍ଠିତ

କେନ୍ଦୁଝର 19୤7 (ଏ.ଆର୍.ଖାନ୍): କେନ୍ଦୁଝର ଜିଲ୍ଲାର ଅନ୍ଯତମ ପୁରାତନ ରଥଯାତ୍ରା ଭାବେ ପ୍ରସିଦ୍ଧିଲାଭ କରିଥିବା ଡେଙ୍ଗଣାନୃସିଂହ ନାରାୟଣ ମହାପ୍ରଭୁଙ୍କର ପବିତ୍ର ବାହୁଡା ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି୤ ଏହି ରଥଯାତ୍ରା ଗତ 70ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅନୁଷ୍ଠିତ ହୋଇ ଆସୁଥିବାବେଳେ ବହୁଡା ଯାତ୍ରାର�

Read More >>
ଜିଲ୍ଲା ବିଜେପି କାଯର୍ଯକାରିଣୀ ଘୋଷିତ

କେନ୍ଦୁଝର20୤7 (ଏ.ଆର୍.ଖାନ୍) କେନ୍ଦୁଝର ଜିଲ୍ଲା ବିଜେପିର କାଯର୍ଯକାରିଣୀ ଆଜି ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଘୋଷିତ ହୋଇଛି୤ ରାଜ୍ଯ ସଭାପତି କେ.ଭି.ସିଂଦେଓଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଅନନ୍ତ ନାୟକ କାଯର୍ଯକାରିଣୀର ଚୁଡାନ୍ତ ତାଲିକା ଜିଲ୍ଲା ବିଜେପି ଅଫିସରେ ଘୋଷଣା କରିଥିଲେ୤ ନୂଆ କାଯର୍ଯକାରିଣୀରେ ଉପସଭାପତିଭାବେ ରଞ୍ଜନ ତ୍ରିପାଠୀ(ଦୋଳ), ଶୁକ

Read More >>
ରଥଯାତ୍ରାରେ ଓମ୍ କଳା କେନ୍ଦ୍ରପକ୍ଷରୁ ଭଜନ ପରିବେଷଣ

କେନ୍ଦୁଝର19୤7 (ଏ.ଆର୍.ଖାନ୍) କେନ୍ଦୁଝରର ଆରଧ୍ଯ ଦେବତା ଶ୍ରଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ ପ୍ରତ୍ଯେକ ଦିନ ରଥଦାଣ୍ଡରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାଯର୍ଯକ୍ରମ ପରିବେଷଣ କରାଯାଉଛି୤ ମଙ୍ଗଳବାର ଜିଲ୍ଲାର ସୁନାମଧନ୍ଯ ଅନୁଷ୍ଠାନ ପୁରୁଣା ସହର ଭଟ୍ଟସାହିର ଓମ୍ କଳା କେନ୍ଦ୍ର ଓ ନିତାଇ ଗୌର ପୂଜା ସମିତି ମିଳିତ ଆୟୋଜନରେ ମାଊସୀମା’ ମନ୍ଦିର �

Read More >>
ବଜ୍ରପାତରେ ଡାକ୍ତର ଅଲେଖ ଦାସଙ୍କ ଘରେ ବ୍ଯାପକ କ୍ଷୟକ୍ଷତି

କେନ୍ଦ୍ରାପଡା, ତା 19/7(ଲକ୍ଷ୍ମୀକାନ୍ତ ନାୟକ) କେନ୍ଦ୍ରାପଡା ସହରରେ ଗୁରୁବାର ଅପରାହ୍ନରେ ଭଲ ବର୍ଷା ଅସରାଏ ହୋଇଯାଇଥିବାବେଳେ ବଜ୍ରପାତରେ ସହରର ଜଣେ ବିଶିଷ୍ଟ ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କ ଘରେ ବ୍ଯାପକ କ୍ଷୟକ୍ଷତି ଘଟିଛି୤ ଡାକ୍ତର ଦାସଙ୍କ ଛାତ ଉପରେ ଥିବା ପାଣି ଟାଙ୍କି ଫାଟିଯିବା ସହ ଘରେ ଥିବା ଫ୍ଯାନ୍, ଟିଭି, ଫ୍ରିଜ୍, ଇନଭୋର୍ଟର, କମ୍ପୁ୍ଯଟର ଆଦି ପୋଡି ଯାଇ

Read More >>
ନବୀନ ସରକାର ବିପିଏଲ୍ ଚାଉଳ ହଡପ୍ ପ୍ରତିବାଦରେ କଂଗ୍ରେସର 1364ଟି ଏତଲା

ଜଗତସିଂହପୁର,19୤7(ଅର୍ଚ୍ଚନା ଦ୍ବିବେଦୀ)କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ୍ ହିତାଧିକାରୀଙ୍କୁ ଚାଉଳ ମିଳୁଥିବା ବେଳେ ରାଜ୍ଯ ସରକାର ସେଥରେୁ 10କିଲୋ ଚାଉଳ ବାଟମାରଣା କରୁଥିବାରୁ କଂଗ୍ରେସ ପକ୍ଷରୁ 1364ଟିବ୍ଯକ୍ତିଗତ ଓ ସମୂହ ଏଫଆଇଆର ଦିଆଯାଇଛି୤ ଜଗତସିଂହପୁର ବ୍ଲକ କଂଗ୍ରେସ ଓ ନଗର କଂଗ୍ରେସ ପକ୍ଷରୁ ଆଜି ରାଜ୍ଯ ସରକାରଙ୍କ ବିରୁଦ୍ଧରେ ସମୂହ ବ୍ଯକ୍ତିଗତ ଭାବେ �

Read More >>
ହରିସିଂହପୁର ଲେଭଲ୍ କ୍ରସିଂ ବନ୍ଦ୍ ହେବା ନେଇ ଆଶଙ୍କାରେ ଚାଷୀ

ଜଗତସିଂହପୁରତା19.7 (ଅର୍ଚ୍ଚନା ଦ୍ବିବେଦୀ) - କଟକ -ପାରାଦ୍ବୀପ ରେଳ ଲାଇନ ଉପରେ ନର୍ିମିତ ହରିସିଂହପୁର ଲେବୁଲ କ୍ରସିଂ ବନ୍ଦ୍ ହେବା ନେଇ ସୂଚନା ପ୍ରକାଶ ପାଇଲା ପରେ ଏବଏ ତର୍ିତ୍ତୋଲର 5ଟି ପଞ୍ଚାୟତ ଓ ରଘୁନାଥପୁର ବ୍ଲକର ଗୋଟିଏ ପଞ୍ଚାୟତର ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି୤ ମୂଳିସିଂହ ଲେବୁଲ୍ କ୍ରସିଂ ପର୍ଯ୍ଯନ୍ତ ର�

Read More >>
ପୂର୍ବତଟ ରେଳପଥ ପକ୍ଷରୁ ଜୋନାଲ ରେଳ ବ୍ଯବହାରକାରୀ କମିଟି ବୈଠକ

ଭୁବନେଶ୍ବର, 19 ଜୁଲାଇ - ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଇନ୍ଦ୍ରଘୋଷଙ୍କ ଅଧ୍ୟକ୍ଷତା ଆଜି ଚନ୍ଦ୍ରଶେଖରପୁରସ୍ଥ ରେଳସଦନ ସଭା ଗୃହରେ ଷଷ୍ଠ ଜୋନାଲ ରେଳ ବ୍ଯବହାରୀକାରୀ କମିଟି ଉଦ୍ଘାଟନୀ ବୈଠକ ଅନୁଷ୍ଠିତ ହୋଇଯାଇଛି୤ କମିଟିର ବହୁ ବିଶିଷ୍ଟ ସଭ୍ଯସଭ୍ଯା ଯଥା ସାଂସଦ, ବିଧାୟକ, ଚାମ୍ଭର୍ସ ଅଫ୍ କମର୍ସ ଓ ଶିଳ୍ପର ପ୍ରତିନିଧି, ବିଭିନ୍ନ ଯାତ୍ରୀ ସଂଘର ପ୍ରତିନିଧିମାନେ

Read More >>
ନେମାଳ ଅନନ୍ତବାସୁଦେବ ମନ୍ଦିର ଘୋଷଯାତ୍ରା......-ବାହୁିଡ଼ିଲେ ମହାବାହୁ

ନେମାଳ, 19 ଜୁଲାଇ - ନବଦିନ ଘୋଷଯାତ୍ରା ଶେଷକରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ମନ୍ଦିର ଅଭିମୁଖେ ବାହୁଡ଼ି ଆସିଛନ୍ତି୤ ଆଜି ମହାପୁରୁଷ ଶ୍ରୀଶ୍ରୀ ଅଚୁ୍ଯତାନନ୍ଦଙ୍କ୍ ପବିତ୍ର ପୀଠ ପଦ୍ମବନ କ୍ଷେତ୍ର ନେମାଳ ନିକଟ ଅନନ୍ତବାସୁଦେବ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମହାବାହୁଙ୍କ ବାହୁଡ଼ା ଯାତ୍ରା ସମାରୋହରେ ପାଳିତ ହୋଇଯାଇଛି୤ ସ୍ବର୍ଗତ ବାବାଜି ବଂଶୀଧର �

Read More >>
ଗଣଶିକ୍ଷା ବିଭାଗର ଭୁଲ ନୀତି : ଶୀକାର ହେଲେ 289 ଜଣ ଛାତ୍ରଛାତ୍ରୀ

ଆନନ୍ଦପୁର, 19 ଜୁଲାଇ - ଗଣଶିକ୍ଷା ବିଭାଗର ଭୁଲ ଗଣିତ ପାଇଁ ସାରା ରାଜ୍ଯର ପ୍ରାଥମିକ ସ୍କୁଲ ଶିକ୍ଷା ବିପର୍ଯ୍ଯସ୍ତ ହୋଇଥିବା ବେଳେ ଏଥରୁ ବାଦ ଯାଇନାହିଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦର ପଦ୍ମପୁର ସ୍ଥିତ ସତ୍ଯନାରାୟଣ ନୋଡ଼ାଲ ପ୍ରାଇମେରୀ ସ୍କୁଲ୤ ପ୍ରତ୍ଯେକ ପ୍ରାଇମେରୀ ସ୍କୁଲରେ ରେସିଓ ହିସାବରେ 30ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ଏବଂ ଏମ୍.ଇ �

Read More >>
ମୌସୁମୀର ଲୁଚକାଳି ଖେଳ : ଗଜାମରୁଡ଼ି ଆସନ୍ନ

ନିଶ୍ଚିନ୍ତକୋଇଲି, 19 ଜୁଲାଇ - ଚଳିତ ବର୍ଷ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର 40ଟି ଗ୍ରାମ ପଞ୍ଚାୟତରେ ମୌସୁମୀର ଲୁଚକାଳି ଖେଳ ଚାଷୀଙ୍କ ପାଇଁ କାଳ ହେବା ପାଇଁ ବସିଥିବା ବେଳେ ଗଜାମରୁଡ଼ିର ସମ୍ଭାବନା ଥିବାରୁ ଚାଷୀ ମହଲରେ ଭାଳେଣୀ ତଥା ଆତଙ୍କ ଖେଳିଯାଇଛି୤ ଚଳିତ ବର୍ଷ ମୌସୁମୀ ନର୍ିଦ୍ଧାରିତ ସମୟ ପୂର୍ବରୁ ଆସିବାର ସୂଚନା ପାଣିପାଗ ତରଫରୁ ଦିଆଯାଇଥିବାରୁ ଚ�

Read More >>
ଆନନ୍ଦପୁରରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ବାହୁଡାଯାତ୍ରା

ଆନନ୍ଦପୁର, 19 ଜୁଲାଇ - ଆନନ୍ଦପୁରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ବାହୁଡା ଯାତ୍ରା ଆଜି ମହାସମାରୋହରେ ପାଳିତ ହୋଇଛି୤ ଆଜି ତିନି ଠାକୁରଙ୍କ ସମସ୍ତ ମନ୍ଦିର ନୀତି ପୁରୋହିତ ଶରତ ଚନ୍ଦ୍ର ମିଶ୍ର, ବଡପଣ୍ଡା ବଳଦେବ ରଥ, ପୁରସ୍ତମ ପଣ୍ଡା, ସନାତନ ପାଢୀଙ୍କ ଦ୍ବାରା ସମାପନ ପରେ ନିୟମ ଅନୁଯାୟୀ ଦିନ 10 ଟାରେ ଧାଡି ପହଣ୍ଡି ଦ୍ବାରା ଜୀଉ ମାନଙ୍କୁ ଅଣାଯାଇ ରଥ ଚ�

Read More >>
ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ତରତ ପଞ୍ଚାୟତ, ସାଧାରଣରେ ଅସନ୍ତୋଷ

ନିଶ୍ଚିନ୍ତକୋଇଲି, 18 ଜୁଲାଇ - ନିଶ୍ଚିନ୍ତକୋଇଲି ବ୍ଲକ ତରତ ପଞ୍ଚାୟତର କୂଳସାହି ବଇଁପଡ଼ା, ତରତ, ଦାମୋଦରପୁର, ଦେବରାଳ,ବାମର ଓ ବାଲିସାହି ଗ୍ରାମରେ ପ୍ରାୟ 20 ହଜାର ସାଧାରଣ ବାସ କରନ୍ତି୤ ଉକ୍ତ ପଞ୍ଚାୟତରେ ଗମନା ଗମନ ପାଇଁ ରାସ୍ତା ଗୁଡ଼ିକ ଶୋଚନୀୟ ଅବସ୍ଥାରେ ଥିବା ବେଳେ ଗ୍ରାମବାସୀଙ୍କୁ ପାନୀୟ ଜଳ ପ୍ରଦାନ, ବିପିଏଲ କାର୍ଡଧାରୀଙ୍କୁ ରାଜୀବଜ୍ଯୋତି ପ୍ରଦାନ, ଅସହା

Read More >>

ଆମ ସଂସ୍କୃତି, କଳା ଓ ଐତିହ୍ୟ

ବସ୍ତରେନ ମାଉଲି ଦେବୀଙ୍କ ବର୍ାଷିକ ମଣ୍ଡେଇଯାତ୍ରା ଅନୁଷ୍ଠିତ,ଦେବୀ,ପୁଜକ ସହ 20ରୁ ଉର୍ଦ୍ଧ ବ୍ଯକ୍ତି କଣ୍ଟା ଦୋଳିରେ ଝୁଲିଲେ୤

ଭବାନୀପାଟଣା (କୁମୁଦ ରଂଜନ ନାୟକ) 19/07- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବସ୍ତରେନ ମାଉଳି ଦେବୀଙ୍କ ବର୍ାଷିକ ମଣ୍ଡେଇଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି୤ ଅନୁଷ୍ଠିତ ମଣ୍ଡେଇଯାତ୍ରାରେ ଦେବୀ କାଳିଶି ଓ ପୁଜକ ମାନଙ୍କର କଣ୍ଟା ଦୋଳିରେ ଝୁଲିବା ଦୃଶ୍ଯ ବି�

Read More >>
କଳାହାଣ୍ଡିର କାରୁଣ୍ଡ ଶ୍ରୀକ୍ଷେତ୍ର- କାଡ଼େଲ

( - ହିମାଂଶୁ ଭୂଷଣ ନାୟକ ) ତିନିଗୋଟି ପାହାଡ଼ର ଅପୂର୍ବ ସମାହାର୤ ଜଙ୍ଗଲର ସବୁଜ ବନାନୀ, କାକଳୀର କୁଜନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିବା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ କାଡ଼େଲ ଗ୍ରାମର ଅନତି ଦୂରରେ ରହିଛି ଅଞ୍ଚଳର ସୁପ୍ରତିଷ୍ଠିତ କାରୁଣ୍ଡ ଶ୍ରୀକ୍ଷେତ୍ର୤ ଶ୍ରଦ୍ଧାଳୁ ଏହି କ୍ଷେତ୍ରରେ ପାଦ ରଖିଲେ ନିଜକୁ ଭୁଲିଯାଏ ଶ୍ରୀକ୍�

Read More >>
ଗୋଟିଏ ଦିନ ଆଡପମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ

(ବିଜୟ ମିଶ୍ରଙ୍କ ରିପୋର୍ଟ)ପୁରୀ, 13 ଜୁଲାଇ - ଦ୍ବାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ଯତମ୤ ଜନ୍ମବେଦୀ ଯଜ୍ଞବେଦୀର ମୋହ, ଭକ୍ତଙ୍କ ଆକୁଳ ନିବେଦନ, ମାଉସୀ ମା ର ସ୍ନେହ ପ୍ରଭୁଙ୍କୁ ଟାଣି ଆଣିଛି ରନତ୍ବେଦୀରୁ ଯଜ୍ଞବେଦୀକୁ୤ ବିଶ୍ବକର୍ମା ମହାରଣା ଏହି ଠାରେ ପ୍ରଭୁଙ୍କ ମୂତ୍ତିର୍ ନର୍ିମାଣ କରିଥିବା କୁହାଯାଏ୤ ଶ୍ରୀଜଗନ୍ନାଥ ତତ୍ତ୍ବ ବିଶାରଦମାନେ କୁହନ୍ତି ଶ୍

Read More >>


for other news please click www.odiapua.org


Regards
Odia Pua Team New Delhi
Reply all
Reply to author
Forward
0 new messages