ଓଡ଼ିଶା ଖବର

28 views
Skip to first unread message

Banshidhar Sahoo

unread,
Jul 23, 2013, 8:14:41 AM7/23/13
to social-wa...@googlegroups.com

ଓଡ଼ିଶା ଖବର









କୋରାପୁଟରେ କେବିକେ କମିଶନରଙ୍କ ସମିକ୍ଷା ବୈଠକ: ଅର୍ଥ ଖର୍ଚ୍ଚ ନହେବା ନେଇ ବର୍ଷିଲେ

କୋରାପୁଟ ତା22/7 (ଗୋକୁଳ ପାତ୍ର) ସୋମବାର କୋରାପୁଟ ସ୍ଥିତ ସଦଭାବନା ଗୃହ ପରିସରରେ କେବିକେ କମିଶନର ତାରାଦତଙ୍କ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି୤ ଆଜି କମିଶନର ରାୟଗଡାରୁ ସଡକ ଯୋଗେ କୋରାପୁଟରେ ପହଂଚିବା ପରେ ଜିଲାର ପଦସ୍

Read More >>
କଳିଙ୍ଗ ଷ୍ଟାଡିୟମରେ ହେବ ନୂଆ ସୁଇମଂ ପୁଲ୍

ଭୁବନେଶ୍ବର, ତା 22.07.2013 (ଓଡିଆ ପୁଅ / ସୁବାଷ ନିଆଲ) ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଥିବା ବିଜୁ ପଟ୍ଟନାୟକ ସୁଇମିଂପୁଲ୍ ପରିସରରେ ଆଉ ଏକ ନୂତନ ସୁଇମିଂ ପୁଲ୍ ପ୍ରତିଷ୍ଠା କରାଯିବ୤ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜୁ ପଟ୍ଟନାୟକ ସୁଇମିଂପୁଲର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯା

Read More >>
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସଂସ୍କୃତି ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର, ଜୁଲାଇ 22, 2013 (ଓଡିଆ ପୁଅ / ବରଦା ପ୍ରସନ୍ନ ଦାସ) ଆଜି ସଂସ୍କୃତିମନ୍ତ୍ରୀଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ବାଲୁକାଶିଳ୍ପୀ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକ ଗତ 10ରୁ 18 ତାରିଖ ପର୍ଯ୍ଯନ୍ତ ଋଷିଆର ସେଣ୍ଟ ପିଟର୍ସବର୍ଗ ସହର

Read More >>
ଦୁର୍ଘଟଣାରେ କାର ଚୁରମାର

ଯୋଡା. 22/07 (ସେକ୍ ଜାବିର ମହମ୍ମଦ) ଆଜି ସକାଳ ପ୍ରାୟ 10 ଘଟିକା ସମୟରେ ଯୋଡା ଥାନା ଅନ୍ତର୍ଗତ କଳାପାହାଡ ଛକ ସନ୍ନିକଟ 215 ନଂ ଜାତୀୟ ରାଜପଥରେ ଏକ ଇଣ୍ଡିକା କାର ନଂ. ଓଆର02-ଜିସି-0904 ଟି ଭାରସାମ୍ଯ ହରାଇ ରାସ୍ତା ତଳକୁ ଖସି ପଡିଥିବା ଜଣାପଡିଛି୤ ଉକ୍ତ ଗାଡିଟିର ମାଲିକ ମହେନ୍ଦ୍ର କୁମାର ଖୁଣ୍ଟିଆ (4

Read More >>
ନବରଙ୍ଗପୁର; ଜିଲ୍ଲାରେ ସରକାରଙ୍କ ଜାତୀୟ ଶିଶୁ ଶ୍ରମିକ ଯୋଜନା ସମ୍ପୁର୍ଣ ଭାବେ ବିଫଳ

ନବରଙ୍ଗପୁର-22୤7(ଜିତେନ୍ଦ୍ର କାନୁନ୍ ଗୋ) ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ଯୁଷିତ ଉପାନ୍ତ ଜିଲ୍ଲାରେ ଶିକ୍ଷାର ହାର ସବୁଠାରୁ କମ୍, ଜିଲ୍ଲାର ଆଦିବାସୀ ହରିଜନ ପରିବାର ନିଜର ପେଟପାଟଣା ପାଇଁ ଦିନ ମଜୁରିଆଭାବେ କାମ କରୁଥ�

Read More >>
ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ ରାଜନୀତିକୁ ଓହ୍ଲାଇବେ

କେନ୍ଦ୍ରାପଡା, ତା 22/7: ବରିଷ୍ଠ ସାମ୍ବାଦିକ, ସମାଜସେବୀ ଗଶେଶ ଚନ୍ଦ୍ର ସାମଲ ରାଜନୀତିକୁ ଓହ୍ଲାଇବେ କେନ୍ଦ୍ରାପଡା ଜିଲ୍ଲାର ବିକାଶକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ଅଧିକାରକୁ ସାବ୍ଯସ୍ତ କରିବା ପାଇଁ ତାଙ୍କର ବହୁ ଶୁଭେଚ୍ଛୁ ଓ ବରିଷ୍ଠ ନାଗରିକମାନେ ତାଙ୍କ ଉପରେ ଚାପ ପକାଉଥିବା ଜଣାପଡିଛି୤ ଶ୍ରୀ ସାମଲ ଦୀର୍ଘ ପ୍ର୍ରାୟ ଦୁଇ ଦଶନ୍ଧୀ ଧରି ସାମାଜିକ ଅଙ୍ଗୀକା�



ଜିଲ୍ଲା ପରିକ୍ରମା

ବିଜେପିର ନୂତନ ଜିଲ୍ଲା କର୍ମକର୍ତାଙ୍କ ନାମ ଘୋଷଣା

ନବରଙ୍ଗପୁର, 23ା7:୤ରାଜ୍ଯ ବିଜେପି ସଭାପତି କନକ ବର୍ଦ୍ଧନ ସିଂଦେଓଙ୍କ ଅନୁମୋଦନ କ୍ରମେ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ରମେଶ ଚନ୍ଦ୍ର ସାହୁ ଜିଲ୍ଲା ସଙ୍ଗଠନର ନୂତନ କର୍ମକର୍ତାଙ୍କ ନାମ ଘୋଷଣା କରିଛନ୍ତି୤ଜିଲ୍ଲା ଉପସଭାପତି ଭାବେ ଗୋବିନ୍ଦ ଜୈନ, ପି.ଯୋଗେନ୍ଦ୍ର ପ୍ରସାଦ, ଶିବନାଥ ବାନର୍ାଜୀ, ମୃୁତ୍ଯୁଞୟ ଦାସ, ସୁମିତ୍ରା ମାଝୀ ଓ ସୁବର୍ଣ୍ଣା ପୂଜାରୀ ପ୍ରମୁ�

Read More >>
ଲଘୁଚାପ ଜନିତ ବର୍ଷାଫଳରେ ଜିଲ୍ଲାର ଜନଜୀବନ ଅସ୍ତବ୍ଯସ୍ଥ୍ୟ

ନବରଙ୍ଗପୁର, 23ା7:ନବରଙ୍ଗପୁର ଜିଲ୍ଲାବ୍ଯାପି ଲଗାଣବର୍ଷା ହେବା ଫଳରେ ଜନଜୀବନ ସମ୍ପୁର୍ଣ୍ଣ ଅସ୍ତବ୍ଯସ୍ତ ହୋଇପଡିଛି୤ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଜିଲ୍ଲାବ୍ଯାପି ଲଗାଣବର୍ଷା ଫଳରେ ସାଧାରଣଜୀବନ ଯାତ୍ରା ବ୍ଯାହତ ହୋଇପଡିବା ସହ ଗରିବ ଶ୍ରେଣୀର ଲୋକଙ୍କଜୀବନ ଦୁର୍ବିସହ ହୋଇପଡିଛି୤କ୍ରମାଗତ ବର୍ଷା ଲାଗିରହିଥିବା ଯୋଗୁଁ ସହରର ରାସ୍ତାଘାଟରେ ପ�

Read More >>
ଶିରିଡି ସାଇ ବାବାଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର, 23ା7:ଗୁରୁପୂର୍ଣ୍ଣିମା ଅବସରରେ ନବରଙ୍ଗପୁର ସହରର ଚାଇନା ମାର୍କେଟ ସ୍ଥିତ ଶିରିଡି ସାଇ ମନ୍ଦିରରେ ବାବାଙ୍କ ଜୟନ୍ତୀ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି୤ବାବାଙ୍କ ପାରମ୍ପରିକ ନୀତି ସକାଳୁ କାକଡ ଆଳତୀ, ମଧ୍ଯାହ୍ନ ଆଳତୀ, ସନ୍ଧ୍ଯା ଆଳତୀ, ଶେଯ ଆରତୀ, କ୍ଷିରାଭିଶେକ , କୁଙ୍କୁମ ଅର୍ଚ୍ଚନା.ହୋମଯଜ୍ଞ ଓ ନାମ ସଙ୍କର୍ିତନ ଆଦି କରାଯାଇଥିଲା୤ସନ୍ଧ୍ଯା�

Read More >>
ପୃଥକ୍ ସ୍ଥାନରୁ ମଦ ଜବତ : 3 ଗିରଫ

ବାଲେଶ୍ବର, 22 ଜୁଲାଇ - ଖଇରା ଥାନା ପୋଲିସ ଜଳଦା ପଞ୍ଚାୟତର ତୁଟୋ ଗ୍ରାମରେ ଚଢ଼ାଉ କରି ଗ୍ରାମର ବାସିନ୍ଦା ବିକର୍ତ୍ତନ ଦାସଙ୍କ ଘରୁ 20ଲିଟର ଦେଶି ମଦ ଏବଂ ଲମ୍ବୋଦର ମହାନ୍ତିଙ୍କ ଦୋକାନରୁ 3ଲିଟର ଦେଶି ମଦ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛନ୍ତି୤ ସେହିପରି ବସ୍ତା ଥାନା ପୋଲିସ ବେଗରପଡ଼ା ଗ୍ରାମର ବିପିନ୍ ପାତ୍ରଙ୍କ ନିକଟରୁ 5ଲିଟର ଦେଶି ମଦ ଜବତ କରିବା ସହ ତାଙ୍

Read More >>
ନୂତନ ଜିଲ୍ଲାପାଳଙ୍କ ଯୋଗଦାନ

ବାଲେଶ୍ବର, 22 ଜୁଲାଇ - ବାଲେଶ୍ବରର ନୂତନ ଜିଲ୍ଲାପାଳ ଭାବେ ବାଲକୃଷ୍ଣ ପରମେଶ୍ବରନ୍ ଆଜି ପୂର୍ବାହ୍ନରେ ଯୋଗଦେଇଛନ୍ତି୤ ଏଠାରେ ଥିବା ଜିଲ୍ଲାପାଳ ରଣଜିତ୍ କୁମାର ମହାନ୍ତିଙ୍କଠାରୁ ସେ ଦାୟୀତ୍ବ ଗ୍ରହଣ କରିଛନ୍ତି୤ ଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କର ଭୁବନେଶ୍ବରସ୍ଥିତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ନିର୍ଦ୍ଦେଶକ ଭାବେ ବଦଳି ହେବା ପରେ ମୟୂରଭଞ୍ଜ ଜିଲ୍ଲ�

Read More >>
ଫୁଲବାଣୀ ଡାକ୍ତରଖାନାରେ ଆଉ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ ନାହିଁ

ଫୁଲବାଣୀ, 22 ଜୁଲାଇ - ଫୁଲବାଣୀ ଡାକ୍ତରଖାନାରେ ଏଣିକି ଆଉ ବିଦୁ୍ଯତ ସଂଯୋଗ ବିଚ୍ଛିନ୍ନ ହେବ ନାହିଁ୤ ଫିଡର ସିସଟମ୍ ଯୋଗେ ଏହି ବ୍ଯବସ୍ଥା କରାଯାଇଛି୤ ଡାକ୍ତରଖାନାରେ ବିଦୁ୍ଯତ ସରବରାହ ରହିବା ପାଇଁ ରାଜ୍ଯ ସରକାର 25 ଲକ୍ଷ ଟଙ୍କା ବିନିଯୋରେ ଗ୍ରୀଡକୋରୁ ସ୍ବତନ୍ତ୍ର ଲାଇନ ଯୋଗେ ଡେଡିକେଟେଡ୍ ଏମଏମ କେ.ଭି ଲାଇନ୍ ବ୍ଯବସ୍ଥା କରିଥିବା ପ୍ରକାଶ ପୂର୍ବରୁ ଡାକ୍ତରଖାନା�

Read More >>
ମନରେଗା ଦୁର୍ନୀତିରେ ଉବୁଟୁବୁ ଜୁନାଗଡ଼ ବ୍ଲକ - ଭିଜିଲାନ୍ସ ତଦନ୍ତ ଦାବୀ

ଜୁନାଗଡ଼, 22 ଜୁଲାଇ - ଜୁନାଗଡ଼ ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କୁ ଶହେ ଦିନର କାର୍ଯ୍ୟ ସାଙ୍ଗକୁ ବିଭିନ୍ନ ଉନ୍ନୟନ ଯୋଜନା ପ୍ରତିଷ୍ଠା କରାଯିବା ନିମନ୍ତେ କେନ୍ଦ୍ରୀୟ ଅନୁଦାନ ମନରେଗା ଯୋଜନା ମାଧ୍ୟମରେ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ଜୁନାଗଡ଼ ଖଲିଆପାଲି ଠାରେ ଚାରିଲକ୍ଷ ଟଙ୍କା ବ୍ଯୟ ଅଟକଳରେ ଏକ ପୋଖରୀ ଖୋଳାଯିବା ପାଇଁ ଯୋଜନା କରାଯା�

Read More >>
8 ଦିନ ମଧ୍ୟରେ 3ଟି ଲୁଟ - ଅପରାଧିକୁ ଗିରଫ କରିବାରେ ଜିଲ୍ଲା ପୋଲିସ ବିଫଳ

ଝାରସୁଗୁଡ଼ା, 22 ଜୁଲାଇ - ଜିଲ୍ଲାର ବିଭିନ୍ନ ସ୍ଥାନରେ ମାରଣାସ୍ତ୍ର ଦେଖାଇ ଗତ ଆଠ ଦିନ ମଧ୍ୟରେ 3ଟି ଲୁଟପାଟ ଘଟଣା ଘଟିଯାଇଛି୤ ଏହି ଘଟଣାର ମୁଖ୍ଯ ଅଭିଯୁକ୍ତ କୁହାଯାଉଥିବା କୁଖ୍ଯାତ ଅପରାଧି ବିଟୁ ଖଟିକ୍ (27)କୁ ଜିଲ୍ଲା ପୋଲିସ ଗିରଫ କରିବାରେ ବିଫଳ ହୋଇଛି୤ ବଡ଼ମାଳ ଥାନା ଅନ୍ତର୍ଗତ ସୁନାରିମୁଣ୍ଡା ଠାରେ ଥିବା ବେଦାନ୍ତ ମୁଖ୍ଯ ଫାଟକ ସମ୍ମୁଖରେ ବିଟୁର ଜଣେ ସାଙ

Read More >>
ଅପହଞ୍ଚ ବିକାଶ ପଥେ ନିଶ୍ଚିନ୍ତକୋଇଲି ବ୍ଲକର ଅଙ୍ଗନାଡି କେନ୍ଦ୍ର

ନିଶ୍ଚିନ୍ତକୋଇଲି, 22 ଜୁଲାଇ - ବିଭିନ୍ନ ଗ୍ରାମ ଓ ପଡାରେ ଆଇ.ସି.ଡି.ଏସ ପ୍ରକଳ୍ପରେ ଅଙ୍ଗନାଡି କେନ୍ଦ୍ର ଖୋଲାଯାଇଛି୤ ଏହି କେନ୍ଦ୍ର ମାଧ୍ୟମରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୃଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ, ଏମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା, ରୋଗ ପ୍ରତିଷେଧକ ଟିକା ପ୍ରଦାନ ସାଙ୍ଗକୁ ଶିଶୁ ମାନଙ୍କ ନିମନ୍ତେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସେବା ପ୍ରଦା�

Read More >>
ବିଜ୍ଞାପିତ ଅଞ୍ଚଳ ପରିଷଦ ର୍ାଡ ନଂ - 18 ର ବିଭିନ୍ନ ସମସ୍ଯା ନେଇ ବୈଠକ

ମାଲକାନଗିରି, 22 ଜୁଲାଇ - ମାଲକାନଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଗଣ୍ଡିଆଗୁଡା ଓ ନୂଆଗାଁର 125 ଟି ପରିବାର 823 ଜଣ ଭୋଟରଙ୍କୁ ନେଇ ଗଠିତ ାଡ ନଂ - 18 ରେ ରହିଥିବା ବିଭିନ୍ନ ସମସ୍ଯାକୁ ନେଇ ପି.କେ ସ୍ବାଇଁଙ୍କ ଆବାହକତ୍ବରେ ଅବସରପ୍ରାପ୍ତ ଶିକ୍ଷକ ପଦ୍ମନାଭ ମାଡକାମୀଙ୍କ ବାସଭବନରେ ଏକ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି୤ ଏହି ବୈଠକରେ ବିଜୁ ଜନତା ଦଳ ସାଧାରଣ ସମ୍ପ�

Read More >>
ଲୋକ ଅଦାଲତ ଅନୁଷ୍ଠିତ

ମାଲକାନଗିରି, 22 ଜୁଲାଇ - ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ହାଇସ୍କୁଲ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରବିବାର ଦିନ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି୤ ଏଠାରେ 53 ଟି ଫୌଜଦାରୀ ମାମଲାର ଫଇସଲା କରି ଜରିମାନା ବାବଦକୁ 20 ହଜାର 275 ଟଙ୍କା ଓ 95 ଟି ରାଜସ୍ବ କେସ୍ ବାବଦରୁ 32 ହଜାର 295 ଟଙ୍କା ଜରିମନା ଆଦାୟ କରାଯାଇଥିଲା୤ ଏମଡିକେଏମ ଜ୍ଞାନ ରଞ୍ଜନ ବିଶ୍ବାଳ, ଡିକେ

Read More >>
ସାଇ ମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ

କେନ୍ଦ୍ରାପଡା ତା 22/7 (ଲକ୍ଷ୍ମୀକାନ୍ତ ନାୟକ)- ସହରର କଜଳା ଗ୍ରାମ ଗୋଲ୍ଡେନ୍ ଭିଲ୍ଲାସ୍ଥିତ ସିରିଡି ସାଇ ମନ୍ଦିରରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ଏବଂ ଏହି ଅବସରରେ ସାଇବାବଙ୍କର ଜୀବନକୃତିକୁ ନେଇ ସମୃଦ୍ଧ ପବିତ୍ରତମ ପତ୍ରିକା \'ସାଇ ସନ୍ଦେଶ\' ଉନ୍ମୋଚିତ ହୋଇଯାଇଛି୤ ଗୁରୁଙ୍କୁ ସମର୍ପିତ ଏହି ପୂର୍ଣ୍ଣିମା ଉପଲକ୍ଷେ ଶତାଧିକ

Read More >>
ପ୍ରାଣକୃର୍ଷ୍ଣ ରାଉତରାୟଙ୍କ ଶ୍ରାଦ୍ଧ ବାଷିର୍କୀ ପାଳନ

ପଟ୍ଟାମୁଣ୍ଡାଇ/ରାଜନଗର, (ଶରତ କୁମାର ରାଉତ/ଏନଏନଏସ)22/7-ଲୋକପ୍ରିୟ ରାଜନେତା ଓ ସମାଜସେବୀ ସ୍ବର୍ଗତ ପ୍ରାଣକୃର୍ଷ୍ଣ ରାଉତରାୟଙ୍କ 37ତମ ଶ୍ରାଦ୍ଧ ବାଷିର୍କୀ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି୤ ଏହି ଅବସରରେ ଚନ୍ଦନନଗର ସାତହୁକୀ ଆଶ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ୍ କଂଗ୍ରେସ ପକ୍ଷରୁ ପଞ୍ଚାୟତ ସମିତି ସଭ୍ଯ ତଥା ଜିଲ୍ଲା ହରିଜନ ସେଲ୍ ଆବା

Read More >>
ଭୁଲ୍ ପାଠପଢା ନେଇ ଅସନ୍ତୋଷ

ପଟ୍ଟାମୁଣ୍ଡାଇ, (ଶରତ କୁମାର ରାଉତ/ଏନଏନଏସ)22/7- ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ତୃଟିପୂର୍ଣ୍ଣ ପାଠପଢାକୁ ନେଇ ଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି୤ ଜଣାପଡ଼ିଛି ଯେ, ଉକ୍ତ ମହାବିଦ୍ୟାଳୟରେ +2 କଳା ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ଦ୍ବିତୀୟ ବର୍ଷର ପାଠ୍ଯକ୍ରମର ବିଷୟ ପଢା ଯାଇଛି୤ ଉଚ୍ଚଶିକ୍ଷା ବିଭାଗର ପାଠ୍ଯକ୍ରମ ଅନୁଯାୟୀ ପ୍ରଥ

Read More >>
ଆନ୍ତର୍ଜାତୀୟ ଇଁରାଜୀ ସମ୍ମିଳନୀରେ ଶିକ୍ଷକ ଧନେଶ୍ବର ସମ୍ମାନୀତ

କୋରାପୁଟ ତା22/7 (ଗୋକୁଳ ପାତ୍ର) ଆଜିର ଶ୍ରେଣୀ ଶିକ୍ଷଣରେ ମୁଳ ଭିତି ହେଉଛି କମ୍ପ୍ଯୁଟର, ଇ-ମେଲ ଓ ଇଣ୍ଟରନେଟ୍୤ ଆଜିର ଶିକ୍ଷା ଓ ଶିକ୍ଷାଦାନ ପଦ୍ଧତି, ବିନା ଇଲୋକଟ୍ରନିକ୍ସ ମଡିଆରେ ସତେ ଯେମିତି ଅଲୋଡା ହୋଇପଡିଛି୤ ବିଶେଷ କରି ଭାଷା ଶିକ୍ଷଣ ଓ ମୁଖ

Read More >>
ଗୁରୁ ପୁର୍ଣ୍ଣିମା ଉପଲକ୍ଷେ ସାଇ ମନ୍ଦିରରେ ଭକ୍ତଙ୍କ ଭିଡ

କୋରାପୁଟ ତା 22/7 (ଗୋକୁଳ ପାତ୍ର) ଆଜି ପବିତ୍ର ଗୁରୁ ପୁର୍ଣ୍ଣିମା ଉପଲକ୍ଷେ ସ୍ଥାନୀୟ ଶିକ୍ଷା ଜିଲା ଅଧିକାରୀଙ୍କ କାଯର୍ଯାଳୟ ନିକଟରେ ଥିବା ସିରିଡି ସାଇ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖାଯାଇଥିଲା୤ ଭୋର 5.30ସମୟରେ କାକଡଆଳତୀ, ବିପ୍ବକ୍ଷେନ ପୁଜା କର�

Read More >>
ଯାତ୍ରୀ ପ୍ରତୀକ୍ଷାସ୍ଥଳ ପାଲଟିଛି ବୁଲା ଗୋରୁଙ୍କ ଆଶ୍ରୟସ୍ଥଳ

କୋଲାବିରା, ତା22/7(କିର୍ତ୍ତି ବହିଦାର) କୋଲାବିରା ବସଷ୍ଟାଣ୍ଡ ସ୍ଥିତ ଏକମାତ୍ର ଯାତ୍ରୀ ପ୍ରତୀକ୍ଷାଳୟଟି ଏବେ ଅଂଚଳର ବୁଲା ଗାଇଗୋରୁଙ୍କ ଆଶ୍ରୟସ୍ଥଳ ପାଳଟିଥିବା ଦେଖାଯାଉଛି୤ ଏପରିକି ବସଷ୍ଟାଣ୍ଡରେ ଥିବା ଏହିଯାତ୍ରୀ ପ୍ରତୀକ୍ଷାଳୟ ନିକଟରେ ବର�

Read More >>
ସାହିତ୍ଯ ସଂସଦ ପକ୍ଷରୁ ଚାରା ବଂଟନ

କୋଲାବିରା, ତା22/7(କିର୍ତ୍ତି ବହିଦାର) ଜୟପୂର ଇଷ୍ଟେଟ ମାଁ ସମ୍ବଲେଶ୍ବରୀ ସାହିତ୍ଯ ସଂସଦ ପକ୍ଷରୁ ବ୍ଲକ୍ ଅର୍ନ୍ତଗତ ସିଂହିବାହାଲ ଠାରେ ଚାରା ବଂଟନ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି୤ ସଂସଦ ସଭାପତି ଶୋଭାଚନ୍ଦ୍ର ନାଏକଙ୍କ ତତ୍ବାବଧାନରେ 4ଶହଟି ଶିଶୁ, କୃଷ୍ଣଚୂଡା, ଶାଗୁଆନ, ରାଧାକୃଷ୍ଣ, ବଉଳ ଆଦି ବିଭିନ୍ନ କିସମର ଚାରା ସଭ୍ଯମାନେ ଲୋକଙ୍କୁ ପ୍ରଦାନ କରିଥି�

Reply all
Reply to author
Forward
0 new messages