ଆଧାର କାର୍ଡ ସଂଶୋଧନ ସୁବିଧା ଓଡ଼ିଆ ରେ ନାହିଁ

6 views
Skip to first unread message

हरिराम

unread,
Feb 15, 2018, 1:29:27 AM2/15/18
to Oriy...@googlegroups.com, Oris...@yahoogroups.com, srujanika, odisha...@oesl.in, Odiabiswabidyalaya Proudtobeanodia, odiabhasa...@yahoo.co.in
ୱେବସାଇଟ ଓଡ଼ିଆରେ ମଧ୍ୟ ଅଛି ବୋଲି ଊପରେ ପ୍ରଦର୍ଶିତ ହୋଇଛି। କିନ୍ତୁ ଓଡ଼ିଆ ସେଲେକ୍ଟ କଲେ କେବଳ ଚକ ଘୂରୁଛି, ଓଡ଼ିଆ ରେ ୱେବସାଇଟ ବେଳେ ବେଳେ ଖୋଲୁଛି ତୋ ବେଳେ ବେଳେ ହ୍ୟାଙ୍ଗ ହୋଈ।ଯାଉଛି। କିନ୍ତୁ ଆଧାର ଅପଡେଟ କରିବାର ଫର୍ମ କେବଳ English ରେ ହିଁ ରହୁୂଛି। ଓଡ଼ିଆରେ ଏଂଟ୍ରେୀ କରିବାର କୌଣସି ସୁବିଧା ନାହିଁ।

ଓଡ଼ିଆର ଜନତା ର ଆଧାର କାର୍ଡ ରେ ଓଡ଼ିଆ ରେ ଅନେକ ଭୂଲ ରହୁଛି। 

ଏହାର କାରଣ ପ୍ରଥମେ English(Latin) ରେ ଏଂଟ୍ରୀ କରି ପରେ ଓଡ଼ିଆରେ ଏକ ସଫ୍ଟୱେୟର ମାଧ୍ୟମ ସେ ଲିପ୍ୟନ୍ତରିତ କରାଯାଉଛି। 

ଭାରତ ସରକାର ଦ୍ୱାରା ildc.in ରେ 2002 ମସିହାରୁ ଓଡ଼ିଆର ଅନେକ ସଫ୍ଟୱେୟର ନିଃଶୁଳ୍କ ଡାଉନଲୋଡ ପାଇଁ ଉପଲବ୍ଧ କରାଯାଇଛି। ଇନ୍ସକ୍ରିପ୍ଟ କୀବୋର୍ଡ ମଧ୍ୟମ 1991 ମସିହାରୁ ମାନକୀକରଣ କରାଯାଇଛି। ଏହା ସବୁ କଂପ୍ୟୂଟର ଏବଂ ମୋବାଈଲରେ ଇନ-ବିଲ୍ଟ ରହୁଛି। 

ଯଦି ପ୍ରଥମେ ଓଡ଼ିଆରେ ଏଂଟ୍ରୀ କରି ପରେ English (Latin with accent marks),  ISO 15959 ମାନକ ଅନୁସାରେ ଲିପ୍ୟନ୍ତରିତ କରାଯାନ୍ତା ତାହାଲେ କୌଣସି ଭୂଲ ରୁହନ୍ତା ନାହିଁ। ନାଁ ରେ ସଠିକ ଉଚ୍ଚାରଣ କରି ହୁଅନ୍ତା।

ଏଥିପାଇଁ ଏକ ଜନ-ଆନ୍ଦୋଳନ, ଜନ ଜାଗରଣ ର ଆବଶ୍ୟକତା ରହିଛି।

-- ହରିରାମ


Reply all
Reply to author
Forward
0 new messages