| ନୟାଗଡ଼ ଚିନିକଳ ମାଲିକ କୋର୍ଟକୁ ଆସି ହଟହଟା ହେଲେ |
ନୟାଗଡ଼,୧୨।୧(ଓଡ଼ିଆ ପୁଅ/ରାଜେନ୍ଦ୍ର ସାହୁ): ନୟାଗଡ଼ ଚିନିକଳ ମାଲିକ ତ୍ରୈଲୋକ୍ୟ ମିଶ୍ର ନୟାଗଡ଼ ଏଡିଜେଏମ୍ କୋର୍ଟକୁ ଆସି ଚାଷୀଙ୍କ ଆକ୍ରୋଶର ଶିକାର ହେବା ସହ ହଟହଟା ହେବାକୁ ପଡ଼ିଛି। ଶ୍ରୀମିଶ୍ରଙ୍କୁ କୋର୍ଟ ହାଜର ହେବାପାଇଁ ଚାରିଥର ନୋଟିସ ଦେବାପରେ ମଧ୍ୟ ସେ କୋର୍ଟକୁ ନଆସି ଅବମାନନା କରି ଚାଲିଥିଲେ। ତେବେ କୋର୍ଟ ତାଙ୍କୁ ହାଜର ହେବାପାଇଁ ଶେଷ ସୁଯୋଗ � |
| Read More >> |
| ନୟାଗଡ଼ ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କ ଦେହାନ୍ତ |
ନୟାଗଡ଼,୧୨।୧(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରବିନାରାୟଣ ନନ୍ଦ(୬୦)ଙ୍କ ହୃଦ୍ ଘାତରେ ମୃତ୍ୟୁ ଘଟିଛି। ସେ ମଙ୍ଗଳବାର ମଧ୍ୟାହ୍ନରେ ରଣପୁର ବ୍ଳକ ନରେନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ସେ ତାଙ୍କ ସାଥୀରେ ବ୍ଳକକୁ ଯାଇଥିଲେ। ପ୍ରାର୍ଥୀପତ୍ର ଦାଖଲ ସମୟରେ ସେ ହଠାତ୍ ଛାତିରେ |
| Read More >> |
| ସଡକ ସୁରକ୍ଷା ଓ ଆମର କର୍ତବ୍ୟ |
- ରଞ୍ଜନ କୁମାର ମହାପାତ୍ରଦେଶର ଉନ୍ନତି ଓ ପ୍ରଗତି ସେ ଦେଶର ଗମନାଗମନ ସୁବିଧା ଉପରେ ଅନେକାଂଶରେ ନିର୍ଭର କରେ। ଯେଉଁ ଦେଶର ଗମନାଗମନ ସୁବିଧା ଯେତେ ପ୍ରଶସ୍ତ ସେ ଦେଶ ବାଣିଜ୍ୟ ବ୍ୟବସାୟ ତଥା ଆର୍ଥିକ ଦୃଷ୍ଟିକୋଣରୁ ସେତେ ସୁଦୃଢ଼। ଗମନାଗମନ କ୍ଷେତ୍ରରେ ତିନୋଟି ପଥ ଥିଲାବେଳେ ସଡକପଥ ଯେ ଦେଶର ସଂସ୍କୃତି, ସାହିତ୍ୟ, ଆର୍ଥିକ ଅଭିବୃଦ୍� |
| Read More >> |
| ସହୀଦ୍ ସୁନୀଲ ବେହେରାଙ୍କ ବିୟୋଗରେ ଶୋକ ସଭା |
|
| Read More >> |
| ଚିନ୍ମୟ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ |
ରାୟଗଡ.ତା.୧୨.୦୧(ଓଡ଼ିଆ ପୁଅ/ରାଜେନ୍ଦ୍ର ସାହୁ): ସମାଜର ବିଶାଖପାଟଣା ସଂସ୍କରଣର ପୂର୍ବତନ ପରିଚାଳକ ଚିନ୍ମୟ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ରାୟଗଡ ପ୍ରେସ କ୍ଲବର ସଭାପତି ଶ୍ରୀ ରାଜେଶ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ଉପସଭାପତି, ସାଧାରଣ ସଂପାଦକ, କୋଷାଧ୍ୟକ୍ଷ, ଉପଦେଷ୍ଠା ଓ ଅନ୍ୟା� |
| Read More >> |
| ରାୟଗଡ ଜିଲ୍ଲା ପାଇଁ ନୂତନ ବିଜେପି ସଭାପତି ମନୋନୀତ |
|
| Read More >> |
| ଚତୁର୍ଥ ମନ୍ତ୍ରୀସ୍ତରୀୟ ବୈଠକର ଚଉକସ ନିଷ୍ପତ୍ତି : ୧୯୫୪ ଭାଷାଆଇନର କାର୍ଯ୍ୟକାରିତାପାଇଁ ସଂଶୋଧିତ ଆଇନ ଓ ନିୟମାବଳୀ ପ୍ରସ୍ତୁତି ହେବ |
ଭୁବନେଶ୍ୱର ତା୧୨।୧(ଓଡ଼ିଆ ପୁଅ) ଓଡ଼ିଶା ସରକାରି ଭାଷା ଆଇନ୧୯୫୪ର ବିଧିବଦ୍ଧ କାର୍ଯ୍ୟକାରିତା ଓ ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ନିମନ୍ତେ ଓଡ଼ିଶା ସରକାର ଓ ଓଡ଼ିଆ ଭାଷା ସଂଗ୍ରାମ ସମିତିର ସମ୍ପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଚତୁର୍ଥ ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଭାଷା ଆଇନର କାର୍ଯ୍ୟକାରିତାପାଇଁ ଆବଶ୍ୟକ ନ� |
| Read More >> |
| ପୁରୀ ଜନସ୍ୱାସ୍ଥ୍ୟ ବିଭାଗ ଉପଭୋକ୍ତାଙ୍କୁ ଆର୍ଥିକ ଦଣ୍ଡ : ନୂଆ ସଂଯୋଗ ପାଇଁ ୫ହଜାର ଟଙ୍କା! |
ପୁରୀ, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ପୁରୀ ଜନସ୍ୱାସ୍ଥ୍ୟ ବିଭାଗ(ପିଏଚ୍ ଓ) ସଦାବେଳେ ଗୋଳିଆ, ନାଲିଆ, ପଙ୍କୁଆ, ଜଣ୍ଡିସ୍ ପାଣି ପାଇଁ ଚର୍ଚ୍ଚାରେ ଥିବାବେଳେ ଏବେ ପାଣି ପାଇପ୍ ସଂଯୋଗ ପାଇଁ ୫ହଜାର ଟଙ୍କା ଦିଅ- ଆମେ ସବୁ ବୁଝିବୁ। ଏପରିକି ଷ୍ଟାମ୍ପ କାଗଜ ଦିଅ ଶପଥ ପାଠ ପାଇଁ ୫୦୦ ଦିଅ କହିବା ଯୋଗୁଁ ଉପଭୋକ୍ତାମାନେ ହତାଶ ହେବା ସହ ବିନା ଓକିଲରେ ନକଲି ନୋଟାରୀ ଷ୍ଟ |
| Read More >> |
| ରେସନ୍ ରିଆକ୍ସନ : ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ କଂଗ୍ରେସ ଓ ବିଜେପିର ଶତାଧିକ ସମର୍ଥନ |
|
| Read More >> |
| ଅଯୋଗ୍ୟ କାର୍ଡ଼ଧାରୀଙ୍କ ଚାଲାଖି ଚାଉଳ ନେଉନାହାଁନ୍ତି କିମ୍ବା କାର୍ଡ଼ ଫେରସ୍ତ କରୁନାହାଁନ୍ତି |
କେନ୍ଦ୍ରାପଡ଼ା, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ଖାଦ୍ୟସୁରକ୍ଷା ଆଇନ୍ ଅନୁଯାୟୀ ରାସନ୍ କାର୍ଡ଼ ନେବାପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫ ଲକ୍ଷ ୫୭ ହଜାର ୮୦୯ ଜଣ ଆବେଦନ କରିଥିଲେ। ଯାହାକି ଜିଲ୍ଲା ଲୋକସଂଖ୍ୟା ଠାରୁ ଯଥେଷ୍ଟ ଅଧିକ। ପ୍ରତ୍ୟେକ ପରିବାରରୁ ୪/୬ ଜଣ ଆବେଦନ କରିଥିବା ଜାଣିବା ପରେ ପ୍ରଶାସନ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୫୪ ହଜାର ୮୫୧ଟି ଆ� |
| Read More >> |
| କଲମପୁର ଜୋନ ୨ ଜିଲ୍ଲା ପରିଷଦ ଆସନ ପାଇଁ ବିଭିନ୍ନ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ |
କଲମପୁର, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ଆସନ୍ତା ଫେବୃଆରି ୫ ତାରିଖ ଦିନ କଳାହାଣ୍ଡି ଜିଲ୍ଲା କଲମପୁର ଜୋନ ୨ ଜିଲ୍ଲା ପରିଷଦ ଆସନ ପାଇଁ ହେବାକୁଥିବା ଉପ ନିର୍ବାଚନ ପାଇଁ ସୋମବାର ଦିନ ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଥିବାବେଳେ ମଙ୍ଗଳବାର ଦିନ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ବିଜୁ ଜ� |
| Read More >> |
| ସୁଧ ଖାଇବା ପାଇଁ ନବୀନ ସରକାରର ଛାତ୍ରଛାତ୍ରୀ ମାରଣ ନୀତି - ମରୁଡ଼ିଗ୍ରସ୍ତ ଅଞ୍ଚଳରେ ମଧ୍ୟାହ୍ନ ଭୋଜନ ବନ୍ଦ କରିଛି ରାଜ୍ୟ ସରକାର |
ଭୁବନେଶ୍ୱର, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ଗୋଟିଏ ପଟେ ମରୁଡ଼ି ମୁକାବିଲା ପାଇଁ ଆବଶ୍ୟକ କେନ୍ଦ୍ରୀୟ ଅନୁଦାନ ମିଳୁନଥିବାର ନାରା ଦେଉଥିବା ନବୀନ ସରକାର କେବଳ ସୁଧ ଟଙ୍କା ପାଇବା ଲୋଭରେ ମରୁଡ଼ିଗ୍ରସ୍ତ ଅଞ୍ଚଳର ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ବନ୍ଦ କରିଛି।ସଦ୍ୟତମ ସିଏଜି ରିପୋର୍ଟ ମୁତାବକ, ୨୦୧୧ରୁ ୨୦୧୩, କ୍ରମାଗତ ୩ ବର୍ଷଧରି ରାଜ୍ୟର ମରୁଡ଼ିଗ୍ରସ୍ତ ଅଞ� |
| Read More >> |
| ଦୁର୍ନୀତି ହେଇଛି ମୁଖ୍ୟମନ୍ତ୍ରୀଂକ ବିଭାଗଗୁଡ଼ିକରେ ମୁଖିଆ ହେବାର ଯୋଗ୍ୟତା: ବିଜେପି |
ଭୁବନେଶ୍ୱର, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ପୂର୍ତ୍ତ ବିଭାଗ ସଚିବ ପଦବୀଠୁ ଆରମ୍ଭ କରି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ନିଯୁକ୍ତି ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ଓ ପ୍ରିୟାପ୍ରୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିଲେ ମଧ୍ୟ ଉଭୟ ବିଭାଗ ଦାୟିତ୍ୱକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ସଚ୍ଚୋଟ ଏବଂ ନିଜ ସରକାରକୁ ସ୍ୱଚ୍ଛ କହିବା ଅତ୍ୟ� |
| Read More >> |
| ପୋଲିସ- ଗଣଶିକ୍ଷକ ଧସ୍ତାଧସ୍ତି |
ଭୁବନେଶ୍ୱର , ୧୨ ଜାନୁଆରୀ(ଓଡ଼ିଆ ପୁଅ)- ସ୍ଥାୟୀ ନିଯୁକ୍ତି ଦାବିରେ ଗଣ ଶିକ୍ଷକମାନେ ମଙ୍ଗଳବାର ଲୋୟର ପିଏମଜିରେ ବିଶାଳ ରାଲି କରିଥିଲେ। ତେବେ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଗଣଶିକ୍ଷମାନେ ଦୀର୍ଘଦିନ ଧରି ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଥିଲେ। ସରକାର ସେମାନଙ୍କ ଦାବି ପୂରଣ � |
| Read More >> |
| ଏନ୍ କାଉଣ୍ଟରରେ ଜଣେ ମାଓବାଦୀ ମୃତ, ବହୁ ପରିମାରଣ ସାମଗ୍ରୀ ଜବତ |
ମାଲକାନଗିରି, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ଆଜି ମାଲକାନଗିରି ସୀମାନ୍ତ ଛତିଶଗ ରାଜ୍ୟ ସୁକୁମା ଜିଲ୍ଲା ପାଲା ଚଲମା ଅଞ୍ଚଳରେ ମାଓବାଦୀ ଓ ପୋଲିସ୍ ମଧ୍ୟରେ ପ୍ରାୟ ୧ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏନ୍ କାଉଣ୍ଟରରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବାବେଳେ ପୋଲିସ୍ ସେଠାରୁ ୨ଟି ବନ୍ଧକ ସହ ବହୁ ପରମାଣର ମାଓ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। |
| Read More >> |
| ନୟାଗଡ଼ ଟେଣ୍ଡରଫିକ୍ସିଂ ରେ ଗିରଫ ହୋଇଥିବା ୨ ଇଂଜିନିୟରଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ : ଜଳସମ୍ପଦ ସଚିବ |
ଭୁବନେଶ୍ୱର, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ନୟାଗଡ଼ ଟେଣ୍ଡରଫିକ୍ସିଂ ଅଭିଯୋଗରେ ଗିରଫ ହୋଇଥିବା ଦୁଇଜଣ ଇଞ୍ଜିନିୟରଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବ୍ୟତୀତ ଏହି ଫିକ୍ସିଂରେ ଯଦି କେହି ସରକାରୀ ଅଧିକାରୀ ସମ୍ପୃକ୍ତ ଥାଆନ୍ତି ସେମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି � |
| Read More >> |
| କୋର୍ଟରେ ହାଜର ହେବା ସମୟରେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଫୋନ୍ ରେ କଥା ହେବା ଘଟଣାରେ ହାବିଲଦାର ନିଲମ୍ବିତ |
ଭୁବନେଶ୍ୱର, ୧୨ ଜାନୁଆରୀ (ଓଡ଼ିଆ ପୁଅ) : କୋର୍ଟରେ ହାଜର ହେବା ପାଇଁ ଆସିଥିବା ସମୟରେ ବିଜେଡିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ମୋବାଇଲ୍ ରେ କଥାବାର୍ତ୍ତା ହୋଇଥିବାରୁ ତାଙ୍କ ଏସ୍ କଟ୍ ଦାୟିତ୍ୱରେ ଥିବା ହାବିଲ୍ ଦାର ଦିବାକର ସାହୁଙ୍କୁ ଡିସିପି ସତ୍ୟବ୍ରତ ଭୋଇ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏହାବ୍ୟତୀତ ଅନ୍ୟ ତିନିଜଣ କନେଷ୍ଟବଳଙ୍କ ଉପରେ କାର� |
| Read More >> |
| ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା |
ବ୍ରହ୍ମପୁର, ୧୨ ଜାନୁଆରୀ (ଓଡ଼ିଆ ପୁଅ)-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଜଣେ ପିଜି ଛାତ୍ରୀ ସୋମବାର ବିଳମ୍ବିତ ରାତିରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀଙ୍କ ନାମ ଶୁଭଶ୍ରୀ ସାମନ୍ତରାୟ ଓ ତାଙ୍କ ଘର ଆସିକା ଥାନା ଅନ୍ତର୍ଗତ ପିତ୍ତଳ ଅଞ୍ଚଳରେ ବୋଲି ଜଣାପଡିଛି। ଖବର ପାଇ ଗୋପାଳପୁର ଥାନା ଆଇଆଇସି ପ� |
| Read More >> |
| କୋଟିପତି କନିଷ୍ଠ ଯନ୍ତ୍ରୀଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ |
ବ୍ରହ୍ମପୁର, ୧୨ ଜାନୁଆରୀ (ଓଡ଼ିଆ ପୁଅ)- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମର କନିଷ୍ଠ ଯନ୍ତ୍ରୀ କାହ୍ନୁଚରଣ ଦାସଙ୍କ ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଇଥିବା ଏହି ଚଢାଉରେ ତାଙ୍କ ନିକଟରୁ ମୋଟ ୧ କୋଟି ୧୧ ଲକ୍ଷ ୪୬ ହଜାର ଟଙ୍କାର ସମ୍ପତ୍ତି ଜବ� |
| Read More >> |
| ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ |
ଭୁବନେଶ୍ୱର , ୧୨ ଜାନୁଆରୀ (ଓଡ଼ିଆ ପୁଅ)- ଗୋତି ଶ୍ରମିକ ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ପକ୍ଷରୁ ଭୁବନେଶ୍ୱର ଠାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଓଡିଶା ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ଏନଏଚଆରସି ସଦସ୍ୟ ଜଷ୍ଟିସ ଡି. ମୁରୁଗେସାନ୍ ଅଧ୍ୟକ୍ଷତା କ� |
| Read More >> |
| ସର୍ଦ୍ଦାର ରାଜା ମେଡିକାଲ କଲେଜ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ୭ ଦିନ ମଧ୍ୟରେ ଘରୋଇ କଲେଜରେ ସରକାରୀ ଫି ରେ ନାମଲେଖା ଶେଷ କର -ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ | |||||||||||||||||||||||||||
ଭୁବନେଶ୍ୱର,୧୨ ଜାନୁଆରୀ (ଓଡ଼ିଆ ପୁଅ)-କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜା ମେଡିକାଲ କଲେଜ୍ ଛାତ୍ରଛାତ୍ରୀମାନଙ୍କ ଆଡମିଶନ ୭ ଦିନ ମଧ୍ୟରେ ଶେଷ କରିବାକୁ ମଙ୍ଗଳବାର ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ କଲେଜରେ ଥଇଥାନ ନେଇ ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ କରି କହିଛନ୍ତି ଯେ ୭ ଦିନ ମଧ୍ୟରେ ୩ ଘରୋଇ ମେଡିକାଲ କଲେଜ କିମସ୍ , ହାଇଟେକ୍ ଓ ସମ� | |||||||||||||||||||||||||||
| Read More >> | |||||||||||||||||||||||||||
| ଖଡିଆଳ ମହୋତ୍ସବ ୨୦୧୬ର ଶୁଭ ସ୍ତମ୍ଭ ସ୍ଥାପନ | |||||||||||||||||||||||||||
ନୂଆପଡ଼ା, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆଠାରେ ଖଡିଆଳ ମହୋତ୍ସବ ୨୦୧୬ ଉପଲକ୍ଷେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି। ଏହି ଶୁଭ ବେଳାରେ ପୂଜକ ସୁଦର୍ଶନ ଠାକୁର ପୂଜାର୍ଚ୍ଚନା କରିଥିବା ବେଳେ ମହୋତ୍ସବ କମିଟିର ସଭାପତି ନିମାଇଁ ଚରଣ ତାଣ୍ଡି, ସଂପାଦକ ପୃଥିରାଜ ମହାନ୍ତି ପୁଜାର୍ଚ୍ଚନାରେ ଭ | |||||||||||||||||||||||||||
| Read More >> | |||||||||||||||||||||||||||
| ସ୍କୁଲ ଓ ଗଣ ଶିକ୍ଷା ବିଭାଗ ସାମିଲ ହେବ ଯୁକ୍ତ ୨ | |||||||||||||||||||||||||||
ଭୁବନେଶ୍ୱର, ୧୨ ଜାନୁଆରୀ (ଓଡ଼ିଆ ପୁଅ) - ଆଗାମୀ ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ଯୁକ୍ତ ୨ ଓ ଯୁକ୍ତ ୩ ପୃଥକ ହେବ। ଏହି ପୃଥକୀକରଣ ନ ହେବା କାରଣରୁ ରାଜ୍ୟକୁ ୧୩୦ କୋଟି ଟଙ୍କା ହରାଇବାକୁ ପଡୁଛି। ପୃଥକୀକରଣ ହେବା ପରେ ଅଧିକ ଅର୍ଥ ମିଳିବ ଓ ସେହି ଅର୍ଥରେ ଶିକ୍ଷା ଭିତ୍ତି ଭୂମିର ବିକାଶ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ମଙ୍ଗଳବାର ପ� | |||||||||||||||||||||||||||
| Read More >> | |||||||||||||||||||||||||||
| ଜାନୁଆରୀ ୧୫ ତାରିଖ ସୁଦ୍ଧା ରେସନ୍ କାର୍ଡ ଆବଣ୍ଟନ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ରାଜ୍ୟସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ-୨୦୧୬ ଉଦ୍ ଯାପିତ | |||||||||||||||||||||||||||
ବାରିପଦା, ୧୨ ଜାନୁଆରୀ (ଓଡ଼ିଆ ପୁଅ)- ସ୍ଥାନୀୟ ଛଉ ପଡ଼ିଆ ଠାରେ ଚାରିଦିନ ବ୍ୟାପୀ ଚାଲୁଥିବା ୧୯ତମ ରାଜ୍ୟସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ-୨୦୧୬ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍ ଯାପିତ ହୋଇଯାଇଛି। ଓଡ଼ିଶା ଯୁବପ୍ରତିଭାମାନଙ୍କ ମଧ୍ୟରେ ଥିବା ଅର୍ନ୍ତନିହିତ ଗୁଣକୁ ଲୋକଲୋଚନକୁ ଆଣିବା ଇଉଫୋରିଆ ଅନୁଷ୍ଠା� | |||||||||||||||||||||||||||
| Read More >> | |||||||||||||||||||||||||||
| ବନ୍ଧୁକ ମୁନରେ ବ୍ୟାଙ୍କରୁ ୪ଲକ୍ଷ ୮୪ହଜାର ଟଙ୍କା ଲୁଟ୍ | |||||||||||||||||||||||||||
କେନ୍ଦୁଝର, ୧୨ ଜାନୁଆରୀ (ଓଡ଼ିଆ ପୁଅ)- କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ଦିନ ସ୍ପଷ୍ଟ ଦିବାଲୋକରେ ୪ଜଣ ଦୁର୍ବୁତ୍ତ ବନ୍ଧୁକ ମୁନରେ ୪ଲକ୍ଷ ୮୪ହଜାର ଟଙ୍କା ଲୁଟି ନେଇଛନ୍ତି। ଆଜି ଦିନ ପ୍ରାୟ ୧୨ ଟା ସମୟରେ ୪ଜଣ ଦୁବୃର୍ତ୍ତ ମୁହଁରେ ମୁଖା ପିନ୍ଧି ୨ଟି ମୋଟର ସାଇକେଲରେ ଆସି ବ୍ୟାଙ୍କର କ୍ୟାସିଅରଙ୍କ� | |||||||||||||||||||||||||||
| Read More >> | |||||||||||||||||||||||||||
| ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ - ନିର୍ବାହୀ ଯନ୍ତ୍ରୀ ଓ ଏଷ୍ଟିମେଟର ଗିରଫ | |||||||||||||||||||||||||||
ନୟାଗଡ଼, ୧୨ ଜାନୁଆରୀ (ଓଡ଼ିଆ ପୁଅ)- ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଟାଉନ ଥାନା ପୋଲିସ ମଙ୍ଗଳବାର ଜଳସେଚନର ବିଭାଗର ଜଣେ ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟଜଣେ ଏଷ୍ଟିମେଟରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଢୋଲମରା ନିକଟରେ ଏକ ନଦୀବନ୍ଧ ମରାମତି ପାଇଁ ପୂର୍ବରୁ ଟେଣ୍ଡର ଆହ୍ୱାନ କରାଯା | |||||||||||||||||||||||||||
| Read More >> | |||||||||||||||||||||||||||
| ମୟୂରଭଞ୍ଜ ଜିଲ୍ଲା (ପୂର୍ବ) ସଭାପତି ଭାବେ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ପୁନଃ ନିର୍ବାଚିତ : ବିରୋଧି ଛାନିଆ | |||||||||||||||||||||||||||
ବାରିପଦା, ୧୨ ଜାନୁଆରୀ (ଓଡ଼ିଆ ପୁଅ)- ଡଃ.କୃଷ୍ଣଚନ୍ଦ୍ର ମହାପାତ୍ର ଭାଜପାର ମୟୂରଭଞ୍ଜ ଜିଲ୍ଲା (ପୂର୍ବ) ସଭାପତି ଭାବରେ ପୁଣି ଥରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଗତ ୧୦ତାରିଖରେ ଭୁବନେଶ୍ୱରରେ ଆନୁଷ୍ଠାନିକ ଭାବେ ତାଙ୍କ ନାମ ଘୋଷଣା କରାଯାଇଥିଲା। ଏହାପରେ ତାଙ୍କୁ ଜିଲ୍ଲାର କୋଣ ଅନୁକୋଣରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟି ଚାଲିଛି। ତାଙ୍� | |||||||||||||||||||||||||||
| Read More >> | |||||||||||||||||||||||||||
| ମରୁଡ଼ି ବର୍ଷରେ ଧାନ କିଣା ରେକର୍ଡ଼ ଭାଙ୍ଗିଲା -ଚାଷୀର ଭାଗ୍ୟ ଦଲାଲ୍ ଓ ଏଜେଣ୍ଟ କବଳରେ ! | |||||||||||||||||||||||||||
ଜୟପାଟଣା, ୧୨ ଜାନୁଆରୀ (ଓଡ଼ିଆ ପୁଅ)- ଚଳିତ ବର୍ଷର ମରୁଡ଼ି, ରୋଗ ପୋକରେ ଚାଷୀ ସର୍ବସ୍ୱାନ୍ତ ହୋଇଥିବା ବେଳେ ଜଳସେଚିତ ଅଞ୍ଚଳରେ କେତେକ ସ୍ଥାନରେ ଭଲ ଅମଳ ହୋଇଥିଲା। ସରକାର ମଧ୍ୟ ସମବେଦନା ସଂପନ୍ନ ହୋଇ ଚାଷୀଙ୍କୁ ଇନ୍ ପୁଟ ସବ୍ ସିଡି ଠାରୁ ଆରମ୍ଭ କରି ରବି ଚାଷ ପାଇଁ ଡାଲି, ତୈଳବୀଜର ସହାୟତା କଲେ। ବିଭିନ୍ନ ସଂସ୍ଥା ଦ୍ୱାରା ହାରାହାରି ଉତ୍ପାଦନର ରିପୋର୍ଟ | |||||||||||||||||||||||||||
| Read More >> | |||||||||||||||||||||||||||
| ଆଇପିଏସ୍ ଙ୍କୁ ପଦୋନ୍ନତି - ଦେବାଶିଷ ପାଣିଗ୍ରାହୀଙ୍କୁ ଏଡିଜି ପାହ୍ୟା | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ଭାରତୀୟ ଚାଟାର୍ଡ ଏକାଉଣ୍ଟାଣ୍ଟ ପ୍ରତିଷ୍ଠାନର କେନ୍ଦ୍ରୀୟ ପରିଷଦକୁ ଓଡିଆ ଯୁବକ ରାଜେଶ ଶର୍ମା ନିର୍ବାଚିତ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ୧୦୦ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ଜାନୁଆରୀ ୧୪ରେ ବିଜେପି ରାଜ୍ୟ ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ଲୁଲୁଙ୍କ ଅଣ୍ଡା ତତ୍ତ୍ୱ ଯୋଗୁଁ ପୁରୀରେ ଅଣ୍ଡା ଦରବୃଦ୍ଧି: ଅଣ୍ଡା ମିଳୁନି! | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ଜାନୁଆରୀ ୧୫ ତାରିଖଠାରୁ ସାରା ରାଜ୍ୟରେ ୧ ମାସ ବ୍ୟାପୀ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ଆୟକର ଆଦାୟ ଓ ପୈଠ ସମ୍ବନ୍ଧିତ କର୍ମଶାଳା ଅନୁଷ୍ଠିତ: କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥାମାନଙ୍କ ମଧରେ ସମନ୍ବୟକୁ ଅଧକ ସକ୍ରିୟ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ବର୍ଗୀକରଣ ହେବେ ରାଜ୍ୟର ସମସ୍ତ ଆଇଟିଆଇ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ସମୀକ୍ଷା ବୈଠକ : ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରୀ ଚାକିରୀରେ ୩ ପ୍ରତିଶତ ସଂରକ୍ଷଣକୁ କଡାକଡି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| କେନ୍ଦ୍ରାପଡାରେ ୧୪ରୁ ୧୬ ଜନସୂଚନା ଅଭିଯାନ କାର୍ଯ୍ୟକ୍ରମ | |||||||||||||||||||||||||||
କଟକ, ୧୨.୧.୧୬ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ୩ଦିନ ଧରି ଜନସୂଚନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ଜାନୁଆରୀ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ଜନସୂଚନା ଅଭିଯାନରେ କେନ୍ଦ୍ | |||||||||||||||||||||||||||
| Read More >> | |||||||||||||||||||||||||||
| ଫେବୃଆରୀ ୨୫ ସୁଦ୍ଧା ରାଜ୍ୟର ୨୯ଟି ଜିଲ୍ଲାରେ ହେବ ଆହାର କେନ୍ଦ୍ର | |||||||||||||||||||||||||||
| |||||||||||||||||||||||||||
Read More >>
ପ୍ରବାସୀ ଓଡିଆଙ୍କ ଖବର
ଜାତୀୟ ଖବର
|