ଖାସ ଖବର ଆପଣଙ୍କ ପାଇଁ

3 views
Skip to first unread message

ଖାସ ଖବର ଆପଣଙ୍କ ପାଇଁ

unread,
Jan 14, 2016, 12:43:45 PM1/14/16
to Odia Pua

ଜାତୀୟ ସ୍ତରର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ମୟୁରଭଞ୍ଜ ଜିଲ୍ଲାର ଦୁଇ ପ୍ରତିଯୋଗୀ

ବାରିପଦା, ୧୪ ଜାନୁଆରୀ (ଓଡ଼ିଆ ପୁଅ) - ଆସନ୍ତା ଫେବୃୟାରୀମାସ ୫ରୁ ୮ ତାରିଖ ପର୍ଯ୍ୟନ୍ତ ତେଲେଙ୍ଗାନା ରାଜ୍ୟର ଖମାମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସୁନ୍ତର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ଜଣ ପ୍ରତିଯୋଗୀ ନିତେଶ କୁମାର ବାରିକ ଓ ସତ୍ୟରଂଜନ ପଣ୍ଡା ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ରାଜ୍ୟ ବଡ଼ି ବିଲଡ଼ିଂ ଏସୋସିଏସନ୍ ତରଫରୁ ମ�

Read More >>
ରାସନ୍ କାର୍ଡ ଦୁର୍ନୀତିକୁ ଜନ ଆନ୍ଦୋଳନରେ ପରିଣତ କରିବ ବିଜେପି : ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୪ ଜାନୁଆରୀ (ଓଡ଼ିଆ ପୁଅ) : ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ୍ କୁ ଉଲ୍ଲଂଘନ କରି ଖାଦ୍ୟ ସାମଗ୍ରୀକୁ ହରିଲୁଟ୍ କରାଯାଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ରାସାୟନିକ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଏହା ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରାଯିବ। ଜନ ଆନ୍ଦୋଳନ ମାଧ୍ୟମରେ ଏହା କରାଯିବ ବ

Read More >>
ହୀରାକୁଦ ଥାନାରେ ନାବାଳକକୁ ନିର୍ଯାତନା ଘଟଣା - ଥାନା ଅଧିକାରୀଙ୍କ ସମେତ ୨ କନେଷ୍ଟବଳ ନିଲମ୍ବିତ, ହୋମଗାର୍ଡ଼ ବହିଷ୍କୃତ

ସମ୍ବଲପୁର, ୧୪ ଜାନୁଆରୀ (ଓଡ଼ିଆ ପୁଅ) - ଥାନା ଭିତରେ ଜଣେ ୧୭ ବର୍ଷିୟ ନାବାଳକକୁ ତଦନ୍ତ ନାମରେ ନିର୍ଯାତନା ଦେବ। ହୀରାକୁଦ ପୋଲିସକୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ହୀରାକୁଦ ଏସଡିପିଓଙ୍କ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଗୁରୁବାର ମଧ୍ୟାହ୍ନରେ ଏସ୍ .ପି ଦୁଇଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିବା ସହ ହୋମଗାର୍ଡ଼ଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ। ଏଥିସହିତ ହୀର

Read More >>
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ଜୟପୁର, ୧୪ ଜାନୁଆରୀ(ଓଡ଼ିଆ ପୁଅ) : କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ଶିଙ୍ଗିବନ୍ଧ ଗ୍ରାମରେ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରି ଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଗତ ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ସ୍ୱାମୀ ସନା ପେଣ୍ଠିଆ(୬୫) ଏକ ଟାଙ୍ଗିଆ ଦ୍ୱାରା ସ୍ତ୍ରୀ ନିଳା ପେଣ୍ଡିଆ(୬୦)କୁ ହତ୍ୟା କରିଥିବା ଅଭିଯୋଗ ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି �

Read More >>
ମାନସିକ ବିକୃତ ଯୁବତୀ ସହ ଗଣ ଦୁଷ୍କର୍ମ ଅଭିଯୋଗ - ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର, ୧୪ ଜାନୁଆରୀ(ଓଡ଼ିଆ ପୁଅ) : ଜଣେ ମାନସିକ ବିକୃତ ଯୁବତୀ ସହ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ହାଟପଡ଼ିଆରୁ ଆଜି ସକାଳେ ଗୁରୁତର ଅବସ୍ଥାରେ ଜଣେ ଯୁବତୀକୁ ଉଦ୍ଧାର କରିଥିଲା ହରିଚନ୍ଦନପୁର ପୁଲିସ। ତାକୁ ପ୍ରଥମେ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତ�

Read More >>
ଦାମୋଦର ଯାତ୍ରା ନିମନ୍ତେ ପୌରପରିଷଦର ପ୍ରସ୍ତୁତି ଶେଷ

ବାରିପଦା, ୧୪ ଜାନୁଆରୀ (ଓଡ଼ିଆ ପୁଅ) : ଆଦିବାସୀ(ସାନ୍ତାଳ) ସମ୍ପ୍ରଦାୟର ସାମୁହିକ ଅସ୍ଥି ବିସର୍ଜନ ଦାମୋଦର ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ଏହା ଜାନୁଆରୀ ୧୭ ଓ ୧୮ ତାରିଖ ଦୁଇଦିନ ବାରିପଦା ସହରର ଉପକଣ୍ଠ ବଳଙ୍ଗ, ଜରାଳୀ ଓ ସରାଳି ନଦୀର ସଙ୍ଗମ ସ୍ଥଳି ବାରୁଣୀ ନିକଟରେ ପ୍ରତ୍ୟେକବର୍ଷ ପରି ଅନୁଷ୍ଠିତ ହେବାକୁ ଯାଉଛିଏହି ଯାତ୍ରା। ଜାନୁଆରୀ ୧୭ ତାରିଖ

Read More >>
ବ୍ରହ୍ମପୁରରେ ଖୋଲିଲା ମାନବାଧିକାର କୋର୍ଟ

ବ୍ରହ୍ମପୁର ,୧୪ ଜାନୁଆରୀ (ଓଡ଼ିଆ ପୁଅ)-ଗୁରୁବାର ବ୍ରହ୍ମପୁରରେ ମାନବାଧିକାର କୋର୍ଟ ର ପ୍ରତିଷ୍ଠା କରାଯାଇଛି। ଏଠାରେ ମାନବ ଅଧିକାର କ୍ଷୁର୍ଣ୍ଣ ସମ୍ପର୍କିତ ମାମଲା ର ଶୁଣାଣି କରାଯିବ। ପୂର୍ବରୁ ସେହି ମାମଲା ଗୁଡିକର ବିଚାର ହାଇକୋର୍ଟରେ କରାଯାଉଥିଲା। ଗଂଜାମ ଜିଲ୍ଲା ଦୌରା ଜଜ୍ ଙ୍କୁ ଏହି ମାମଲା ଗୁଡିକର ଶୁଣାଣି ପାଇଁ ସ୍ୱତନ୍ତ୍ର ଜଜ୍ ଭାବେ ଅବସ୍ଥାପିତ କର�

Read More >>
ଦୁର୍ଦ୍ଦାନ୍ତ ଅପରାଧୀ ନଣ୍ଡା ଗିରଫ

ଭୁବନେଶ୍ୱର, ୧୪ ଜାନୁଆରୀ (ଓଡ଼ିଆ ପୁଅ)- ଘରେ ପଶି ଡକାୟତି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ନଣ୍ଡା ଓରଫ ନିରଞ୍ଜନ ସ୍ୱାଇଁକୁ ଗୁରୁବାର କମିଶନରେଟ୍ ପୋଲିସ ଗିରଫ କରିଛି। ପୋଲିସ ତା' ନିକଟରୁ ୧୭୨ ଗ୍ରାମ ସୁନା, ୧୫୦ ଗ୍ରାମ ରୂପା ଓ ଏକ ମାରଣାସ୍ତ୍ର ଜବତ କରିଛି। ଦୀର୍ଘ ୧୫ ବର୍ଷ ଧରି ସେ ଏପରି ୫୦ରୁ ଅଧିକ ଅପରାଧିକ କାର୍ଯ୍ୟରେ ଜଡିତ ଥିଲା।୨୦୧୫ ମସିହାରେ ନୟାପଲ୍ଲୀ, ଧ�

Read More >>
କଟକ ମେୟର ର୍ନିବାଚନ ମାମଲା: ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

ଭୁବନେଶ୍ୱର, ୧୪ ଜାନୁଆରୀ (ଓଡ଼ିଆ ପୁଅ)- କଟକ ମେୟର ର୍ନିବାଚନ ମାମଲାରେ ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨୧ନମ୍ବର ଓ୍ୱାର୍ଡ କର୍ପୋରେଟର ର୍ନିବାଚନ କରାଇବା ନେଇ କରାଯାଇଥିବା ଆବେଦନର ଶୁଣାଣି କରି ଗୁରୁବାର ହାଇକୋର୍ଟ ଏହି ରାୟ ଦେଇଛନ୍ତି। ତେବେ ହାଇକୋର୍ଟ କୌ

Read More >>
ଚିଲିକାକୁ ସୁରକ୍ଷା ଦେବାକୁ ମତ୍ସଜୀବୀ ମହାଂସଘର ଦାବି

ଭୁବନେଶ୍ୱର , ୧୪ ଜାନୁଆରୀ (ଓଡ଼ିଆ ପୁଅ)-ଚିଲିକା ମତ୍ସଜୀବୀ ମହାସଂଘ ପକ୍ଷରୁ ମା କାଳିଜାଈଙ୍କ ପୀଠରେ ଯଜ୍ଞ କରାଯାଏ। ଏଥିପାଇଁ ସଂଘ ପକ୍ଷରୁ କାହାରିକୁ ଠିକା ଦିଆଯାଏ ନାହିଁ। ଯେଉଁମାନେ ସଂଘ ନାମରେ ଅପପ୍ରଚାର କରି ଯଜ୍ଞର ଆୟୋଜନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସ୍ୱରୂପ ସେମାନଙ୍କ ନାମରେ ୪୨୦ ଧାରାରେ ମାମଲା ରୁଜୁ କରାଯାଉ ବୋଲି ଚି�

Read More >>
କଟକ:ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ମାଈ ହାତୀ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର , ୧୪ ଜାନୁଆରୀ (ଓଡ଼ିଆ ପୁଅ)-କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ବୁଧବାର ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ହାତୀଟିର ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଦୀର୍ଘ ଦିନ ଧରି ହାତୀଟି ଅସୁସ୍ଥ ଥିବା ବେଳେ ତା'ର ଚିକିତ୍ସା ଜାରି ରହିଥିଲା। ଗତକାଲି ବାଲିକିଆରୀ ସଂରକ୍ଷିତ ଜଙ୍ଗଲରେ ଏହି ମାଈ ହା�

Read More >>
ବିଜେଡି ର କର୍ମୀ ସମ୍ମିଳନୀ ଆସନ୍ତାକାଲି

ଭୁବନେଶ୍ୱର , ୧୪ ଜାନୁଆରୀ(ଓଡ଼ିଆ ପୁଅ)-ଆସନ୍ତାକାଲି ବିଜେଡିର କର୍ମୀ ସମ୍ମିଳନୀ। ଏହି ସମ୍ମିଳନୀ ଏକ ମାସ ପର୍ଯ୍ୟନ୍ତ ଚାଲିବ। ତୃଣମୂଳ ସ୍ତରରେ ଏହି କର୍ମୀ ସମ୍ମିଳନୀ କରାଯିବ। ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିବା , ରାସନକାର୍ଡ ଅନିୟମିତତା ଘଟଣାରେ ଛବି ସୁଧାରିବାକୁ ବିଜେଡି ପକ୍ଷରୁ ଏହି ପ୍ରୟା�

Read More >>
କମିଶନରେଟ ପୋଲିସର ଅଷ୍ଟମ ରେଜିଂ ଡେ' ଅନୁଷ୍ଠିତ - ଅପରାଧ ରୋକିବା ପାଇଁ ପୋଲିସ୍ ଅଧିକାରୀମାନେ ଯତ୍ନଶୀଳ ହୁଅନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର , ୧୪ ଜାନୁଆରୀ(ଓଡ଼ିଆ ପୁଅ)- ସହରାଞ୍ଚଳରେ ଅପରାଧ ନିରାକରଣ ଏକ ମୁଖ୍ୟ କାର୍ଯ୍ୟ। ଏ ଦିଗରେ କମିଶନରେଟ ପୋଲିସ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପ୍ରତି ପୋଲିସ୍ ଥାନା ଅଂଚଳରେ ଆବାସିକ ସୁରକ୍ଷା କମିଟି ଗଠନ କରାଯାଇଛି। ଏହି କମିଟିରେ ସାମିଲ ହେବାର ଆବଶ୍ୟକତା ରହିଛି। ସହରାଂଚଳରେ ଘଟୁଥିବା ସଂଗଠିତ ଅପରାଧ , ଟ�

Read More >>
ହୀରାକୁଦ ଥାନାରେ ନାବାଳକକୁ ମାଡ ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର , ୧୪ ଜାନୁଆରୀ(ଓଡ଼ିଆ ପୁଅ)-ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନାରେ ନାବାଳକକୁ ପୋଲିସର ଅମାନୁଷିକ ର୍ନିଯାତନା ଅଭିଯୋଗ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଗୁରୁବାର ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି। ଏହାସହ ଡିଆଇଜି ଏବଂ ଏସପିଙ୍କୁ ୭ଦିନ ଭିତରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏସପି ଅଖିଳେଶ୍ୱର ସିଂହଙ୍�

Read More >>
କଳିଙ୍ଗ ଷ୍ଟାଡିୟମ୍ ସିନ୍ଥେଟିକ୍ ଟ୍ରାକ୍ ନଷ୍ଟ କରିଥିବା ସ୍କୁଲ ଦେଲା ୫ ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର, ୧୪ ଜାନୁଆରୀ (ଓଡ଼ିଆ ପୁଅ)- କଳିଙ୍ଗ ଷ୍ଟାଡିୟମ ରେ ଥିବା ଆଥ୍ ଲେଟିକ୍ ଓ ସିନ୍ଥେଟିକ୍ ଟ୍ରାକ୍ ଖୋଳିବା ପ୍ରସଙ୍ଗରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ୫ଲକ୍ଷ ଟଙ୍କା କ୍ରୀଡ଼ାବିଭାଗ ପକ୍ଷରୁ ଜୋରିମାନା କରାଯାଇଛି। ଏ ସଂପର୍କରେ ସୂଚନା ଦେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ବାର୍ଷିକ ଉତ୍ସବ କରିବାକୁ ସଂପୃକ୍ତ ସ୍କୁଲ କଳିଙ୍ଗ ଷ୍ଟ�

Read More >>
ଶିକ୍ଷକରୁ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର, ୧୪ ଜାନୁଆରୀ-ନୂଆ ନୂଆ ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହୋଇଥିବା ବସନ୍ତ ପଣ୍ଡାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ଶିକ୍ଷକତାରୁ। ଏହାପରେ କୃଷକ ମାନଙ୍କର ସମସ୍ୟାକୁ ନେଇ ବହୁବାର ଆନ୍ଦୋଳନରେ ସାମିଲ ହେ।ଇଥିଲେ। ତେବେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ବିଶ୍ୱହିନ୍ଦୁ ପର

Read More >>
ବସନ୍ତ ପଣ୍ଡା ହେଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର, ୧୪ ଜାନୁଆରୀ- ବିଜେପି ବିଧାୟକ ଦଳର ନେତା ଶ୍ରୀ ବସନ୍ତ ପଣ୍ଡା ସଂପୃକ୍ତ ଦଳର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଦିନ ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ପଣ୍ଡା ମନୋନୟନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ �

Read More >>
ଜାତୀୟ ଯୁବ ଦିବସ ପାଳିତ : ୩୦୦ ଯୁବକଯୁବତୀ ଯୋଗ ଦେଲେ

ପୁରୀ, ୧୪ ଜାନୁଆରୀ (ଓଡ଼ିଆ ପୁଅ)- ସ୍ଥାନୀୟୟୁଥ୍ ହଷ୍ଟେଲଠାରେ ଜାତୀୟ ଯୁବ ଦିବସ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବକେନ୍ଦ୍ର ପୁରୀ ଓ ଦୁହିତା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଦିଗମ୍ବର ବେହେରା ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର ନାଥ ସେନାପତି ଯୋଗଦେଇ ଥିବାବେଳେ ଅତିଥି ଭାବେ ଅ

Read More >>


ଓଡ଼ିଶା ଖବର

ମାର୍ଚ୍ଚ ୫ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀରେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ବାଜିରାଉତ ସେତୁ !

ଭୁବନ, ୧୪ ଜାନୁଆରୀ(ଓଡ଼ିଆ ପୁଅ)- ବିଶ୍ୱର ସର୍ବକନିଷ୍ଠ ସହିଦ୍ ବୀର ବାଜି ରାଉତଙ୍କ ନାମରେ ନିର୍ମାଣାଧୀନ ସେତୁ ଆସନ୍ତା ମାର୍ଚ୍ଚ ମାସ ୫ ତାରିଖ ଓଡିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ଅକେଫ�

Read More >>
ନିରାଂଚଳ ରାଷ୍ଟ୍ରୀୟ ଜଳ ବିଭାଜିକା ପ୍ରକଳ୍ପ ଲାଗି ବିଶ୍ୱ ବ୍ୟାଙ୍କ ସହ ରାଜିନାମା ଓଡିଶା ସମେତ ନଅ ରାଜ୍ୟକୁ ମିଳିବ ଅଧିକ ଫାଇଦା

ନୂଆଦିଲ୍ଲୀ, ୧୪.୦୧.୨୦୧୬ (ଓଡ଼ିଆ ପୁଅ): ନବଗଠିତ ନିରାଂଚଳ ରାଷ୍ଟ୍ରୀୟ ଜଳ ବିଭାଜିକା ପ୍ରକଳ୍ପ ନିମନ୍ତେ ବିଶ୍ୱ ବ୍ୟାଙ୍କ ଋଣ ସହାୟତା ଯୋଗାଇଦେବ। ଏଥିଲାଗି ଗୁରୁବାର ନୂଆଦିଲ୍ଲୀଠାରେ ଭାରତ ସରକାର ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଅନୁଯାୟୀ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ୬ ବର୍ଷ ପାଇଁ ବିଶ୍ୱ ବ୍ୟାଙ୍କ ନୂତ

Read More >>
ଚିନି ଶିଳ୍ପମାନଙ୍କର ବକେୟା ଦେୟ ପରିମାଣ ୨୧ ହଜାର କୋଟି ରୁ ୨୭ ଶହ କୋଟି ଟଙ୍କାକୁ ହ୍ରାସ: ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ

ନୂଆଦିଲ୍ଲୀ, ୧୪.୦୧.୨୦୧୬ (ଓଡ଼ିଆ ପୁଅ): ଦେଶରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ଚିନି ଶିଳ୍ପର ଯୋଗଦାନ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ଚଳିତ ଚିନି ଋତୁରେ ଚିନି କଳମାନେ ତୈଳ ବିପଣନ କମ୍ପାନୀଗୁଡିକୁ ୬.୮୨ କୋଟି ଲିଟର ଇଥାନଲ ଯୋଗାଇ ଦେଇଛନ୍ତି। ପୂର୍ବ ବର୍ଷ ଏହି ପରିମାଣ ମାତ୍ର ୧.୯୨ କୋଟି ଲି�

Read More >>
ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ବାର୍ଷିକୋତ୍ସବ

ନୟାଗଡ଼,୧୪।୧(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଧର ଖୁଣ୍ଟିଆଙ୍କ ପୌରହିତ୍ୟରେ ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦ�

Read More >>
ଅଧ୍ୟାପକ ପଦବୀ ନିମନ୍ତେ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର, ୧୪/୦୧/୨୦୧୬ (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟ ପ୍ରବରଣ ବୋର୍ଡ ଦ୍ୱାରା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ବିଭିନ୍ନ ବିଭାଗର ୧୬୨୫ଟି ଅଧ୍ୟାପକ ପଦବୀ ନିମନ୍ତେ ଅନ୍ ଲାଇନ୍ ଆବେଦନ ପତ୍ର ଜାନୁଆରୀ ୧୫ ଠାରୁ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯାଉଛି। ଆଶାୟୀ ପ

Read More >>
ହିରାକୁଦ ଥାନା ଆଇ.ଆଇ.ସି ନିଲମ୍ବିତ

ସମ୍ବଲପୁର ୧୪-୧ (ଓଡ଼ିଆ ପୁଅ) ହିରାକୁଦ ଥାନା ଭିତରେ ଶ୍ରୀନାଥ ସହିସ ନାମକ ଏକ ନାବାଳକକୁ ବେଆଇନ ଭାବେ ଅଟକ ରଖି ତା ପ୍ରତି ବଳପ୍ରୟୋଗ, ଦୁର୍ବବହାର ପ୍ରଦର୍ଶନ ଏବଂ କର୍ତ୍ତବ୍ୟରେ ଅବହେଳା କରିବା ସଂଗେ ସଂଗେ ଏକ ଧର୍ତ୍ତବ୍ୟ ଅପରାଧକୁ ଚପାଇଥବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ହିରାକୁଦ ଥାନା ଆଇ.ଆଇ.ସି ସାବିତ୍ରୀ ବଳଙ୍କୁ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶ�

Read More >>
ପଂଚାୟତିରାଜ ସଶକ୍ତିକରଣ କାର୍ଯ୍ୟକ୍ରମର ରାଜ୍ୟ କାର୍ଯ୍ୟନିର୍ବାହୀ ବୈଠକ : ରାଜ୍ୟ ସରକାର ଓ ପଂଚାୟତର ମିଳିତ ପାଣ୍ଠିରେ ପାନୀୟ ଜଳ ପ୍ରକଳ୍ପ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୂବନେଶ୍ୱର ୧୪-୧-୧୬ (ଓଡ଼ିଆ ପୁଅ) ପଂଚାୟତିରାଜ ସଶକ୍ତିକରଣ ଅଭିଯାନର ରାଜ୍ୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ପଂଚାୟତିରାଜ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଏବଂ ତତ୍ ସମ୍ବନ୍ଧିତ ବିଷୟମାନ

Read More >>
ନିୟମିତ କ୍ଷେତ୍ର ପରିଦର୍ଶନ ଓ ତଦାରଖ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର ୧୪/୦୧ (ଓଡ଼ିଆ ପୁଅ) ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ମୋଟ ୮,୬୫,୯୧୭ ଗୃହ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪,୭୮,୦୯୭ ଗୃହ ନିର୍ମାଣ ଶେଷ ହୋଇଛି ଓ ବାକି ଗୃହର ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି। ଦୈନିକ ପ୍ରାୟ ୧୬୬୦ ଗୃହ ନିର୍ମାଣ ଶେଷ ହେଉଥିବା ଜଣାପଡିଛି। ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାକୁ ତ୍ୱରାନ୍ୱିତ କରିବା ସହ ଧାର�

Read More >>
ନାବାଳିକାକୁ ବଳାତ୍କାର ଏବଂ ତାକୁ ମାରିବାକୁ ଧମକର ଶୁଣାଣିକରି ଅପରାଧିକୁ 10 ବର୍ଷ କାରାଦଣ୍ଡାଦେଶ ଏବଂ 50,000 ଜରିମାନା

ପାରଳାଖେମୁଣ୍ଡି ୧୪-୧ (ଓଡ଼ିଆ ପୁଅ) ୨୮ ଜୁନ 2013 ମସିହାରେ ଗଜପତି ଜିଲ୍ଲାର ମହାନା ଥାନା ଅନ୍ତର୍ଗତ ଶିକୁଳି ପଦର ଗ୍ରାମର ଭୀମ ପ୍ରଧାନ, ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିବା ଜଣେ ନାବାଳିକାକୁ ବଳାତ୍କାର କରିବା ପରେ ନାବାଳିକାକୁ ମାରିବାକୁ ଧମକ ଦେଇଥିଲା। ଏହି ଅପରାଧର ଶୁଣାଣି କରି ନ୍ୟାୟମୂର୍ତ୍ତି ଗୋକୁଳ ଚନ୍ଦ୍ର ପଟ୍ଟନାୟକ ଅପରାଧିକୁ 10 ବ

Read More >>
ଓଡ଼ିଶାରେ ନିର୍ମାଣ ହେବ ଆନ୍ତର୍ଜାତିକ ସ୍ତରର କ୍ରୀଡା ଭିତ୍ତିଭୂମି ଅଗଷ୍ଟ ସୁଦ୍ଧା ୧୦୦ ମିନି ଷ୍ଟାଡିଅମ ନିର୍ମାଣ ସଂପୂର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର, ତା.୧୪.୧.୧୬ (ଓଡ଼ିଆ ପୁଅ) ଓଡ଼ିଶାରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରିବାପାଇଁ ନିର୍ମାଣ ହେବ ବିଶ୍ବସ୍ତରୀୟ କ୍ରୀଡା ଭିଭିଭୂମି। ଏଥିପାଇଁ ଆବଶ୍ୟକ Bue print ପ୍ରସ୍ତୁତ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ରୀଡା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସ�

Read More >>
ବସନ୍ତ ପଣ୍ଡା ରାଜ୍ୟ ବିଜେପି ଦଳର ନୂଆ ରାଜ୍ୟ ସଭାପତି

ଭୁବନେଶ୍ୱର, ୧୪ ଜାନୁଆରୀ- ବିଜେପି ବିଧାୟକ ଦଳର ନେତା ଶ୍ରୀ ବସନ୍ତ ପଣ୍ଡା ସଂପୃକ୍ତ ଦଳର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଦିନ ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ପଣ୍ଡା ମନୋନୟନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରିନ

Read More >>


ଓଡ଼ିଶା ଖବର

ନାବାଳିକା ଅପହରଣ ମାମଲାର ଶୁଣାଣି - ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଦୋଷୀ ସାବ୍ୟସ୍ତ, - ୩ବର୍ଷ ସଶ୍ରମ କାରାଦଣ୍ଡ ଓ ୫ହଜାର ଟଙ୍କା ଜରିମାନା

ବାରିପଦା, ୧୪ ଜାନୁଆରୀ (ଓଡ଼ିଆ ପୁଅ) : ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ୧୪.୦୧.୨୦୧୬ ତାରିଖ ବୁଧବାର ଏକ ନାବାଳିକା ଅପହରଣ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ଘାଗରବେଢ଼ା ଥାନା ଅନ୍ତର୍ଗତ ଧନ୍ୟତ୍ରି ଗ୍ରାମର ବେଙ୍ଗଲି ହୋ ଓରଫ ପୂର୍ତ୍ତି ଓ ସହଯୋଗି ଅଜିତ କୁମାର ଗିରିଙ୍କୁ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୩୬୩, ୩୪ ରେ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ୩ବର୍ଷ ସ

Read More >>
ଭିଜିଲାନ୍ସ ଜାଲରେ ଲାଞ୍ଚଖୋର କୁଳିଅଣା ବ୍ଲକ ଆକାଉଣ୍ଟାଣ୍ଟ ମ୍ୟାନେଜର

ବାରିପଦା, ୧୪ ଜାନୁଆରୀ (ଓଡ଼ିଆ ପୁଅ) : ବାରିପଦା ଭିଜିଲାନ୍ସୟୁନିଟ୍ ଟ୍ରାପରେ ୧୪.୦୧.୨୦୧୬ତାରିଖ ବୁଧବାର ପୂର୍ବାହ୍ନରେ କୁଳିଅଣା ଡ଼ାକ୍ତରଖାନାର ଲାଞ୍ଚଖୋର ବ୍ଲକ ଆକାଉଣ୍ଟାଣ୍ଟ ମ୍ୟାନେଜର ଗିରଫ ହୋଇ ଜେଲ୍ ଯାଇଥିବା ଘଟଣାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ହାଟ ବଜାର ସବୁଠି ଚର୍ଚ୍ଚା ଚାଲିଛି। ବାରିପଦା ଭିଜିଲାନ୍ସୟୁନିଟ୍ ଡ଼ିଏସ୍ ପି ସଞ୍ଜୟ କୁମାର ଦାସ ମହାପାତ୍�

Read More >>


ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ସହ କୋରିଆର ସିଇଓମାନଙ୍କ ସାକ୍ଷାତ

ନୂଆଦିଲ୍ଲୀ, ୧୪.୦୧.୨୦୧୬ (ଓଡ଼ିଆ ପୁଅ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀଠାରେ ଗୁରୁବାର ଦିନ କୋରିଆ ଗଣତନ୍ତ୍ରର ବିଭିନ୍ନ ଶିଳ୍ପୋଦ୍ୟୋଗର ବରିଷ୍ଠ ସି.ଇ.ଓ ମାନେ ସାକ୍ଷାତ କରିଥିଲେ। ସେମାନେ ବର୍ତମାନ ନୂଆଦିଲ୍ଲୀଠାରେ ଭାରତ-କୋରିଆ ବ୍ୟବସାୟିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିଛନ୍ତି�

Read More >>
ପ୍ରଧାନମନ୍ତ୍ରୀ ବିଭିନ୍ନ ପର୍ବ ପର୍ବାଣୀ ଅବସରରେ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ, ୧୪.୦୧.୨୦୧୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବେ ଦେଶର ବିଭିନ୍ନ ସ୍ଥାନରେ ପର୍ବ ପର୍ବାଣୀ ପାଳନ ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଟ୍ୱିଟ ଗୁଡିକରେ ପ୍ରଧାନମନ୍ତ୍ରୀ ଏହିସବୁ ପର୍ବ ପର୍ବାଣୀ ଆମ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍ତି। “ଭାରତରେ ଆମେ ବିଭ�

Read More >>
ନିରାଂଚଳ ରାଷ୍ଟ୍ରୀୟ ଜଳ ବିଭାଜିକା ପ୍ରକଳ୍ପ ଲାଗି ବିଶ୍ୱ ବ୍ୟାଙ୍କ ସହ ରାଜିନାମା ଓଡିଶା ସମେତ ନଅ ରାଜ୍ୟକୁ ମିଳିବ ଅଧିକ ଫାଇଦା

ନୂଆଦିଲ୍ଲୀ, ୧୪.୦୧.୨୦୧୬ (ଓଡ଼ିଆ ପୁଅ): ନବଗଠିତ ନିରାଂଚଳ ରାଷ୍ଟ୍ରୀୟ ଜଳ ବିଭାଜିକା ପ୍ରକଳ୍ପ ନିମନ୍ତେ ବିଶ୍ୱ ବ୍ୟାଙ୍କ ଋଣ ସହାୟତା ଯୋଗାଇଦେବ। ଏଥିଲାଗି ଗୁରୁବାର ନୂଆଦିଲ୍ଲୀଠାରେ ଭାରତ ସରକାର ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଅନୁଯାୟୀ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ୬ ବର୍ଷ ପାଇଁ ବିଶ୍ୱ ବ୍ୟାଙ୍କ ନୂତ

Read More >>
ଚିନି ଶିଳ୍ପମାନଙ୍କର ବକେୟା ଦେୟ ପରିମାଣ ୨୧ ହଜାର କୋଟି ରୁ ୨୭ ଶହ କୋଟି ଟଙ୍କାକୁ ହ୍ରାସ: ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ

ନୂଆଦିଲ୍ଲୀ, ୧୪.୦୧.୨୦୧୬ (ଓଡ଼ିଆ ପୁଅ): ଦେଶରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ଚିନି ଶିଳ୍ପର ଯୋଗଦାନ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ଚଳିତ ଚିନି ଋତୁରେ ଚିନି କଳମାନେ ତୈଳ ବିପଣନ କମ୍ପାନୀଗୁଡିକୁ ୬.୮୨ କୋଟି ଲିଟର ଇଥାନଲ ଯୋଗାଇ ଦେଇଛନ୍ତି। ପୂର୍ବ ବର୍ଷ ଏହି ପରିମାଣ ମାତ୍ର ୧.୯୨ କୋଟି ଲି�

Read More >>

ଖାସ ଖବର ଆପଣଙ୍କ ପାଇଁ

unread,
Jan 16, 2016, 11:11:56 PM1/16/16
to Odia Pua

ଖାସ ଖବର ଆପଣଙ୍କ ପାଇଁ


ଓଡ଼ିଶା ଖବର

Reply all
Reply to author
Forward
0 new messages