| ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଯୁକ୍ତ-୩ ପ୍ରଥମ କଟ୍ ଅଫ୍ ଲିଷ୍ଟ ପ୍ରକାଶିତ ଫିଜିକାଲ ସାଇନ୍ସରେ ସର୍ବାଧିକ ୮୩.୨୦%, ବିବିଏରେ ସର୍ବନିମ୍ନ ୬୦.୫୦% |
ସମ୍ବଲପୁର,୨୦ା୭(ଓଡ଼ିଆ
ପୁଅ): ଗତ ଜୁଲାଇ ୧୫ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର
ଆଡ଼ମିଶନ ପାଇଁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶିତ ହୋଇଥିବାବେଳେ ମଙ୍ଗଳବାର ୧୯ ତାରିଖ
ଯୁକ୍ତ-୩ ସମସ୍ତ ସ୍ରୋତ ପାଇଁ ପ୍ରଥମ କଟ ଅଫ୍ ତାଲିକା ପ୍ରକାଶିତ ହୋଇଛି। ବୁଧବାର
ସବିଶେଷ ତାଲିକା ୱେବ ସାଇଟ୍ ରେ ପ୍ରକାଶ�
|
| Read More >> |
| ଡି ବ୍ରଦର୍ସଙ୍କ ଆର୍ଥିକ କାରବାରର ତଦନ୍ତ କରିବ ଇଡି |
ଭୁବନେଶ୍ୱର,
୨୦ ଜୁଲାଇ (ଓଡ଼ିଆ ପୁଅ) - କଳା ଧନ କାରବାରରେ ତଦନ୍ତ କରୁଥିବା ଏସ.ଆଇ.ଟି
ଡିବ୍ରଦର୍ସର ଆର୍ଥିକ କାରବାର) ସମ୍ପର୍କରେ ତଦନ୍ତ କରିବା ପାଇଁ ପ୍ରବର୍ତନ
ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ନିର୍ଦ୍ଦେଶାଳୟ ଖୁବ୍ ଶୀଘ୍ର ଏହି
ତଦନ୍ତ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।
|
| Read More >> |
| କନ୍ଧମାଳ ଗୁଳିକାଣ୍ଡ ଘଟଣାର ଜେରା ପାଇଁ ରାଜ୍ୟ ସରକାରଙ୍କୁ ପୁନିଆଁଙ୍କ ନୋଟିସ୍ |
ଭୁବନେଶ୍ୱର,
୨୦ ଜୁଲାଇ (ଓଡ଼ିଆ ପୁଅ) - କନ୍ଧମାଳ ଜିଲାର ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ
ଗୁମୁଡ଼ୁମାହାଠାରେ ସୁରକ୍ଷା କର୍ମୀ ମାନଙ୍କର ଗୁଳିରେ ଘଟିଥିବା ନିରୀହ ଆଦିବାସୀ
ମାନଙ୍କର ହତ୍ୟାକାଣ୍ଡ ଘଟଣାର ଜେରା କରିବା ପାଇଁ ଜାତୀୟ ଅନୁସୂଚିତ ଜାତିର କମିଶନ
ପି.ଏଲ୍ . ପୁନିଆ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍�
|
| Read More >> |
| ହତ୍ୟାକାଣ୍ଡ ମାମଲାରେ ଉମରକୋଟ ବ୍ଲକ୍ ବିଜେଡ଼ି ସଭାପତି ଗିରଫ |
ଭୁବନେଶ୍ୱର,
୨୦ ଜୁଲାଇ (ଓଡ଼ିଆ ପୁଅ) - ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ର ବିଜେଡ଼ି ସଭାପତି
ଶ୍ରୀ ଦେବୀ ସିଂ ମାଝିଙ୍କୁ ହତ୍ୟାକାଣ୍ଡ ଅଭିଯୋଗରେ ଗିରଫ କରିଛନ୍ତି। ବାଉଁଶବେଡ଼ାରେ
ଘଟିଥିବା ୨ ଜଣଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ଗିରଫ
କରାଯାଇଛି। ଅଭିଯୁକ୍ତ ଶ୍ରୀ ସିଂ ସମ୍ପୃକ୍ତ ବ୍ଲକ୍ ର ସାଂସଦଙ୍କର ପ୍ରତିନିଧି ମଧ୍ୟ
ଥିଲେ। |
| Read More >> |
| ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଆଇଏଏସ ସଂଘ -ଖୁବ ଶୀଘ୍ର ହେବ ଜରୁରୀକାଳୀନ ବୈଠକ |
ଭୁବନେଶ୍ୱର,
୨୦ ଜୁଲାଇ (ଓଡ଼ିଆ ପୁଅ)– ପୁରୀରେ ନିଳାଦ୍ରୀ ବିଜେ ବେଳେ ପୁରୀର ଜିଲ୍ଲାପାଳ ଅରବିନ୍ଦ
ଅଗ୍ରବାଲଙ୍କ ସହିତ ଦୁର୍ବ୍ୟବହାର ମାମଲାରେ ଆଏଏସ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ
କରିଛନ୍ତି। ସଂଘ ଏହି ଘଟଣାକୁ ନିନ୍ଦା କରିବା ସହିତ ଏହି ମାମଲାରେ ସଂପୃକ୍�
|
| Read More >> |
| ଚିଟ୍ ଫଣ୍ଡ ଠକେଇ ମାମଲା -ମା ମଙ୍ଗଳା ସେଭିଂସ୍ ଆଣ୍ଡ କ୍ରେଡିଟ୍ ର ୨ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡ |
ଭୁବନେଶ୍ୱର
୨୦ ଜୁଲାଇ(ଓଡ଼ିଆ ପୁଅ)- ଚିଟ୍ ଫଣ୍ଡ ସଂସ୍ଥା ମା ମଙ୍ଗଳା ସେଭିଂସ୍ ଆଣ୍ଡ କ୍ରେଡିଟ୍ ର
୨ ନିର୍ଦ୍ଦେଶକଙ୍କୁ ଭୁବନେଶ୍ୱର ସିଜେଏମ୍ କୋର୍ଟ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ଦୁଇ ନିର୍ଦ୍ଦେଶକ ହେଲେ ବିନାୟକ ମିଶ୍ର ଏବଂ ଗୀତାଂଜଳୀ ପାଣିଗ୍ରାହୀ। ବିନାୟକଙ୍କୁ
୫ ବର୍ଷ ଜେଲ୍ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ
ଦିଆଯାଇଥିବା |
| Read More >> |
| ଚଳିତ ବର୍ଷ ସସ୍ ପେଣ୍ଡ କରାଯାଇଛି ୩,୨୭୬ ଜଣ ଗାଡି ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ୍ |
ଭୁବନେଶ୍ୱର,
୨୦ ଜୁଲାଇ (ଓଡ଼ିଆ ପୁଅ) – ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ସଘନ ପ୍ରବର୍ତନ ( ଏନ୍
ଫୋର୍ସମେଂଟ୍ ) ପଦକ୍ଷେପ ଫଳରେ ସମୁଦାୟ ୪,୭୯୪ ଟି ମଦ୍ୟପାନ କରି ଗାଡିଚାଳନା କେସ୍
ଧରାଯାଇଛି। ସେଥି ମଧ୍ୟରୁ ଏଯାବତ୍ ୩,୨୭୬ ଜଣ ଗାଡି ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ ସ୍
ସସ୍ ପେଣ୍ଡ କରାଯାଇଛି। ଏ ବାବଦରେ ୫୧.୩୦ ଲକ୍ଷ ଟ�
|
| Read More >> |
| ପ୍ରଧାନମନ୍ତ୍ରୀ
ଫସଲ ବୀମା ଯୋଜନାରେ ପଞ୍ଜିକରଣ ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଂପ୍ରସାରିତ - ଗ୍ରାମ
ସ୍ତରରେ କାର୍ଯ୍ୟକ୍ରମକୁ ଅଧକ ସଘନ କରିବା ନିମନ୍ତେ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ |
ଭୁବନେଶ୍ୱର୨୦
ଜୁଲାଇ (ଓଡ଼ିଆ ପୁଅ)- ଚଳିତ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କୃଷକ
ମାନଙ୍କର ପଞ୍ଜୀକରଣ ସମୟସୀମାକୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି।
ଆଜି ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ
ସଚିବାଳୟଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତି
ନିଆଯାଇଛି। ବୈ |
| Read More >> |
| ଚିଟଫଣ୍ଡ ଠକେଇ ମାମଲା - ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ୍ ଦାଖଲ |
ଭୁବନେଶ୍ୱର
୨୦ ଜୁଲାଇ (ଓଡ଼ିଆ ପୁଅ)- ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ଚିଟଫଣ୍ଡ ସଂସ୍ଥା ବିରୋଧରେ
ସିବିଆଇ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି କମ୍ପାନୀ ମୁଖ୍ୟ ଭି.ସମ୍ପତ୍ ଏବଂ
କମ୍ପାନୀ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି।ଅନ୍ୟପକ୍ଷରେ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ
ସଂସ୍ଥାର ଜମାକାରୀମାନେ ସିବିଆଇ ଅଫିସ ଆଗରେ ଧାରଣା ଦେଇଛନ୍ତି। କମ୍ପାନୀର ସମ୍ପତ୍ତି |
| Read More >> |
| ବର୍ଷାସୋନୀ ଯୌତୁକ ର୍ନିଯାତନା ମାମଲା ରଦ୍ଧ କଲେ ହାଇକୋର୍ଟ |
ଭୁବନେଶ୍ୱର
୨୦ ଜୁଲାଇ (ଓଡ଼ିଆ ପୁଅ)- ବର୍ଷାସୋନୀ ଯୌତୁକ ର୍ନିଯାତନା ମାମଲାକୁ ହାଇକୋର୍ଟ ରଦ୍ଧ
କରିଛନ୍ତି। ପୂର୍ବରୁ ଉଭୟ ରାଜାଶ୍ରୀ ଓ ବର୍ଷାସୋନୀ ବୁଝାମଣା ନେଇ ସତ୍ୟପାଠ ଦାଖଲ
କରିଥିବା ବେଳେ ବୁଧବାର ଦିନ ଉଭୟଙ୍କ ବୁଝାମଣା ଭିତ୍ତିରେ ମାମଲାକୁ ରଦ୍ଧ କରାଗଲା ବୋଲି
ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି। ସୂଚନ�
|
| Read More >> |
| ପରିବାରରେ
ଅଧିକ ଶିଶୁ ଥିବାରୁ ଅପପୁଷ୍ଟି ହୋଇଛି : ମନ୍ତ୍ରୀ ଉଷା ଦେବୀ - ନଗଡା ପରି ଅନ୍ୟ
ସ୍ଥାନ ଚିହ୍ନଟ କରାଯାଇ ପ୍ରତିକାର ବ୍ୟବସ୍ଥା କରାଯିବ : ଏ.ବି. ଓତା |
ଭୁବନେଶ୍ୱର
୨୦ ଜୁଲାଇ (ଓଡ଼ିଆ ପୁଅ)- ଯାଜପୁର ଜିଳ୍ଲାର ନଗଡା ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ
ପରିବାରରେ ୮ରୁ୯ ଛୁଆର ଥିବାରୁ ଅପପୁଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ ଏଠାରେ ଥିବା ୨୪
ପରିବାରରେ ୧୨୨ ଶିଶୁ ଅଛନ୍ତି। ପାହାଡ ଉପରେ ଶିଶୁ ମାନଙ୍କ ପାଇଁ ୨ଟି ମିନି
ଅଙ୍ଗନବାଡି ଖୋଲାଯିବ ବୋଲି ନଗଡା ସ୍ଥିତି ର ସମୀକ
|
| Read More >> |
| ମହାନଦୀ ଉପରେ ମୁଣ୍ଡରେ ଛତିଶଗଡର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ - ଦିଲ୍ଲୀରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ସାଂସଦ |
ଭୁବନେଶ୍ୱର
୨୦ ଜୁଲାଇ (ଓଡ଼ିଆ ପୁଅ)- ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାରଙ୍କ ପକ୍ଷରୁ ପ୍ରକଳ୍ପ
ର୍ନିମାଣର ପ୍ରତିବାଦରେ ବୁଧବାର ଦିନ ବିଜେଡି ସାଂସଦ ମାନେ ସଂସଦ ପରିସରରେ ଥିବା
ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ସେମାନେ ଏହି ପ୍ରସଙ୍ଗକୁ
ସଂସଦରେ ଉଠାଇ ଏହାକୁ ବିରୋଧ କରିଥିଲ
|
| Read More >> |
| ୩ ସନ୍ତାନ ହତ୍ୟା ଘଟଣା, ହତ୍ୟାକାରୀ ମାକୁ କୋର୍ଟଚାଳାଣ |
ନୂଆପଡ଼ା,
୨୦ ଜୁଲାଇ(ଓଡ଼ିଆ ପୁଅ) - ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ କେଶରାଜପୁର ଗ୍ରାମରେ ଏକ
ଆଦିବାସୀ ମହିଳା ନିଜ ୩ ସନ୍ତାନକୁ ପୋଖରୀକୁ ଗାଧୋଇ ନେବା ଆଳରେ ନିଜ ଜମିରେ ଥିବା ଏକ
କୂଅରେ ଗୋଟିଏ ପରେ ଗୋଟିଏ କରି ତିନିଜଣଙ୍କୁ ଠେଲିଦେଇ ହତ୍ୟା କରିଥିବା ଅଭିଯୋଗରେ
ବୋଡେନ ପୋଲିସ ସମ୍ପୃକ୍ତ ଥିବା ହତ୍ୟାକାରୀ ମା’ଙ୍କୁ �
|
| Read More >> |
| ପିପିଲିର ପୂର୍ବତନ ବିଧାୟକ ଅଭିମନ୍ୟୁ ରଣସିଂହଙ୍କ ପରଲୋକରେ କୃଷିମନ୍ତ୍ରୀଙ୍କ ଶୋକ |
ଭୁବନେଶ୍ୱର,
୨୦ ଜୁଲାଇ(ଓଡ଼ିଆ ପୁଅ) - ପିପିଲିର ପୂର୍ବତନ ବିଧାୟକ ଅଭିମନ୍ୟୁ ରଣସିଂହଙ୍କ ପରଲୋକରେ
କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ
ମହାରଥୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପ୍ରଦୀପ
ମହାରଥୀ କହିଛନ୍ତି ଯେ, ପିପିଲିର ପୂର୍ବତ
|
| Read More >> |
| ନବୀନ ସରକାର ଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର - ଡେଙ୍ଗୁ ମହାମାରୀର ରୂପ ନେଇଛି , ରୋଗୀ ଙ୍କୁ ଔଷଧ ମିଳୁନାହିଁ , ଏଥିପାଇଁ ନବୀନ ସରକାର ହିଁ ଦାୟୀ |
କେନ୍ଦୁଝର
,୨୦ ଜୁଲାଇ (ଓଡ଼ିଆ ପୁଅ)-କେନ୍ଦୁଝର ଜିଲ୍ଲା ରେ ଡେଙ୍ଗୁ ପରିସ୍ଥିତି ର ଅନୁଧ୍ୟାନ
କରିବାକୁ ବିରୋଧୀ ଦଳ ନେତା ଦୁଇଦିନିଆ ଗସ୍ତରେ ଆସି ଆଜି ଫେରିଯାଇଛନ୍ତି। ବୁଧବାର ଏକ
ସାମ୍ବାଦିକ ସମ୍ବିଳନୀ ରେ ସେ କେନ୍ଦୁଝର ରେ ଡେଙ୍ଗୁ ଜ୍ୱାର ମହାମାରୀ ର ରୂପ ନେଇଛି ଓ
ରେଗ
|
| Read More >> |
| ନିଶାଦିଆ ଲୁଟେରାଙ୍କ ଟାର୍ଗେଟ୍ ରେ ଭୁବନେଶ୍ୱର ରେଳଯାତ୍ରୀ -୬ମାସରେ ଶିକାର ହୋଇଛନ୍ତି ୩୦ - ଅଚିହ୍ନା ଠାରୁ ନିଅନ୍ତୁନି ଖାଦ୍ୟ ପାନୀୟ |
ଭୁବନେଶ୍ୱର,
୨୦ ଜୁଲାଇ(ଓଡ଼ିଆ ପୁଅ) - ବରଗଡ଼ ଜିଲ୍ଲାର ଜେ. ଈଶ୍ୱର ରାଓଙ୍କୁ ଭୁବନେଶ୍ୱର ପୋଲିସ୍
ଜୁଲାଇ ୯ ତାରିଖରେ ଉଦ୍ଧାର କରି କ୍ୟାପିଟାଲ୍ ହସ୍ ପିଟାଲ୍ ରେ ଭର୍ତ୍ତି କରିଥିଲା।
ଅଚିହ୍ନା ଲୋକ ସହ ହଠାତ୍ ବନ୍ଧୁତା କରି ଅମୁଲ୍ କୁଲ୍ ପାନୀୟ ପିଇବା ପରେ ଈଶ୍ୱର
ସଂଜ୍ଞାହୀନ ହୋଇଥିଲେ। ହସ୍ ପିଟାଲ୍ ରେ ସଜ୍ଞା ପାଇବା �
|
| Read More >> |
| ମହାନଦୀ ପଠାରୁ ଅବରୋଧ ହଟାଅ - ବର୍ଜ୍ୟ ସଫାକର- ଗ୍ରୀନ୍ ଟି୍ରବ୍ୟୁନାଲ୍ |
କଟକ,
୨୦ ଜୁଲାଇ(ଓଡ଼ିଆ ପୁଅ) - ମହାନଦୀ ପଠାକୁ ଅବରୋଧ କରାଯାଉଛି। ନଦୀ ଶଯ୍ୟାରେ ଜମାହୋଇ
ରହୁଛି ବର୍ଜ୍ୟ ଓ ଆବର୍ଜନା ଅବରୋଧ ମୁକ୍ତ ସହ ତୁରନ୍ତ ବର୍ଜ୍ୟ ହଟାଇବା ପାଇଁ ଗ୍ରୀନ୍
ଟ୍ରିବ୍ୟୁନାଲ୍ କୋଲ୍ କତା ରିଜନ୍ କଟକ ମ୍ୟୁନିସିପାଲ୍ କର୍ପୋରେସନ ଓ କଟକ
ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛି।ପରିବେଶବିତ୍ ଡଃ ବିଶ୍ୱ�
|
| Read More >> |
| ସାତଭାୟା ଥଇଥାନ ଯୋଜନାର କଚ୍ଛପ ଗତି -୨ମାସ ମଧ୍ୟରେ ୩୦୦ ଘର ସାରିବାକୁ ଏସ୍ ଆର୍ ସିଙ୍କ ପରାମର୍ଶ |
ଭୁବନେଶ୍ୱର,
୨୦ ଜୁଲାଇ(ଓଡ଼ିଆ ପୁଅ) - ଜଳବାୟୁ ପରିବର୍ତ୍ତନର ପ୍ରଥମ ଶିକାର କେନ୍ଦ୍ରାପଡ଼ା ଜିଲ୍ଲା
ରାଜନଗର ବ୍ଲକ୍ ସାତଭାୟା ଖଣ୍ଡ ଉପରୁ ବିପଦ ହଟିନାହିଁ। ବିଗତ ଏକ ଦଶନ୍ଧି ହେଲା
ସମୁଦ୍ରର ଗର୍ଜନ ଭିତରେ ଆତଙ୍କିତ ଥିବା ଏହି ଭୂଖଣ୍ଡକୁ ଅନ୍ୟତ୍ର ଉଠାଇ ନେଇ ଥଇଥାନ
ପାଇଁ ନିଷ୍ପତ୍ତି ହୋଇଛି କିନ୍ତୁ କାର୍ଯ୍ୟକ୍ରମ କ୍ରୀୟାଶୀଳ ହୋଇପାରୁନି। ବଗପାଟିଆ
ଠାରେ ମାଟି ପ |
| Read More >> |
| ଆମଯୋର ଆଶ୍ରମ ବିଦ୍ୟାଳୟରେ ଏକ ଅନ୍ତେବାସିନୀର ଡାକ୍ତରଖାନାରେ ମୃତ୍ୟୁ |
ଜୟପାଟଣା,
୨୦ ଜୁଲାଇ (ଓଡ଼ିଆ ପୁଅ) - ଜୟପାଟଣା ବ୍ଲକ୍ ଅନ୍ତର୍ଗତ ଆମଯୋଗ ଆଶ୍ରମ ବିଦ୍ୟାଳୟର
ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଅନ୍ତେବାସୀନିର ମ୍ୟାଲେରିଆରେ ଆକ୍ରାନ୍ତ ହୋଇ
ଜୟପାଟଣା ଡାକ୍ତରଖାନାରେ ଚିକିତ୍ସା ପାଉଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା
ଜଣାପଡ଼ିଛି।ସୂଚନାରୁ ପ୍ରକାଶ ଯେ, ନବରଙ୍ଗପୁର ଜିଲ୍ଲାର ଝ�
|
| Read More >> |
| ଜୟପାଟଣା ଅଞ୍ଚଳରେ ମାତିଛି ମ୍ୟାଲେରିଆ - ଜଣେ ମାତ୍ର ଚୁକ୍ତିଭିତିକ ଡାକ୍ତରଙ୍କ ହାତରେ ରୋଗୀଙ୍କ ଭାଗ୍ୟ |
ଜୟପାଟଣା,
୨୦ ଜୁଲାଇ (ଓଡ଼ିଆ ପୁଅ) - ଏକ ଲକ୍ଷ ତିରିଶ ହଜାର ଜନ ସଂଖ୍ୟାକୁ ସାଉଁଟି ରଖିଥିବା
ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଛାଡ଼ି ଦେଲେ ଏବେ
ଜଣେ ମାତ୍ର ଚୁକ୍ତି ଭିତିକ ଡାକ୍ତରଙ୍କ ଉପରେ ରୋଗୀ, ପ୍ରସୂତି, ଆପାତକାଳୀନ, ସଂକ୍ରମଣ
ଓ ଅନ୍ତଃବିଭାଗର ଦାୟିତ୍ୱ ନିର୍ବାହର ଗୁରୁ ଦାୟ�
|
| Read More >> |
| ସମ୍ବଲପୁର
ଶିଶୁ କଲ୍ୟାଣ ସମିତିର ଛାମୁଣ୍ଡା - ଗ୍ରେସ୍ ହୋମ୍ ପରିଦର୍ଶନ - ଭିନ୍ନକ୍ଷମ ଶିଶୁ
ମାନଙ୍କ ପାଇଁ ସ୍ୱତସ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି - ସି.ଡବ୍ଲୁ.ସି. |
ସମ୍ବଲପୁର,
୨୦ ଜୁଲାଇ (ଓଡ଼ିଆ ପୁଅ) - ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟ ବୃନ୍ଦ ଛାମୁଣ୍ଡା
ସ୍ଥିତ (ଜୁଜୁମରା ବ୍ଲକ୍ ) ସାର୍ଥକ ଅନୁଷ୍ଠାନ ଗ୍ରେସ୍ ହୋମ୍ ପରିଦର୍ଶନ କରିଛନ୍ତି।
ଏହି ପରିପ୍ରେକ୍ଷିରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ରାମେଶ୍ୱର ପାଢ଼ୀ,
ସଦସ୍ୟ-ଯୋଗିନ୍ଦ୍ର ପାଟଯୋଶୀ ଓ ସୂର୍ଯ୍ୟ ପାଣିଗ୍ରାହୀ ବାଳାଶ୍ରମର ଅନ୍ତେବାସୀ ଶିଶୁ
ମାନଙ୍କ ସହ ବହୁ ସମୟ ଧର� |
| Read More >> |
| ୬୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ - ମାଉସୀ ଓ ପୁତୁରା ଗିରଫ |
ବାରିପଦା
, ୨୦ ଜୁଲାଇ (ଓଡ଼ିଆ ପୁଅ)- ମୟୂରଭଞ୍ଜ ଅବକାରୀ ବିଭାଗର ଅଚାନକ ଚଢ଼ାଉ ଫଳରେ ବୁଧବାର
୬୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହାସହ ଏହି
ବ୍ୟବସାୟ କରୁଥିବା ମାଉସୀ ଏବଂ ମାଉସୀକୁ ଏହି ବ୍ରାଉନସୁଗାର ଯୋଗାଇ ଦେଉଥିବା ଅଭିଯୋଗରେ
ପୁତରାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅ�
|
| Read More >> |
| ହତ୍ୟାକାରୀ ଯୁବକକୁ ଆଜୀବନ କାରାଦଣ୍ଡ |
ମାଲକାନଗିରି,
୨୦ ଜୁଲାଇ(ଓଡ଼ିଆ ପୁଅ) - ଓର୍କେଲ ଥାନା ଅନ୍ତର୍ଗତ ରାସବେଡ଼ା ପଞ୍ଚାୟତ ବୁଟିଗୁଡ଼ା
କଲୋନୀରେ ୨୩.୨.୨୦୧୪ରେ ହୋଇଥିବା ଏକ ହତ୍ୟାକାଣ୍ଡର ବିଚାର କରି ବୁଧବାର ଦିନ
ମାଲକାନଗିରି ଜିଲ୍ଲା ଜର୍ଜ କୈଳାସ ଚନ୍ଦ୍ର ସ୍ୱାଇଁ ହତ୍ୟାକାଣୀ ଯୁବକ ପଦ୍ମେଶ୍ୱର
ହନ୍ତାଳ(୨୭)କୁ ଆଜୀବନ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା �
|
| Read More >> |
| ଭିନ୍ନକ୍ଷମ ଯୁବତୀଙ୍କୁ ତିନିଦିନ ଏକ ଘରେ ରଖି ବଳାତ୍କାର କରିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ |
ଜଟଣୀ,
୨୦ ଜୁଲାଇ(ଓଡ଼ିଆ ପୁଅ) - ଜଟଣୀ ଥାନା ଅନ୍ତର୍ଗତ ରେତଙ୍ଗ କଲୋନୀ ଅଞ୍ଚଳରେ ଥିବା ଏକ
ନିକାଞ୍ଚନ ଘରେ ଏହି ଥାନା ଅନ୍ତର୍ଗତ ଜନୈକା ଦଳିତ ଭିନ୍ନକ୍ଷମ ଯୁବତୀଙ୍କୁ ବିବାହର
ପ୍ରଲୋଭନ ଦେଖାଇ ତିନିଦିନ ଲଗାତାର ବଳାତ୍କାର କରିଥିବା ଘଟଣାରେ ଅଭିଯୁକ୍ତ ବିଡିଏ
କଲେନୀର ଖୋକନକୁ ପୁଲିସ୍ ଗିରଫ କରିଛି। ସୂଚନାଯୋଗ୍ୟ ଜ�
|
| Read More >> |
| ଆମଯୋର ଆବାସିକ ଆଶ୍ରମ ବିଦ୍ୟାଳୟରେ ମ୍ୟାଲେରିଆରେ ଜଣକର ମୃତ୍ୟୁ -୯ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ |
ମୁଖିଗୁଡ଼ା,
୨୦ ଜୁଲାଇ(ଓଡ଼ିଆ ପୁଅ) - ଜୟପାଟଣା ବ୍ଲକ୍ ଅନ୍ତର୍ଗତ ଆମଯୋର ଆଶ୍ରମ ବିଦ୍ୟାଳୟର ୯ଜଣ
ଛାତ୍ରଛାତ୍ରୀ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବାବେଳେ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କ
ଜୟପାଟଣା ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି। ଆମଯୋର ଆଶ୍ରମ ବିଦ୍ୟାଳୟର ଅନ୍ତେବାସିନୀ ତଥା
୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜୟମଣି ନାଏକ(୧୧)ଙ୍କୁ ଗତ ୧୮ ତାରିଖ ଦିନ ଜ୍ୱର
ହୋଇ� |
| Read More >> |
| ମହିଳାଙ୍କୁ ହତ୍ୟା ଅଭିଯୋଗ |
ବ୍ରହ୍ମପୁର
, ୨୦ ଜୁଲାଇ (ଓଡ଼ିଆ ପୁଅ) - ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ
କାଳିମେଘି ଗାଁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ
ତାଙ୍କ ସ୍ୱାମୀ ହତ୍ୟା କରିଥିବା ଜଣାପଡିଛି। ଏହି ଗ୍ରାମର କୃଷ୍ଣ ସ୍ୱାଇଁ ତାଙ୍କ
ସ୍ତ୍ରୀ ଉତ୍ତମିଙ୍କୁ ପଥରେ ମାରିବା ପରେ ତଣ୍ଟି ଚିପି ହତ�
|
| Read More >> |
| ଜେଲ୍ କୁ ଫେରିଲେ ପୂର୍ବତନ ମେୟର ଶିବ ଶଙ୍କର |
ବ୍ରହ୍ମପୁର
, ୨୦ ଜୁଲାଇ (ଓଡ଼ିଆ ପୁଅ) - ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର
ଦାସ (ପିଣ୍ଟୁ)ବୁଧବାର ଦିନ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଫେରିଛନ୍ତି। ବୁଧବାର ଦିନ
ତାଙ୍କର ୪ ଦିନିଆ ରିମାଣ୍ଡ ଅବଧି ସରିବା ପରେ ପୋଲିସ୍ ତାଙ୍କୁ ବ୍ରହ୍ମପୁର ଏସଡ଼ିଜେଏମ
କୋର୍ଟରେ ହାଜର କରିଥିଲା ଏବଂ ପରେ ଜେଲ୍ କୁ ପ�
|
| Read More >> |
| ଦୁଷ୍କର୍ମ ପରେ ନାବାଳିକା ଗର୍ଭବତୀ - ବିବାହିତ ଯୁବକ ଅଟକ |
ଜୟପୁର,
୨୦ ଜୁଲାଇ (ଓଡ଼ିଆ ପୁଅ) - ଜୟପୁର ମହିଳା ପୋଲିସ ନିକଟରେ ଜଣେ ନାବାଳିକା କୁ
ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗରେ ୬ଟି ସନ୍ତାନର ଜନକ କୁ
ମହିଳା ପୋଲିସ ଅଟକ ରଖିଛି।ପୋଲିସ ସୁତ୍ର ରୁ ପ୍ରକାଶ ଯେ କୋରାପୁଟ ଜିଲ୍ଲା ବୋରିଗୁମ୍ମା
ଥାନା ଅନ୍ତର୍ଗତ ଚାରଗାଁ ଗ୍ରାମର ଜନୈକ ନାବାଳିକା (୧୪) କୁ �
|
| Read More >> |
| ହାତୀ ଆକ୍ରମଣରେ ୨ ମୃତ , ୧ ଗୁରୁତର |
ଚମ୍ପୁଆ
, ୨୦ ଜୁଲାଇ (ଓଡ଼ିଆ ପୁଅ) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଳକ୍ ଅନ୍ତର୍ଗତ ରଜିଆ
ଜଙ୍ଗଲରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ
ହୋଇଛନ୍ତି। ମୃତ ବ୍ୟକ୍ତି ମାନେ ହେଲେ ଦଳିତା ଗ୍ରାମର ପ୍ରେମଚାନ୍ଦ ନାୟକ (୫୫) ଏବଂ
ରଜିଆ ଗ୍ରାମର ବେଣୁଧର ବେହେରା (୩୫)। ସେହିପରି ଏଥିରେ ଗୁରୁତର
|
| Read More >> |
| ଛତିଶଗଡ଼ ସରକାର ରାଜ୍ୟରେ ମହାନଦୀର ପାଣିର ନ୍ୟାୟପୂର୍ଣ୍ଣ ଭାଗିଦାରୀ ପାଇଁ ବଚନବଦ୍ଧ: ଡ. ରମଣ ସିଂ ମୁଖ୍ୟମନ୍ତ୍ରୀ ଛତିଶଗଡ଼ |
ରାୟପୁର
୨୦/୭ (ଓଡ଼ିଆ ପୁଅ) ବୁଧବାରଦିନ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଦ୍ୱାରା
ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକ ଉପରେ ବହୁସଂଖ୍ୟକ ଡ୍ୟାମ ଏବଂ ବ୍ୟାରେଜ ନିର୍ମାଣ
ପ୍ରସଂଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂ ତାଙ୍କର ମନ୍ତବ୍ୟ ରଖିଛନ୍ତି। ସେ
କହିଛନ୍ତିଯେ, ଛତିଶଗଡ଼ ରାଜ୍ୟର ମହାନଦୀ ପାଣିରେ �
|
| Read More >> |
| ଡେଙ୍ଗୁ,
ଡାଇରିଆ ନିୟନ୍ତ୍ରଣ ସମୀକ୍ଷା ସ୍ଵାସ୍ଥ୍ୟ, ଶିଳ୍ପ ଓ ନଗର ଉନ୍ନୟନ ବିଭାଗ ସମନ୍ୱୟ
ରକ୍ଷାକରି ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ
ପରାମର୍ଶ |
ଭୁବନେଶ୍ୱର
୨୦-୭ (ଓଡ଼ିଆ ପୁଅ) ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ
କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ସ୍ଵାସ୍ଥ୍ୟ,
ଶିଳ୍ପ ଓ ନଗର ଉନ୍ନୟନ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ସମସ୍ତ ସହରାଞ୍ଚଳ ଓ
ଶିଳ୍ପଞ୍ଚଳରେ ସ୍ୱଚ୍ଛତା ଅଭି
|
| Read More >> |
| ବିଜୁ ଜନତା ଦଳର ୧୯ଟି ପୂର୍ଣାଙ୍ଗ ଜିଲ୍ଲା କର୍ମକର୍ତ୍ତା କମିଟି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅନୁମୋଦିତ |
ଭୁବନେଶ୍ଵର
୨୦| ୦୭| ୨୦୧୬ (ଓଡ଼ିଆ ପୁଅ) – ଆଜି ରାଜ୍ୟ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ
ବିଜୁ ଜନତା ଦଳର ୧୯ଟି ଜିଲ୍ଲା ସ୍ତରୀୟ ପୂର୍ଣ୍ଣାଙ୍ଗ କର୍ମକର୍ତ୍ତା କମିଟିକୁ ଅନୁମୋଦନ
କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକର ନାମ ହେଲା ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ,
କଟକ, ଦେବଗଡ, ଗଞ୍ଜାମ, ଗଜପତି, ଯାଜପୁର, କେନ୍ଦ୍ରାପଡ�
|
| Read More >> |
|
|