ନିମନ୍ତ୍ରଣ ପତ୍ର
ନିମନ୍ତ୍ରଣ ରକ୍ଷା କରିବାକୁ ବିନିତ ଅନୁରୋଧ
ମହାଶୟ/ମହାଶୟା,
ଆସନ୍ତା ବୁଧବାର ୨୫ ତାରିଖ ସକାଳ 10 ଟା ସମୟରେ ଓଡ଼ିଆ ପୁଅର
ତ୍ରୟୋଦଶ ବୋଇତ
ବନ୍ଦାଣ ଉତ୍ସବ ପ୍ରସ୍ତୁତ
କରିବ "ସମନ୍ବୟ" - ଓଡ଼ିଶା
ଏବଂ ଗୁଜରାଟ ସରକାରଙ୍କର
ମିଳିତ ସହଯୋଗରେ ମିଳିତ
ସାଂସ୍କୃତିକ କାର୍ଯ୍ୟକ୍ରମ
(ପ୍ରଥମ ଥର ପାଇଁ
ଦିଲ୍ଲୀରେ)। ଏହି
ଉତ୍ସବରେ ମାନନୀୟ
କେନ୍ଦ୍ର ତୈଳ
ଓ ପ୍ରାକୃତିକ ବାଷ୍ପ
ମନ୍ତ୍ରୀ ଶ୍ରୀଯୁକ୍ତ
ଧର୍ମେନ୍ଦ୍ର ପ୍ରଧାନ
ମୁଖ୍ୟ ଅତିଥି ଭାବେ
ଯୋଗଦେବେ।
ତେଣୁ ଆମର ବିନିତ
ଅନୁରୋଧ ରକ୍ଷାକରି ବୋଇତ
ବନ୍ଦାଣ ଉତ୍ସବରେ ପରିବାର
ଏବଂ ସାଥିଙ୍କ ସହ
ଯୋଗଦେବା ସହିତ,
ଓଡ଼ିଆ ପୁଅର ତ୍ରୟୋଦଶ
ବୋଇତ ବନ୍ଦାଣ ଉତ୍ସବର
ସଫଳତା ପାଇଁ ଆଶ୍ରୀର୍ବାଦ
ଭିକ୍ଷା କରୁଛୁ।
ଇତି
ଆପଣଙ୍କର ଦର୍ଶନାଭିଳାଷୀ
:
ଶ୍ୟାମସୁନ୍ଦର ସାହୁ
ସଂପାଦକ ଓଡ଼ିଆ ପୁଅ
9899808330/9717683520
କାର୍ଯ୍ୟକ୍ରମ:
ସକାଳ 10 ଟାରୁ ବଂଧୁ
ମିଳନ ଓ ସାଂସ୍କୃତିକ
କାର୍ଯ୍ୟକ୍ରମ
୧ଟାରେ : ପ୍ରସାଦ ସେବନ
(ହବିଷାନ୍ନ ଭୋଜନ)
ନିମନ୍ତ୍ରଣ ପତ୍ର ଯୋଡ଼ାଗଲା