| ନୟାଗଡ଼ ଚିନିକଳ ମାଲିକ କୋର୍ଟକୁ ଆସି ହଟହଟା ହେଲେ |
ନୟାଗଡ଼,୧୨।୧(ଓଡ଼ିଆ ପୁଅ/ରାଜେନ୍ଦ୍ର ସାହୁ): ନୟାଗଡ଼ ଚିନିକଳ ମାଲିକ ତ୍ରୈଲୋକ୍ୟ ମିଶ୍ର ନୟାଗଡ଼ ଏଡିଜେଏମ୍ କୋର୍ଟକୁ ଆସି ଚାଷୀଙ୍କ ଆକ୍ରୋଶର ଶିକାର ହେବା ସହ ହଟହଟା ହେବାକୁ ପଡ଼ିଛି। ଶ୍ରୀମିଶ୍ରଙ୍କୁ କୋର୍ଟ ହାଜର ହେବାପାଇଁ ଚାରିଥର ନୋଟିସ ଦେବାପରେ ମଧ୍ୟ ସେ କୋର୍ଟକୁ ନଆସି ଅବମାନନା କରି ଚାଲିଥିଲେ। ତେବେ କୋର୍ଟ ତାଙ୍କୁ ହାଜର ହେବାପାଇଁ ଶେଷ ସୁଯୋଗ � |
| Read More >> |
| ନୟାଗଡ଼ ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କ ଦେହାନ୍ତ |
ନୟାଗଡ଼,୧୨।୧(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରବିନାରାୟଣ ନନ୍ଦ(୬୦)ଙ୍କ ହୃଦ୍ ଘାତରେ ମୃତ୍ୟୁ ଘଟିଛି। ସେ ମଙ୍ଗଳବାର ମଧ୍ୟାହ୍ନରେ ରଣପୁର ବ୍ଳକ ନରେନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ସେ ତାଙ୍କ ସାଥୀରେ ବ୍ଳକକୁ ଯାଇଥିଲେ। ପ୍ରାର୍ଥୀପତ୍ର ଦାଖଲ ସମୟରେ ସେ ହଠାତ୍ ଛାତିରେ |
| Read More >> |
| ସଡକ ସୁରକ୍ଷା ଓ ଆମର କର୍ତବ୍ୟ |
- ରଞ୍ଜନ କୁମାର ମହାପାତ୍ରଦେଶର ଉନ୍ନତି ଓ ପ୍ରଗତି ସେ ଦେଶର ଗମନାଗମନ ସୁବିଧା ଉପରେ ଅନେକାଂଶରେ ନିର୍ଭର କରେ। ଯେଉଁ ଦେଶର ଗମନାଗମନ ସୁବିଧା ଯେତେ ପ୍ରଶସ୍ତ ସେ ଦେଶ ବାଣିଜ୍ୟ ବ୍ୟବସାୟ ତଥା ଆର୍ଥିକ ଦୃଷ୍ଟିକୋଣରୁ ସେତେ ସୁଦୃଢ଼। ଗମନାଗମନ କ୍ଷେତ୍ରରେ ତିନୋଟି ପଥ ଥିଲାବେଳେ ସଡକପଥ ଯେ ଦେଶର ସଂସ୍କୃତି, ସାହିତ୍ୟ, ଆର୍ଥିକ ଅଭିବୃଦ୍� |
| Read More >> |
| ସହୀଦ୍ ସୁନୀଲ ବେହେରାଙ୍କ ବିୟୋଗରେ ଶୋକ ସଭା |
|
| Read More >> |
| ଚିନ୍ମୟ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ |
ରାୟଗଡ.ତା.୧୨.୦୧(ଓଡ଼ିଆ ପୁଅ/ରାଜେନ୍ଦ୍ର ସାହୁ): ସମାଜର ବିଶାଖପାଟଣା ସଂସ୍କରଣର ପୂର୍ବତନ ପରିଚାଳକ ଚିନ୍ମୟ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ରାୟଗଡ ପ୍ରେସ କ୍ଲବର ସଭାପତି ଶ୍ରୀ ରାଜେଶ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ଉପସଭାପତି, ସାଧାରଣ ସଂପାଦକ, କୋଷାଧ୍ୟକ୍ଷ, ଉପଦେଷ୍ଠା ଓ ଅନ୍ୟା� |
| Read More >> |
| ରାୟଗଡ ଜିଲ୍ଲା ପାଇଁ ନୂତନ ବିଜେପି ସଭାପତି ମନୋନୀତ |
|
| Read More >> |
| ଚତୁର୍ଥ ମନ୍ତ୍ରୀସ୍ତରୀୟ ବୈଠକର ଚଉକସ ନିଷ୍ପତ୍ତି : ୧୯୫୪ ଭାଷାଆଇନର କାର୍ଯ୍ୟକାରିତାପାଇଁ ସଂଶୋଧିତ ଆଇନ ଓ ନିୟମାବଳୀ ପ୍ରସ୍ତୁତି ହେବ |
ଭୁବନେଶ୍ୱର ତା୧୨।୧(ଓଡ଼ିଆ ପୁଅ) ଓଡ଼ିଶା ସରକାରି ଭାଷା ଆଇନ୧୯୫୪ର ବିଧିବଦ୍ଧ କାର୍ଯ୍ୟକାରିତା ଓ ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ନିମନ୍ତେ ଓଡ଼ିଶା ସରକାର ଓ ଓଡ଼ିଆ ଭାଷା ସଂଗ୍ରାମ ସମିତିର ସମ୍ପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଚତୁର୍ଥ ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଭାଷା ଆଇନର କାର୍ଯ୍ୟକାରିତାପାଇଁ ଆବଶ୍ୟକ ନ� |
| Read More >> |
| ପୁରୀ ଜନସ୍ୱାସ୍ଥ୍ୟ ବିଭାଗ ଉପଭୋକ୍ତାଙ୍କୁ ଆର୍ଥିକ ଦଣ୍ଡ : ନୂଆ ସଂଯୋଗ ପାଇଁ ୫ହଜାର ଟଙ୍କା! |
ପୁରୀ, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ପୁରୀ ଜନସ୍ୱାସ୍ଥ୍ୟ ବିଭାଗ(ପିଏଚ୍ ଓ) ସଦାବେଳେ ଗୋଳିଆ, ନାଲିଆ, ପଙ୍କୁଆ, ଜଣ୍ଡିସ୍ ପାଣି ପାଇଁ ଚର୍ଚ୍ଚାରେ ଥିବାବେଳେ ଏବେ ପାଣି ପାଇପ୍ ସଂଯୋଗ ପାଇଁ ୫ହଜାର ଟଙ୍କା ଦିଅ- ଆମେ ସବୁ ବୁଝିବୁ। ଏପରିକି ଷ୍ଟାମ୍ପ କାଗଜ ଦିଅ ଶପଥ ପାଠ ପାଇଁ ୫୦୦ ଦିଅ କହିବା ଯୋଗୁଁ ଉପଭୋକ୍ତାମାନେ ହତାଶ ହେବା ସହ ବିନା ଓକିଲରେ ନକଲି ନୋଟାରୀ ଷ୍ଟ |
| Read More >> |
| ରେସନ୍ ରିଆକ୍ସନ : ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ କଂଗ୍ରେସ ଓ ବିଜେପିର ଶତାଧିକ ସମର୍ଥନ |
|
| Read More >> |
| ଅଯୋଗ୍ୟ କାର୍ଡ଼ଧାରୀଙ୍କ ଚାଲାଖି ଚାଉଳ ନେଉନାହାଁନ୍ତି କିମ୍ବା କାର୍ଡ଼ ଫେରସ୍ତ କରୁନାହାଁନ୍ତି |
କେନ୍ଦ୍ରାପଡ଼ା, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ଖାଦ୍ୟସୁରକ୍ଷା ଆଇନ୍ ଅନୁଯାୟୀ ରାସନ୍ କାର୍ଡ଼ ନେବାପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫ ଲକ୍ଷ ୫୭ ହଜାର ୮୦୯ ଜଣ ଆବେଦନ କରିଥିଲେ। ଯାହାକି ଜିଲ୍ଲା ଲୋକସଂଖ୍ୟା ଠାରୁ ଯଥେଷ୍ଟ ଅଧିକ। ପ୍ରତ୍ୟେକ ପରିବାରରୁ ୪/୬ ଜଣ ଆବେଦନ କରିଥିବା ଜାଣିବା ପରେ ପ୍ରଶାସନ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୫୪ ହଜାର ୮୫୧ଟି ଆ� |
| Read More >> |
| କଲମପୁର ଜୋନ ୨ ଜିଲ୍ଲା ପରିଷଦ ଆସନ ପାଇଁ ବିଭିନ୍ନ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ |
କଲମପୁର, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ଆସନ୍ତା ଫେବୃଆରି ୫ ତାରିଖ ଦିନ କଳାହାଣ୍ଡି ଜିଲ୍ଲା କଲମପୁର ଜୋନ ୨ ଜିଲ୍ଲା ପରିଷଦ ଆସନ ପାଇଁ ହେବାକୁଥିବା ଉପ ନିର୍ବାଚନ ପାଇଁ ସୋମବାର ଦିନ ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଥିବାବେଳେ ମଙ୍ଗଳବାର ଦିନ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ବିଜୁ ଜ� |
| Read More >> |
| ସୁଧ ଖାଇବା ପାଇଁ ନବୀନ ସରକାରର ଛାତ୍ରଛାତ୍ରୀ ମାରଣ ନୀତି - ମରୁଡ଼ିଗ୍ରସ୍ତ ଅଞ୍ଚଳରେ ମଧ୍ୟାହ୍ନ ଭୋଜନ ବନ୍ଦ କରିଛି ରାଜ୍ୟ ସରକାର |
ଭୁବନେଶ୍ୱର, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ଗୋଟିଏ ପଟେ ମରୁଡ଼ି ମୁକାବିଲା ପାଇଁ ଆବଶ୍ୟକ କେନ୍ଦ୍ରୀୟ ଅନୁଦାନ ମିଳୁନଥିବାର ନାରା ଦେଉଥିବା ନବୀନ ସରକାର କେବଳ ସୁଧ ଟଙ୍କା ପାଇବା ଲୋଭରେ ମରୁଡ଼ିଗ୍ରସ୍ତ ଅଞ୍ଚଳର ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ବନ୍ଦ କରିଛି।ସଦ୍ୟତମ ସିଏଜି ରିପୋର୍ଟ ମୁତାବକ, ୨୦୧୧ରୁ ୨୦୧୩, କ୍ରମାଗତ ୩ ବର୍ଷଧରି ରାଜ୍ୟର ମରୁଡ଼ିଗ୍ରସ୍ତ ଅଞ� |
| Read More >> |
| ଦୁର୍ନୀତି ହେଇଛି ମୁଖ୍ୟମନ୍ତ୍ରୀଂକ ବିଭାଗଗୁଡ଼ିକରେ ମୁଖିଆ ହେବାର ଯୋଗ୍ୟତା: ବିଜେପି |
ଭୁବନେଶ୍ୱର, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ପୂର୍ତ୍ତ ବିଭାଗ ସଚିବ ପଦବୀଠୁ ଆରମ୍ଭ କରି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ନିଯୁକ୍ତି ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ଓ ପ୍ରିୟାପ୍ରୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିଲେ ମଧ୍ୟ ଉଭୟ ବିଭାଗ ଦାୟିତ୍ୱକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ସଚ୍ଚୋଟ ଏବଂ ନିଜ ସରକାରକୁ ସ୍ୱଚ୍ଛ କହିବା ଅତ୍ୟ� |
| Read More >> |
| ପୋଲିସ- ଗଣଶିକ୍ଷକ ଧସ୍ତାଧସ୍ତି |
ଭୁବନେଶ୍ୱର , ୧୨ ଜାନୁଆରୀ(ଓଡ଼ିଆ ପୁଅ)- ସ୍ଥାୟୀ ନିଯୁକ୍ତି ଦାବିରେ ଗଣ ଶିକ୍ଷକମାନେ ମଙ୍ଗଳବାର ଲୋୟର ପିଏମଜିରେ ବିଶାଳ ରାଲି କରିଥିଲେ। ତେବେ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଗଣଶିକ୍ଷମାନେ ଦୀର୍ଘଦିନ ଧରି ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଥିଲେ। ସରକାର ସେମାନଙ୍କ ଦାବି ପୂରଣ � |
| Read More >> |
| ଏନ୍ କାଉଣ୍ଟରରେ ଜଣେ ମାଓବାଦୀ ମୃତ, ବହୁ ପରିମାରଣ ସାମଗ୍ରୀ ଜବତ |
ମାଲକାନଗିରି, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ଆଜି ମାଲକାନଗିରି ସୀମାନ୍ତ ଛତିଶଗ ରାଜ୍ୟ ସୁକୁମା ଜିଲ୍ଲା ପାଲା ଚଲମା ଅଞ୍ଚଳରେ ମାଓବାଦୀ ଓ ପୋଲିସ୍ ମଧ୍ୟରେ ପ୍ରାୟ ୧ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏନ୍ କାଉଣ୍ଟରରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବାବେଳେ ପୋଲିସ୍ ସେଠାରୁ ୨ଟି ବନ୍ଧକ ସହ ବହୁ ପରମାଣର ମାଓ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। |
| Read More >> |
| ନୟାଗଡ଼ ଟେଣ୍ଡରଫିକ୍ସିଂ ରେ ଗିରଫ ହୋଇଥିବା ୨ ଇଂଜିନିୟରଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ : ଜଳସମ୍ପଦ ସଚିବ |
ଭୁବନେଶ୍ୱର, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ନୟାଗଡ଼ ଟେଣ୍ଡରଫିକ୍ସିଂ ଅଭିଯୋଗରେ ଗିରଫ ହୋଇଥିବା ଦୁଇଜଣ ଇଞ୍ଜିନିୟରଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବ୍ୟତୀତ ଏହି ଫିକ୍ସିଂରେ ଯଦି କେହି ସରକାରୀ ଅଧିକାରୀ ସମ୍ପୃକ୍ତ ଥାଆନ୍ତି ସେମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି � |
| Read More >> |
| କୋର୍ଟରେ ହାଜର ହେବା ସମୟରେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଫୋନ୍ ରେ କଥା ହେବା ଘଟଣାରେ ହାବିଲଦାର ନିଲମ୍ବିତ |
ଭୁବନେଶ୍ୱର, ୧୨ ଜାନୁଆରୀ (ଓଡ଼ିଆ ପୁଅ) : କୋର୍ଟରେ ହାଜର ହେବା ପାଇଁ ଆସିଥିବା ସମୟରେ ବିଜେଡିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ମୋବାଇଲ୍ ରେ କଥାବାର୍ତ୍ତା ହୋଇଥିବାରୁ ତାଙ୍କ ଏସ୍ କଟ୍ ଦାୟିତ୍ୱରେ ଥିବା ହାବିଲ୍ ଦାର ଦିବାକର ସାହୁଙ୍କୁ ଡିସିପି ସତ୍ୟବ୍ରତ ଭୋଇ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏହାବ୍ୟତୀତ ଅନ୍ୟ ତିନିଜଣ କନେଷ୍ଟବଳଙ୍କ ଉପରେ କାର� |
| Read More >> |
| ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା |
ବ୍ରହ୍ମପୁର, ୧୨ ଜାନୁଆରୀ (ଓଡ଼ିଆ ପୁଅ)-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଜଣେ ପିଜି ଛାତ୍ରୀ ସୋମବାର ବିଳମ୍ବିତ ରାତିରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀଙ୍କ ନାମ ଶୁଭଶ୍ରୀ ସାମନ୍ତରାୟ ଓ ତାଙ୍କ ଘର ଆସିକା ଥାନା ଅନ୍ତର୍ଗତ ପିତ୍ତଳ ଅଞ୍ଚଳରେ ବୋଲି ଜଣାପଡିଛି। ଖବର ପାଇ ଗୋପାଳପୁର ଥାନା ଆଇଆଇସି ପ� |
| Read More >> |
| କୋଟିପତି କନିଷ୍ଠ ଯନ୍ତ୍ରୀଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ |
ବ୍ରହ୍ମପୁର, ୧୨ ଜାନୁଆରୀ (ଓଡ଼ିଆ ପୁଅ)- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମର କନିଷ୍ଠ ଯନ୍ତ୍ରୀ କାହ୍ନୁଚରଣ ଦାସଙ୍କ ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଇଥିବା ଏହି ଚଢାଉରେ ତାଙ୍କ ନିକଟରୁ ମୋଟ ୧ କୋଟି ୧୧ ଲକ୍ଷ ୪୬ ହଜାର ଟଙ୍କାର ସମ୍ପତ୍ତି ଜବ� |
| Read More >> |
| ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ |
ଭୁବନେଶ୍ୱର , ୧୨ ଜାନୁଆରୀ (ଓଡ଼ିଆ ପୁଅ)- ଗୋତି ଶ୍ରମିକ ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ପକ୍ଷରୁ ଭୁବନେଶ୍ୱର ଠାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଓଡିଶା ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ଏନଏଚଆରସି ସଦସ୍ୟ ଜଷ୍ଟିସ ଡି. ମୁରୁଗେସାନ୍ ଅଧ୍ୟକ୍ଷତା କ� |
| Read More >> |
| ସର୍ଦ୍ଦାର ରାଜା ମେଡିକାଲ କଲେଜ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ୭ ଦିନ ମଧ୍ୟରେ ଘରୋଇ କଲେଜରେ ସରକାରୀ ଫି ରେ ନାମଲେଖା ଶେଷ କର -ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ | |||||||||||||||||||||||||||
ଭୁବନେଶ୍ୱର,୧୨ ଜାନୁଆରୀ (ଓଡ଼ିଆ ପୁଅ)-କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜା ମେଡିକାଲ କଲେଜ୍ ଛାତ୍ରଛାତ୍ରୀମାନଙ୍କ ଆଡମିଶନ ୭ ଦିନ ମଧ୍ୟରେ ଶେଷ କରିବାକୁ ମଙ୍ଗଳବାର ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ କଲେଜରେ ଥଇଥାନ ନେଇ ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ କରି କହିଛନ୍ତି ଯେ ୭ ଦିନ ମଧ୍ୟରେ ୩ ଘରୋଇ ମେଡିକାଲ କଲେଜ କିମସ୍ , ହାଇଟେକ୍ ଓ ସମ� | |||||||||||||||||||||||||||
| Read More >> | |||||||||||||||||||||||||||
| ଖଡିଆଳ ମହୋତ୍ସବ ୨୦୧୬ର ଶୁଭ ସ୍ତମ୍ଭ ସ୍ଥାପନ | |||||||||||||||||||||||||||
ନୂଆପଡ଼ା, ୧୨ ଜାନୁଆରୀ (ଓଡ଼ିଆ ପୁଅ) : ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆଠାରେ ଖଡିଆଳ ମହୋତ୍ସବ ୨୦୧୬ ଉପଲକ୍ଷେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି। ଏହି ଶୁଭ ବେଳାରେ ପୂଜକ ସୁଦର୍ଶନ ଠାକୁର ପୂଜାର୍ଚ୍ଚନା କରିଥିବା ବେଳେ ମହୋତ୍ସବ କମିଟିର ସଭାପତି ନିମାଇଁ ଚରଣ ତାଣ୍ଡି, ସଂପାଦକ ପୃଥିରାଜ ମହାନ୍ତି ପୁଜାର୍ଚ୍ଚନାରେ ଭ | |||||||||||||||||||||||||||
| Read More >> | |||||||||||||||||||||||||||
| ସ୍କୁଲ ଓ ଗଣ ଶିକ୍ଷା ବିଭାଗ ସାମିଲ ହେବ ଯୁକ୍ତ ୨ | |||||||||||||||||||||||||||
ଭୁବନେଶ୍ୱର, ୧୨ ଜାନୁଆରୀ (ଓଡ଼ିଆ ପୁଅ) - ଆଗାମୀ ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ଯୁକ୍ତ ୨ ଓ ଯୁକ୍ତ ୩ ପୃଥକ ହେବ। ଏହି ପୃଥକୀକରଣ ନ ହେବା କାରଣରୁ ରାଜ୍ୟକୁ ୧୩୦ କୋଟି ଟଙ୍କା ହରାଇବାକୁ ପଡୁଛି। ପୃଥକୀକରଣ ହେବା ପରେ ଅଧିକ ଅର୍ଥ ମିଳିବ ଓ ସେହି ଅର୍ଥରେ ଶିକ୍ଷା ଭିତ୍ତି ଭୂମିର ବିକାଶ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ମଙ୍ଗଳବାର ପ� | |||||||||||||||||||||||||||
| Read More >> | |||||||||||||||||||||||||||
| ଜାନୁଆରୀ ୧୫ ତାରିଖ ସୁଦ୍ଧା ରେସନ୍ କାର୍ଡ ଆବଣ୍ଟନ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ରାଜ୍ୟସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ-୨୦୧୬ ଉଦ୍ ଯାପିତ | |||||||||||||||||||||||||||
ବାରିପଦା, ୧୨ ଜାନୁଆରୀ (ଓଡ଼ିଆ ପୁଅ)- ସ୍ଥାନୀୟ ଛଉ ପଡ଼ିଆ ଠାରେ ଚାରିଦିନ ବ୍ୟାପୀ ଚାଲୁଥିବା ୧୯ତମ ରାଜ୍ୟସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ-୨୦୧୬ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍ ଯାପିତ ହୋଇଯାଇଛି। ଓଡ଼ିଶା ଯୁବପ୍ରତିଭାମାନଙ୍କ ମଧ୍ୟରେ ଥିବା ଅର୍ନ୍ତନିହିତ ଗୁଣକୁ ଲୋକଲୋଚନକୁ ଆଣିବା ଇଉଫୋରିଆ ଅନୁଷ୍ଠା� | |||||||||||||||||||||||||||
| Read More >> | |||||||||||||||||||||||||||
| ବନ୍ଧୁକ ମୁନରେ ବ୍ୟାଙ୍କରୁ ୪ଲକ୍ଷ ୮୪ହଜାର ଟଙ୍କା ଲୁଟ୍ | |||||||||||||||||||||||||||
କେନ୍ଦୁଝର, ୧୨ ଜାନୁଆରୀ (ଓଡ଼ିଆ ପୁଅ)- କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ଦିନ ସ୍ପଷ୍ଟ ଦିବାଲୋକରେ ୪ଜଣ ଦୁର୍ବୁତ୍ତ ବନ୍ଧୁକ ମୁନରେ ୪ଲକ୍ଷ ୮୪ହଜାର ଟଙ୍କା ଲୁଟି ନେଇଛନ୍ତି। ଆଜି ଦିନ ପ୍ରାୟ ୧୨ ଟା ସମୟରେ ୪ଜଣ ଦୁବୃର୍ତ୍ତ ମୁହଁରେ ମୁଖା ପିନ୍ଧି ୨ଟି ମୋଟର ସାଇକେଲରେ ଆସି ବ୍ୟାଙ୍କର କ୍ୟାସିଅରଙ୍କ� | |||||||||||||||||||||||||||
| Read More >> | |||||||||||||||||||||||||||
| ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ - ନିର୍ବାହୀ ଯନ୍ତ୍ରୀ ଓ ଏଷ୍ଟିମେଟର ଗିରଫ | |||||||||||||||||||||||||||
ନୟାଗଡ଼, ୧୨ ଜାନୁଆରୀ (ଓଡ଼ିଆ ପୁଅ)- ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଟାଉନ ଥାନା ପୋଲିସ ମଙ୍ଗଳବାର ଜଳସେଚନର ବିଭାଗର ଜଣେ ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟଜଣେ ଏଷ୍ଟିମେଟରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଢୋଲମରା ନିକଟରେ ଏକ ନଦୀବନ୍ଧ ମରାମତି ପାଇଁ ପୂର୍ବରୁ ଟେଣ୍ଡର ଆହ୍ୱାନ କରାଯା | |||||||||||||||||||||||||||
| Read More >> | |||||||||||||||||||||||||||
| ମୟୂରଭଞ୍ଜ ଜିଲ୍ଲା (ପୂର୍ବ) ସଭାପତି ଭାବେ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ପୁନଃ ନିର୍ବାଚିତ : ବିରୋଧି ଛାନିଆ | |||||||||||||||||||||||||||
ବାରିପଦା, ୧୨ ଜାନୁଆରୀ (ଓଡ଼ିଆ ପୁଅ)- ଡଃ.କୃଷ୍ଣଚନ୍ଦ୍ର ମହାପାତ୍ର ଭାଜପାର ମୟୂରଭଞ୍ଜ ଜିଲ୍ଲା (ପୂର୍ବ) ସଭାପତି ଭାବରେ ପୁଣି ଥରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଗତ ୧୦ତାରିଖରେ ଭୁବନେଶ୍ୱରରେ ଆନୁଷ୍ଠାନିକ ଭାବେ ତାଙ୍କ ନାମ ଘୋଷଣା କରାଯାଇଥିଲା। ଏହାପରେ ତାଙ୍କୁ ଜିଲ୍ଲାର କୋଣ ଅନୁକୋଣରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟି ଚାଲିଛି। ତାଙ୍� | |||||||||||||||||||||||||||
| Read More >> | |||||||||||||||||||||||||||
| ମରୁଡ଼ି ବର୍ଷରେ ଧାନ କିଣା ରେକର୍ଡ଼ ଭାଙ୍ଗିଲା -ଚାଷୀର ଭାଗ୍ୟ ଦଲାଲ୍ ଓ ଏଜେଣ୍ଟ କବଳରେ ! | |||||||||||||||||||||||||||
ଜୟପାଟଣା, ୧୨ ଜାନୁଆରୀ (ଓଡ଼ିଆ ପୁଅ)- ଚଳିତ ବର୍ଷର ମରୁଡ଼ି, ରୋଗ ପୋକରେ ଚାଷୀ ସର୍ବସ୍ୱାନ୍ତ ହୋଇଥିବା ବେଳେ ଜଳସେଚିତ ଅଞ୍ଚଳରେ କେତେକ ସ୍ଥାନରେ ଭଲ ଅମଳ ହୋଇଥିଲା। ସରକାର ମଧ୍ୟ ସମବେଦନା ସଂପନ୍ନ ହୋଇ ଚାଷୀଙ୍କୁ ଇନ୍ ପୁଟ ସବ୍ ସିଡି ଠାରୁ ଆରମ୍ଭ କରି ରବି ଚାଷ ପାଇଁ ଡାଲି, ତୈଳବୀଜର ସହାୟତା କଲେ। ବିଭିନ୍ନ ସଂସ୍ଥା ଦ୍ୱାରା ହାରାହାରି ଉତ୍ପାଦନର ରିପୋର୍ଟ | |||||||||||||||||||||||||||
| Read More >> | |||||||||||||||||||||||||||
| ଆଇପିଏସ୍ ଙ୍କୁ ପଦୋନ୍ନତି - ଦେବାଶିଷ ପାଣିଗ୍ରାହୀଙ୍କୁ ଏଡିଜି ପାହ୍ୟା | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ଭାରତୀୟ ଚାଟାର୍ଡ ଏକାଉଣ୍ଟାଣ୍ଟ ପ୍ରତିଷ୍ଠାନର କେନ୍ଦ୍ରୀୟ ପରିଷଦକୁ ଓଡିଆ ଯୁବକ ରାଜେଶ ଶର୍ମା ନିର୍ବାଚିତ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ୧୦୦ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ଜାନୁଆରୀ ୧୪ରେ ବିଜେପି ରାଜ୍ୟ ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ଲୁଲୁଙ୍କ ଅଣ୍ଡା ତତ୍ତ୍ୱ ଯୋଗୁଁ ପୁରୀରେ ଅଣ୍ଡା ଦରବୃଦ୍ଧି: ଅଣ୍ଡା ମିଳୁନି! | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ଜାନୁଆରୀ ୧୫ ତାରିଖଠାରୁ ସାରା ରାଜ୍ୟରେ ୧ ମାସ ବ୍ୟାପୀ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ଆୟକର ଆଦାୟ ଓ ପୈଠ ସମ୍ବନ୍ଧିତ କର୍ମଶାଳା ଅନୁଷ୍ଠିତ: କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥାମାନଙ୍କ ମଧରେ ସମନ୍ବୟକୁ ଅଧକ ସକ୍ରିୟ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ବର୍ଗୀକରଣ ହେବେ ରାଜ୍ୟର ସମସ୍ତ ଆଇଟିଆଇ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ସମୀକ୍ଷା ବୈଠକ : ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରୀ ଚାକିରୀରେ ୩ ପ୍ରତିଶତ ସଂରକ୍ଷଣକୁ କଡାକଡି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ | |||||||||||||||||||||||||||
| |||||||||||||||||||||||||||
| Read More >> | |||||||||||||||||||||||||||
| କେନ୍ଦ୍ରାପଡାରେ ୧୪ରୁ ୧୬ ଜନସୂଚନା ଅଭିଯାନ କାର୍ଯ୍ୟକ୍ରମ | |||||||||||||||||||||||||||
କଟକ, ୧୨.୧.୧୬ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ୩ଦିନ ଧରି ଜନସୂଚନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ଜାନୁଆରୀ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ଜନସୂଚନା ଅଭିଯାନରେ କେନ୍ଦ୍ | |||||||||||||||||||||||||||
| Read More >> | |||||||||||||||||||||||||||
| ଫେବୃଆରୀ ୨୫ ସୁଦ୍ଧା ରାଜ୍ୟର ୨୯ଟି ଜିଲ୍ଲାରେ ହେବ ଆହାର କେନ୍ଦ୍ର | |||||||||||||||||||||||||||
| |||||||||||||||||||||||||||
Read More >>
ପ୍ରବାସୀ ଓଡିଆଙ୍କ ଖବର
ଜାତୀୟ ଖବର
|
ଭୁବନେଶ୍ୱର,
୧୪ ଜାନୁଆରୀ (ଓଡ଼ିଆ ପୁଅ) : ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ୍ କୁ ଉଲ୍ଲଂଘନ କରି
ଖାଦ୍ୟ ସାମଗ୍ରୀକୁ ହରିଲୁଟ୍ କରାଯାଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ରାସାୟନିକ
ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଏହା ବିରୁଦ୍ଧରେ ଜନ ସଚେତନତା
ସୃଷ୍ଟି କରାଯିବ। ଜନ ଆନ୍ଦୋଳନ ମାଧ୍ୟମରେ ଏହା କରାଯିବ ବ
ସମ୍ବଲପୁର, ୧୪ ଜାନୁଆରୀ (ଓଡ଼ିଆ ପୁଅ) - ଥାନା ଭିତରେ ଜଣେ ୧୭ ବର୍ଷିୟ ନାବାଳକକୁ ତଦନ୍ତ ନାମରେ ନିର୍ଯାତନା ଦେବ। ହୀରାକୁଦ ପୋଲିସକୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ହୀରାକୁଦ ଏସଡିପିଓଙ୍କ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଗୁରୁବାର ମଧ୍ୟାହ୍ନରେ ଏସ୍ .ପି ଦୁଇଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିବା ସହ ହୋମଗାର୍ଡ଼ଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ। ଏଥିସହିତ ହୀର
Read More >>ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫଜୟପୁର, ୧୪ ଜାନୁଆରୀ(ଓଡ଼ିଆ ପୁଅ) : କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ଶିଙ୍ଗିବନ୍ଧ ଗ୍ରାମରେ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରି ଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଗତ ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ସ୍ୱାମୀ ସନା ପେଣ୍ଠିଆ(୬୫) ଏକ ଟାଙ୍ଗିଆ ଦ୍ୱାରା ସ୍ତ୍ରୀ ନିଳା ପେଣ୍ଡିଆ(୬୦)କୁ ହତ୍ୟା କରିଥିବା ଅଭିଯୋଗ ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି �
Read More >>ମାନସିକ ବିକୃତ ଯୁବତୀ ସହ ଗଣ ଦୁଷ୍କର୍ମ ଅଭିଯୋଗ - ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକେନ୍ଦୁଝର, ୧୪ ଜାନୁଆରୀ(ଓଡ଼ିଆ ପୁଅ) : ଜଣେ ମାନସିକ ବିକୃତ ଯୁବତୀ ସହ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ହାଟପଡ଼ିଆରୁ ଆଜି ସକାଳେ ଗୁରୁତର ଅବସ୍ଥାରେ ଜଣେ ଯୁବତୀକୁ ଉଦ୍ଧାର କରିଥିଲା ହରିଚନ୍ଦନପୁର ପୁଲିସ। ତାକୁ ପ୍ରଥମେ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତ�
Read More >>ଦାମୋଦର ଯାତ୍ରା ନିମନ୍ତେ ପୌରପରିଷଦର ପ୍ରସ୍ତୁତି ଶେଷବାରିପଦା, ୧୪ ଜାନୁଆରୀ (ଓଡ଼ିଆ ପୁଅ) : ଆଦିବାସୀ(ସାନ୍ତାଳ) ସମ୍ପ୍ରଦାୟର ସାମୁହିକ ଅସ୍ଥି ବିସର୍ଜନ ଦାମୋଦର ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ଏହା ଜାନୁଆରୀ ୧୭ ଓ ୧୮ ତାରିଖ ଦୁଇଦିନ ବାରିପଦା ସହରର ଉପକଣ୍ଠ ବଳଙ୍ଗ, ଜରାଳୀ ଓ ସରାଳି ନଦୀର ସଙ୍ଗମ ସ୍ଥଳି ବାରୁଣୀ ନିକଟରେ ପ୍ରତ୍ୟେକବର୍ଷ ପରି ଅନୁଷ୍ଠିତ ହେବାକୁ ଯାଉଛିଏହି ଯାତ୍ରା। ଜାନୁଆରୀ ୧୭ ତାରିଖ
Read More >>ବ୍ରହ୍ମପୁରରେ ଖୋଲିଲା ମାନବାଧିକାର କୋର୍ଟବ୍ରହ୍ମପୁର ,୧୪ ଜାନୁଆରୀ (ଓଡ଼ିଆ ପୁଅ)-ଗୁରୁବାର ବ୍ରହ୍ମପୁରରେ ମାନବାଧିକାର କୋର୍ଟ ର ପ୍ରତିଷ୍ଠା କରାଯାଇଛି। ଏଠାରେ ମାନବ ଅଧିକାର କ୍ଷୁର୍ଣ୍ଣ ସମ୍ପର୍କିତ ମାମଲା ର ଶୁଣାଣି କରାଯିବ। ପୂର୍ବରୁ ସେହି ମାମଲା ଗୁଡିକର ବିଚାର ହାଇକୋର୍ଟରେ କରାଯାଉଥିଲା। ଗଂଜାମ ଜିଲ୍ଲା ଦୌରା ଜଜ୍ ଙ୍କୁ ଏହି ମାମଲା ଗୁଡିକର ଶୁଣାଣି ପାଇଁ ସ୍ୱତନ୍ତ୍ର ଜଜ୍ ଭାବେ ଅବସ୍ଥାପିତ କର�
Read More >>ଦୁର୍ଦ୍ଦାନ୍ତ ଅପରାଧୀ ନଣ୍ଡା ଗିରଫଭୁବନେଶ୍ୱର, ୧୪ ଜାନୁଆରୀ (ଓଡ଼ିଆ ପୁଅ)- ଘରେ ପଶି ଡକାୟତି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ନଣ୍ଡା ଓରଫ ନିରଞ୍ଜନ ସ୍ୱାଇଁକୁ ଗୁରୁବାର କମିଶନରେଟ୍ ପୋଲିସ ଗିରଫ କରିଛି। ପୋଲିସ ତା' ନିକଟରୁ ୧୭୨ ଗ୍ରାମ ସୁନା, ୧୫୦ ଗ୍ରାମ ରୂପା ଓ ଏକ ମାରଣାସ୍ତ୍ର ଜବତ କରିଛି। ଦୀର୍ଘ ୧୫ ବର୍ଷ ଧରି ସେ ଏପରି ୫୦ରୁ ଅଧିକ ଅପରାଧିକ କାର୍ଯ୍ୟରେ ଜଡିତ ଥିଲା।୨୦୧୫ ମସିହାରେ ନୟାପଲ୍ଲୀ, ଧ�
Read More >>କଟକ ମେୟର ର୍ନିବାଚନ ମାମଲା: ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ
ଭୁବନେଶ୍ୱର,
୧୪ ଜାନୁଆରୀ (ଓଡ଼ିଆ ପୁଅ)- କଟକ ମେୟର ର୍ନିବାଚନ ମାମଲାରେ ହାଇକୋର୍ଟ ସମସ୍ତ
ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨୧ନମ୍ବର
ଓ୍ୱାର୍ଡ କର୍ପୋରେଟର ର୍ନିବାଚନ କରାଇବା ନେଇ କରାଯାଇଥିବା ଆବେଦନର ଶୁଣାଣି କରି
ଗୁରୁବାର ହାଇକୋର୍ଟ ଏହି ରାୟ ଦେଇଛନ୍ତି। ତେବେ ହାଇକୋର୍ଟ କୌ
ଭୁବନେଶ୍ୱର , ୧୪ ଜାନୁଆରୀ (ଓଡ଼ିଆ ପୁଅ)-ଚିଲିକା ମତ୍ସଜୀବୀ ମହାସଂଘ ପକ୍ଷରୁ ମା କାଳିଜାଈଙ୍କ ପୀଠରେ ଯଜ୍ଞ କରାଯାଏ। ଏଥିପାଇଁ ସଂଘ ପକ୍ଷରୁ କାହାରିକୁ ଠିକା ଦିଆଯାଏ ନାହିଁ। ଯେଉଁମାନେ ସଂଘ ନାମରେ ଅପପ୍ରଚାର କରି ଯଜ୍ଞର ଆୟୋଜନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସ୍ୱରୂପ ସେମାନଙ୍କ ନାମରେ ୪୨୦ ଧାରାରେ ମାମଲା ରୁଜୁ କରାଯାଉ ବୋଲି ଚି�
Read More >>କଟକ:ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ମାଈ ହାତୀ ମୃତ୍ୟୁ ଅଭିଯୋଗଭୁବନେଶ୍ୱର , ୧୪ ଜାନୁଆରୀ (ଓଡ଼ିଆ ପୁଅ)-କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ବୁଧବାର ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ହାତୀଟିର ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଦୀର୍ଘ ଦିନ ଧରି ହାତୀଟି ଅସୁସ୍ଥ ଥିବା ବେଳେ ତା'ର ଚିକିତ୍ସା ଜାରି ରହିଥିଲା। ଗତକାଲି ବାଲିକିଆରୀ ସଂରକ୍ଷିତ ଜଙ୍ଗଲରେ ଏହି ମାଈ ହା�
Read More >>ବିଜେଡି ର କର୍ମୀ ସମ୍ମିଳନୀ ଆସନ୍ତାକାଲି
ଭୁବନେଶ୍ୱର
, ୧୪ ଜାନୁଆରୀ(ଓଡ଼ିଆ ପୁଅ)-ଆସନ୍ତାକାଲି ବିଜେଡିର କର୍ମୀ ସମ୍ମିଳନୀ। ଏହି ସମ୍ମିଳନୀ
ଏକ ମାସ ପର୍ଯ୍ୟନ୍ତ ଚାଲିବ। ତୃଣମୂଳ ସ୍ତରରେ ଏହି କର୍ମୀ ସମ୍ମିଳନୀ କରାଯିବ।
ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିବା , ରାସନକାର୍ଡ
ଅନିୟମିତତା ଘଟଣାରେ ଛବି ସୁଧାରିବାକୁ ବିଜେଡି ପକ୍ଷରୁ ଏହି ପ୍ରୟା�
ଭୁବନେଶ୍ୱର
, ୧୪ ଜାନୁଆରୀ(ଓଡ଼ିଆ ପୁଅ)- ସହରାଞ୍ଚଳରେ ଅପରାଧ ନିରାକରଣ ଏକ ମୁଖ୍ୟ କାର୍ଯ୍ୟ। ଏ
ଦିଗରେ କମିଶନରେଟ ପୋଲିସ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପ୍ରତି ପୋଲିସ୍ ଥାନା
ଅଂଚଳରେ ଆବାସିକ ସୁରକ୍ଷା କମିଟି ଗଠନ କରାଯାଇଛି। ଏହି କମିଟିରେ ସାମିଲ ହେବାର
ଆବଶ୍ୟକତା ରହିଛି। ସହରାଂଚଳରେ ଘଟୁଥିବା ସଂଗଠିତ ଅପରାଧ , ଟ�
ଭୁବନେଶ୍ୱର , ୧୪ ଜାନୁଆରୀ(ଓଡ଼ିଆ ପୁଅ)-ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନାରେ ନାବାଳକକୁ ପୋଲିସର ଅମାନୁଷିକ ର୍ନିଯାତନା ଅଭିଯୋଗ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଗୁରୁବାର ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି। ଏହାସହ ଡିଆଇଜି ଏବଂ ଏସପିଙ୍କୁ ୭ଦିନ ଭିତରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏସପି ଅଖିଳେଶ୍ୱର ସିଂହଙ୍�
Read More >>କଳିଙ୍ଗ ଷ୍ଟାଡିୟମ୍ ସିନ୍ଥେଟିକ୍ ଟ୍ରାକ୍ ନଷ୍ଟ କରିଥିବା ସ୍କୁଲ ଦେଲା ୫ ଲକ୍ଷ ଟଙ୍କା ଜରିମାନାଭୁବନେଶ୍ୱର, ୧୪ ଜାନୁଆରୀ (ଓଡ଼ିଆ ପୁଅ)- କଳିଙ୍ଗ ଷ୍ଟାଡିୟମ ରେ ଥିବା ଆଥ୍ ଲେଟିକ୍ ଓ ସିନ୍ଥେଟିକ୍ ଟ୍ରାକ୍ ଖୋଳିବା ପ୍ରସଙ୍ଗରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ୫ଲକ୍ଷ ଟଙ୍କା କ୍ରୀଡ଼ାବିଭାଗ ପକ୍ଷରୁ ଜୋରିମାନା କରାଯାଇଛି। ଏ ସଂପର୍କରେ ସୂଚନା ଦେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ବାର୍ଷିକ ଉତ୍ସବ କରିବାକୁ ସଂପୃକ୍ତ ସ୍କୁଲ କଳିଙ୍ଗ ଷ୍ଟ�
Read More >>ଶିକ୍ଷକରୁ ବିଜେପି ରାଜ୍ୟ ସଭାପତି
ଭୁବନେଶ୍ୱର,
୧୪ ଜାନୁଆରୀ-ନୂଆ ନୂଆ ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହୋଇଥିବା ବସନ୍ତ
ପଣ୍ଡାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ଶିକ୍ଷକତାରୁ। ଏହାପରେ କୃଷକ ମାନଙ୍କର ସମସ୍ୟାକୁ
ନେଇ ବହୁବାର ଆନ୍ଦୋଳନରେ ସାମିଲ ହେ।ଇଥିଲେ। ତେବେ ତାଙ୍କର ରାଜନୈତିକ କ୍ୟାରିୟର
ଆରମ୍ଭ ହୋଇଥିଲା ବିଶ୍ୱହିନ୍ଦୁ ପର
ଭୁବନେଶ୍ୱର,
୧୪ ଜାନୁଆରୀ- ବିଜେପି ବିଧାୟକ ଦଳର ନେତା ଶ୍ରୀ ବସନ୍ତ ପଣ୍ଡା ସଂପୃକ୍ତ ଦଳର ରାଜ୍ୟ
ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଦିନ ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ପଣ୍ଡା
ମନୋନୟନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ଆଉ
କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ �
ପୁରୀ, ୧୪ ଜାନୁଆରୀ (ଓଡ଼ିଆ ପୁଅ)- ସ୍ଥାନୀୟୟୁଥ୍ ହଷ୍ଟେଲଠାରେ ଜାତୀୟ ଯୁବ ଦିବସ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବକେନ୍ଦ୍ର ପୁରୀ ଓ ଦୁହିତା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଦିଗମ୍ବର ବେହେରା ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର ନାଥ ସେନାପତି ଯୋଗଦେଇ ଥିବାବେଳେ ଅତିଥି ଭାବେ ଅ
Read More >>ମାର୍ଚ୍ଚ ୫ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀରେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ବାଜିରାଉତ ସେତୁ !ଭୁବନ, ୧୪ ଜାନୁଆରୀ(ଓଡ଼ିଆ ପୁଅ)- ବିଶ୍ୱର ସର୍ବକନିଷ୍ଠ ସହିଦ୍ ବୀର ବାଜି ରାଉତଙ୍କ ନାମରେ ନିର୍ମାଣାଧୀନ ସେତୁ ଆସନ୍ତା ମାର୍ଚ୍ଚ ମାସ ୫ ତାରିଖ ଓଡିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ଅକେଫ�
Read More >>ନିରାଂଚଳ ରାଷ୍ଟ୍ରୀୟ ଜଳ ବିଭାଜିକା ପ୍ରକଳ୍ପ ଲାଗି ବିଶ୍ୱ ବ୍ୟାଙ୍କ ସହ ରାଜିନାମା ଓଡିଶା ସମେତ ନଅ ରାଜ୍ୟକୁ ମିଳିବ ଅଧିକ ଫାଇଦାନୂଆଦିଲ୍ଲୀ, ୧୪.୦୧.୨୦୧୬ (ଓଡ଼ିଆ ପୁଅ): ନବଗଠିତ ନିରାଂଚଳ ରାଷ୍ଟ୍ରୀୟ ଜଳ ବିଭାଜିକା ପ୍ରକଳ୍ପ ନିମନ୍ତେ ବିଶ୍ୱ ବ୍ୟାଙ୍କ ଋଣ ସହାୟତା ଯୋଗାଇଦେବ। ଏଥିଲାଗି ଗୁରୁବାର ନୂଆଦିଲ୍ଲୀଠାରେ ଭାରତ ସରକାର ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଅନୁଯାୟୀ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ୬ ବର୍ଷ ପାଇଁ ବିଶ୍ୱ ବ୍ୟାଙ୍କ ନୂତ
Read More >>ଚିନି ଶିଳ୍ପମାନଙ୍କର ବକେୟା ଦେୟ ପରିମାଣ ୨୧ ହଜାର କୋଟି ରୁ ୨୭ ଶହ କୋଟି ଟଙ୍କାକୁ ହ୍ରାସ: ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ
ନୂଆଦିଲ୍ଲୀ,
୧୪.୦୧.୨୦୧୬ (ଓଡ଼ିଆ ପୁଅ): ଦେଶରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଆଗେଇ ନେବା
ନିମନ୍ତେ ଚିନି ଶିଳ୍ପର ଯୋଗଦାନ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ଚଳିତ ଚିନି ଋତୁରେ
ଚିନି କଳମାନେ ତୈଳ ବିପଣନ କମ୍ପାନୀଗୁଡିକୁ ୬.୮୨ କୋଟି ଲିଟର ଇଥାନଲ ଯୋଗାଇ
ଦେଇଛନ୍ତି। ପୂର୍ବ ବର୍ଷ ଏହି ପରିମାଣ ମାତ୍ର ୧.୯୨ କୋଟି ଲି�
ନୟାଗଡ଼,୧୪।୧(ଓଡ଼ିଆ
ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ବାର୍ଷିକ
ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଧର ଖୁଣ୍ଟିଆଙ୍କ
ପୌରହିତ୍ୟରେ ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପଞ୍ଚାୟତରାଜ ଓ
ଆଇନ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦ�
ଭୁବନେଶ୍ୱର, ୧୪/୦୧/୨୦୧୬ (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟ ପ୍ରବରଣ ବୋର୍ଡ ଦ୍ୱାରା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ବିଭିନ୍ନ ବିଭାଗର ୧୬୨୫ଟି ଅଧ୍ୟାପକ ପଦବୀ ନିମନ୍ତେ ଅନ୍ ଲାଇନ୍ ଆବେଦନ ପତ୍ର ଜାନୁଆରୀ ୧୫ ଠାରୁ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯାଉଛି। ଆଶାୟୀ ପ
Read More >>ହିରାକୁଦ ଥାନା ଆଇ.ଆଇ.ସି ନିଲମ୍ବିତସମ୍ବଲପୁର ୧୪-୧ (ଓଡ଼ିଆ ପୁଅ) ହିରାକୁଦ ଥାନା ଭିତରେ ଶ୍ରୀନାଥ ସହିସ ନାମକ ଏକ ନାବାଳକକୁ ବେଆଇନ ଭାବେ ଅଟକ ରଖି ତା ପ୍ରତି ବଳପ୍ରୟୋଗ, ଦୁର୍ବବହାର ପ୍ରଦର୍ଶନ ଏବଂ କର୍ତ୍ତବ୍ୟରେ ଅବହେଳା କରିବା ସଂଗେ ସଂଗେ ଏକ ଧର୍ତ୍ତବ୍ୟ ଅପରାଧକୁ ଚପାଇଥବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ହିରାକୁଦ ଥାନା ଆଇ.ଆଇ.ସି ସାବିତ୍ରୀ ବଳଙ୍କୁ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶ�
Read More >>ପଂଚାୟତିରାଜ ସଶକ୍ତିକରଣ କାର୍ଯ୍ୟକ୍ରମର ରାଜ୍ୟ କାର୍ଯ୍ୟନିର୍ବାହୀ ବୈଠକ : ରାଜ୍ୟ ସରକାର ଓ ପଂଚାୟତର ମିଳିତ ପାଣ୍ଠିରେ ପାନୀୟ ଜଳ ପ୍ରକଳ୍ପ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶଭୂବନେଶ୍ୱର ୧୪-୧-୧୬ (ଓଡ଼ିଆ ପୁଅ) ପଂଚାୟତିରାଜ ସଶକ୍ତିକରଣ ଅଭିଯାନର ରାଜ୍ୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ପଂଚାୟତିରାଜ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଏବଂ ତତ୍ ସମ୍ବନ୍ଧିତ ବିଷୟମାନ
Read More >>ନିୟମିତ କ୍ଷେତ୍ର ପରିଦର୍ଶନ ଓ ତଦାରଖ ପାଇଁ ନିର୍ଦ୍ଦେଶଭୁବନେଶ୍ୱର ୧୪/୦୧ (ଓଡ଼ିଆ ପୁଅ) ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ମୋଟ ୮,୬୫,୯୧୭ ଗୃହ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪,୭୮,୦୯୭ ଗୃହ ନିର୍ମାଣ ଶେଷ ହୋଇଛି ଓ ବାକି ଗୃହର ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି। ଦୈନିକ ପ୍ରାୟ ୧୬୬୦ ଗୃହ ନିର୍ମାଣ ଶେଷ ହେଉଥିବା ଜଣାପଡିଛି। ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାକୁ ତ୍ୱରାନ୍ୱିତ କରିବା ସହ ଧାର�
Read More >>ନାବାଳିକାକୁ ବଳାତ୍କାର ଏବଂ ତାକୁ ମାରିବାକୁ ଧମକର ଶୁଣାଣିକରି ଅପରାଧିକୁ 10 ବର୍ଷ କାରାଦଣ୍ଡାଦେଶ ଏବଂ 50,000 ଜରିମାନାପାରଳାଖେମୁଣ୍ଡି ୧୪-୧ (ଓଡ଼ିଆ ପୁଅ) ୨୮ ଜୁନ 2013 ମସିହାରେ ଗଜପତି ଜିଲ୍ଲାର ମହାନା ଥାନା ଅନ୍ତର୍ଗତ ଶିକୁଳି ପଦର ଗ୍ରାମର ଭୀମ ପ୍ରଧାନ, ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିବା ଜଣେ ନାବାଳିକାକୁ ବଳାତ୍କାର କରିବା ପରେ ନାବାଳିକାକୁ ମାରିବାକୁ ଧମକ ଦେଇଥିଲା। ଏହି ଅପରାଧର ଶୁଣାଣି କରି ନ୍ୟାୟମୂର୍ତ୍ତି ଗୋକୁଳ ଚନ୍ଦ୍ର ପଟ୍ଟନାୟକ ଅପରାଧିକୁ 10 ବ
Read More >>ଓଡ଼ିଶାରେ ନିର୍ମାଣ ହେବ ଆନ୍ତର୍ଜାତିକ ସ୍ତରର କ୍ରୀଡା ଭିତ୍ତିଭୂମି ଅଗଷ୍ଟ ସୁଦ୍ଧା ୧୦୦ ମିନି ଷ୍ଟାଡିଅମ ନିର୍ମାଣ ସଂପୂର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ଵର,
ତା.୧୪.୧.୧୬ (ଓଡ଼ିଆ ପୁଅ) ଓଡ଼ିଶାରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କ୍ରୀଡା
ପ୍ରତିଯୋଗିତା ଅନୁଷ୍ଠିତ କରିବାପାଇଁ ନିର୍ମାଣ ହେବ ବିଶ୍ବସ୍ତରୀୟ କ୍ରୀଡା ଭିଭିଭୂମି।
ଏଥିପାଇଁ ଆବଶ୍ୟକ Bue print ପ୍ରସ୍ତୁତ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
ପଟ୍ଟନାୟକ କ୍ରୀଡା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସ�
ଭୁବନେଶ୍ୱର,
୧୪ ଜାନୁଆରୀ- ବିଜେପି ବିଧାୟକ ଦଳର ନେତା ଶ୍ରୀ ବସନ୍ତ ପଣ୍ଡା ସଂପୃକ୍ତ ଦଳର ରାଜ୍ୟ
ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଦିନ ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ପଣ୍ଡା
ମନୋନୟନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ଆଉ
କେହି ପ୍ରାର୍ଥୀପତ୍ର ଦାଖଲ କରିନ
| ପ୍ରଧାନମନ୍ତ୍ରୀଙ୍କ ସହ କୋରିଆର ସିଇଓମାନଙ୍କ ସାକ୍ଷାତ |
|
| Read More >> |
| ପ୍ରଧାନମନ୍ତ୍ରୀ ବିଭିନ୍ନ ପର୍ବ ପର୍ବାଣୀ ଅବସରରେ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା |
|
| Read More >> |
| ନିରାଂଚଳ ରାଷ୍ଟ୍ରୀୟ ଜଳ ବିଭାଜିକା ପ୍ରକଳ୍ପ ଲାଗି ବିଶ୍ୱ ବ୍ୟାଙ୍କ ସହ ରାଜିନାମା ଓଡିଶା ସମେତ ନଅ ରାଜ୍ୟକୁ ମିଳିବ ଅଧିକ ଫାଇଦା |
ନୂଆଦିଲ୍ଲୀ, ୧୪.୦୧.୨୦୧୬ (ଓଡ଼ିଆ ପୁଅ): ନବଗଠିତ ନିରାଂଚଳ ରାଷ୍ଟ୍ରୀୟ ଜଳ ବିଭାଜିକା ପ୍ରକଳ୍ପ ନିମନ୍ତେ ବିଶ୍ୱ ବ୍ୟାଙ୍କ ଋଣ ସହାୟତା ଯୋଗାଇଦେବ। ଏଥିଲାଗି ଗୁରୁବାର ନୂଆଦିଲ୍ଲୀଠାରେ ଭାରତ ସରକାର ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଅନୁଯାୟୀ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ୬ ବର୍ଷ ପାଇଁ ବିଶ୍ୱ ବ୍ୟାଙ୍କ ନୂତ |
| Read More >> |
| ଚିନି ଶିଳ୍ପମାନଙ୍କର ବକେୟା ଦେୟ ପରିମାଣ ୨୧ ହଜାର କୋଟି ରୁ ୨୭ ଶହ କୋଟି ଟଙ୍କାକୁ ହ୍ରାସ: ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ |
|
| Read More >> |
ଭୁବନେଶ୍ୱର , ୧୬ ଜାନୁଆରୀ (ଓଡ଼ିଆ ପୁଅ)- ଭାରତୀୟ ଜନତା ପାର୍ଟୀ ଜନ ଅଧିକାର ଓ ଜନ ସଂଘର୍ଷର ରାସ୍ତାରେ ରାଜ୍ୟର ତୃଣମୂଳ ସ୍ତରରେ କାର୍ଯ୍ୟ କରିବ ବୋ�
ଭୁବନେଶ୍ୱର, ୧୬ ଜାନୁଆରୀ (ଓଡ଼ିଆ ପୁଅ)- ରାଜ୍ୟର ୭ଗୋଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲର ପରିଚାଳନା ଦାୟିତ୍ୱ ସରକାର ହାତକୁ ନ�
ଭୁବନେଶ୍ୱର, ୧୬ ଜାନୁଆରୀ (ଓଡ଼ିଆ ପୁଅ) - ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ। ଏଥିପାଇଁ ବିଭିନ୍ନ ପ୍ର�
କେନ୍ଦ୍ରାପଡ଼ା, ୧୬ ଜାନୁଆରୀ (ଓଡ଼ିଆ ପୁଅ) - କେନ୍ଦ୍ରାପଡା ସହର ନସଡିପୁର ଗ୍ରାମର ଜଣେ ଯୁବକକୁ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର �
ନୂଆଦିଲ୍ଲୀ ୧୬-୧ (ଓଡ଼ିଆ ପୁଅ) ମାଲକାନଗିରିର ମୁଦୁଲି ପଡ଼ା ଗ୍ରାମ ପଞ୍ଚାୟତର ବଣ୍ଡିଗୁଡ଼ା ଗ୍ରାମର ବଣ୍ଡା ଦମ୍ପତି ଧବଳୁ ସିସା (41) ଏବଂ ତାଙ୍କ ସ�
ଭୁବନେଶ୍ୱର,୧୬/୧(ଓଡ଼ିଆ ପୁଅ): ଓଡ଼ିଶା ସରକାରଙ୍କ ଖବରକାଗଜ ପ୍ରତି ବୈମାତୃକ ମନୋଭାବ, ଖବରକାଗଜ ମାରଣ ନୀତି ଓ ସାମ୍ବାଦିକମାନଙ୍କୁ ସରକାରୀ ସୁବ�
ଭୁବନେଶ୍ୱର, ଜାନୁଆରୀ ୧୬, ୨୦୧୬ (ଓଡ଼ିଆ ପୁଅ) ରାଜ୍ୟ କୃଷି ମନ୍ତ୍ରୀ ଓ କୃଷି ଉତ୍ପାଦନ କମିଶନରମାନଙ୍କ ସମ୍ମିଳନୀ ସିକିମ୍ ର ରାଜଧାନୀ ଗାଙ୍ଗଟକ୍
ଭୁବେନଶ୍ୱର, ୧୬। ୧(ଓଡ଼ିଆ ପୁଅ): ଆଗାମୀ ରେଳ ବଜେଟ୍ ରେ ଓଡ଼ିଶା ପାଇଁ ଅଧିକ ଅର୍ଥ ବରାଦ କରିବା ସହିତ ନୂଆ ରେଳ ଚଳାଚଳ, କେତେକ ପୁରୁଣା ରେଳଗାଡ଼ିର ସମ�
ଭୁବନେଶ୍ବର ୧୬-୧ (ଓଡ଼ିଆ ପୁଅ) ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଓଡ଼ିଶା ଲଳିତକଳା ଏକାଡେମୀର ନୂଆ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବେ