Groups
Groups
Sign in
Groups
Groups
ODIA PUA BHUBANESWAR
Conversations
About
Send feedback
Help
ଖାସ ଖବର - ଓଡ଼ିଶା ଖବର
0 views
Skip to first unread message
ଖାସ ଖବର ଆପଣଙ୍କ ପାଇଁ
unread,
Jul 10, 2016, 10:47:18 PM
7/10/16
Reply to author
Sign in to reply to author
Forward
Sign in to forward
Delete
You do not have permission to delete messages in this group
Copy link
Report message
Show original message
Either email addresses are anonymous for this group or you need the view member email addresses permission to view the original message
to ODIA PUA BHUBANESWAR
Today's News Headlines
ଓଡ଼ିଶା ଖବର
ନିରୀହ ଆଦିବାସୀମାନଙ୍କ ହତ୍ୟାର ତଦନ୍ତ କରିବା ପାଇଁ ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ଟିମ୍ କନ୍ଧମାଳ ଜିଲ୍ଲା ଗସ୍ତ କରିବେ – କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ
ନୂଆଦିଲ୍ଲୀ|ତା. ୧୦.୭.୨୦୧୬ (ଓଡ଼ିଆ ପୁଅ) କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜାକିଙ୍ଗିଆ ଏବଂ ଗୁମୁଡୁମାହା ନିରୀହ ଆଦିବ�
ମେଘାଳୟ ରାଜ୍ୟର ଯୁବ ପ୍ରତିନିଧି ମଣ୍ଡଳକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ
ଭୁବନେଶ୍ୱର, ୧୦ ଜୁଲାଇ (ଓଡ଼ିଆ ପୁଅ) - ଓଡ଼ିଶାକୁ ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍�
ପ୍ରତିଶୃତି ପାଳନ କରିବାରେ ଶାସକ ବିଜେଡି ବିଫଳ : ବିଜେପି - ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ପ୍ରଭାରୀଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି
ଭୁବନେଶ୍ୱର, ୧୦ ଜୁଲାଇ (ଓଡ଼ିଆ ପୁଅ) - ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇ ପାଳନ କରିବାରେ ଶାସକ ବିଜେଡି ସଂପୂର୍ଣ୍ଣ ଫେଲ ହୋଇଛି। ପ୍ରତ୍ୟେକ
ଆଦିବାସି ନାବାଳିକାକୁ ଗୁଜୁରାଟରେ ବିକ୍ରି ଅଭିଯୋଗ - ଏସ.ପି.ଙ୍କ ପାଖରେ ଫେରାଦ ହେଲେ ଆଦିବାସି ସଂଘ କର୍ମକର୍ତ୍ତା
ଗୋଲାମୁଣ୍ଡା, ୧୦ ଜୁଲାଇ (ଓଡ଼ିଆ ପୁଅ) - ଗୋଲାମୁଣ୍ଡା ବ୍ଲକ ମାନଝରି ଗ୍ରାମର ଆଦିବାସି ନାବାଳିକାକୁ ନିଜର ବାପା ଓ ଅନ୍ୟମାନେ ଗୁଜରାଟରେ ବିକ୍ରି କରିଥିବା ବିଷୟ ଜିଲ୍ଲାରେ ଚାଞ୍ଚ�
ସ୍ୱାମୀ ହତ୍ୟାକାରୀ ପତ୍ନୀ ଗିରଫ
ଭୁବନେଶ୍ୱର, ୧୦ ଜୁଲାଇ (ଓଡ଼ିଆ ପୁଅ) - ମଞ୍ଚେଶ୍ୱରର ଧିରକୁଟି ବସ୍ତିରେ ସ୍ୱାମୀ ଅଶୋକ ଦାସ ଓରଫ ଶ୍ୟାମସୁନ୍ଦର ଦାସଙ୍କୁ ମ�
କନ୍ଧମାଳ ଘଟଣା କଳିଙ୍ଗନଗର ଘଟଣାର ପୁନରାବୃତ୍ତି : ବିଜୟ ମହାପାତ୍ର
ଭୁବନେଶ୍ୱର,୧୦ ଜୁଲାଇ (ଓଡ଼ିଆ ପୁଅ) - କନ୍ଧମାଳରେ ମାଓବାଦୀ ମାନଙ୍କ ବିରୁଦ୍ଧରେ ଅପରେସନ ବେଳେ ପାଞ୍ଚ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟଣ
କନ୍ଧମାଳ ଗୁଳିକାଣ୍ଡ ଘଟଣାର ହାଇକୋର୍ଟର ତଦାରଖରେ ଆସୀନ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଯାଉ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୧୦ ଜୁଲାଇ (ଓଡ଼ିଆ ପୁଅ):କନ୍ଧମାଳ ଜିଲ୍ଲାରେ ମାଓ ଅପରେସନ ସମୟରେ ସୁରକ୍ଷା କର୍ମୀ ମାନଙ୍କର ଗୁଳିରେ ଜଣେ ଶିଶୁ �
କନ୍ଧମାଳ ଗୁଳିକାଣ୍ଡ ଘଟଣାର ମୋ ପାଖରେ କୌଣସି ଖବରନାହିଁ: ଲାଲବିହାରୀ ହିମିରିକା
ଭୁବନେଶ୍ୱର, ୧୦ ଜୁଲାଇ (ଓଡ଼ିଆ ପୁଅ) - କନ୍ଧମାଳ ଜିଲ୍ଲାରେ ମାଓ ଅପରେସନ ସମୟରେ ସୁରକ୍ଷା କର୍ମୀ ମାନଙ୍କର ଗୁଳିରେ ଜଣେ ଶିଶୁ ସମେ�
ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧି ଦଳ କନ୍ଧମାଳ ଯିବେ
ଭୁବନେଶ୍ୱର, ୧୦ ଜୁଲାଇ (ଓଡ଼ିଆ ପୁଅ): କନ୍ଧମାଳ ଜିଲ୍ଲାରେ ମାଓ ଅପରେସନ ସମୟରେ ସୁରକ୍ଷା କର୍ମୀ ମାନଙ୍କର ଗୁଳିରେ ଜଣେ ଶିଶୁ ସମେତ ୫
ଜ
କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କନ୍ଧମାଳ ବନ୍ଦ - ନିରୀହଙ୍କୁ ହତ୍ୟା ଘଟଣାର ଉଭୟ ଦଳ କଲେ ନିନ୍ଦା
ଭୁବନେଶ୍ୱର, ୧୦ ଜୁଲାଇ (ଓଡ଼ିଆ ପୁଅ) - କନ୍ଧମାଳ ଜିଲ୍ଲାରେ ମାଓ ଅପରେସନ ସମୟରେ ସୁରକ୍ଷା କର୍ମୀ ମାନଙ୍କର ଗୁଳିରେ ଜଣେ ଶିଶୁ ସମେତ ୫ ଜଣ �
ଓଡ଼ିଶାକୁ ସର୍ବଦା କେନ୍ଦ୍ରୀୟ ଅବହେଳା ହୋଇଆସିଛି : ମୁଖ୍ୟମନ୍ତ୍ରୀ - ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ -କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ
ଭୁବନେଶ୍ୱର, ୧୦ ଜୁଲାଇ (ଓଡ଼ିଆ ପୁଅ) - କେନ୍ଦ୍ରରେ ଉପା ସରକାର ହେଉ ବା ଏନଡ଼ିଏ ସରକାର ସମସ୍ତେ ଓଡ଼ିଶାକୁ କ୍ରମାଗତ ଭାବେ ଅବହେଳା କରି ଆସୁଛ�
ମା ଲକ୍ଷ୍ମୀ ଭାଙ୍ଗିଲେ ନନ୍ଦିଘୋଷ ରଥ -୧୩ ତାରିଖ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ
ପୁରୀ, ୧୦ ଜୁଲାଇ (ଓଡ଼ିଆ ପୁଅ) - ଅପମାନ, କ୍ରୋଧ ଓ ରାଗରେ ଜର୍ଜରିତ ହୋଇ ପାଞ୍ଚଦିନ ପରେ ଆଜି ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ମହାପ୍ରଭ�
ସୁରକ୍ଷାକର୍ମୀ-ମାଓବାଦୀ ଗୁଳିରେ ମୃତ ୫ ଗ୍ରାମବାସୀଙ୍କ ଶେଷକୃତ୍ୟ ସମ୍ପନ୍ନ
ଫୁଲବାଣୀ, ୧୦ ଜୁଲାଇ (ଓଡ଼ିଆ ପୁଅ) - କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମାଲାପାଙ୍ଗା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ବେଳେ ସିଆରପିଏଫ୍ ଯବାନମାନଙ୍�
ଆନନ୍ଦପୁର ପୌରପରିଷଦ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ୍ ୨୩ରେ
ଆନନ୍ଦପୁର, ୧୦ ଜୁଲାଇ (ଓଡ଼ିଆ ପୁଅ) - ଆନନ୍ଦପୁର ପୌରପରିଷଦ ପୌରାଧ୍ୟକ୍ଷା ସରସ୍ୱତୀ ଯେନାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପାଇଁ ଆସନ୍ତା ୨୩ ତାରିଖରେ ଭୋଟ ଗ୍ରହଣ କରା
ଅଭୟାରଣ୍ୟରେ ମାଓବାଦୀ,କମ୍ବି ଜୋରଦାର
ନୟାଗଡ଼,୧୦ ଜୁଲାଇ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ବାଇଶିପଲ୍ଲୀ ଅଭୟାରଣ୍ୟ ଅଧିନରେ ଥିବା ଢିପିସାହି ଓ ଗେରେଗେଡ଼ା ବିଟ୍ ହାଉସ ଜ�
ଚିଟ୍ ଫଣ୍ଡ ଭଳି ନିୟନ୍ତ୍ରଣ ବାହାରେ ଘରୋଇ କୋଚିଂ ସେଣ୍ଟର
ନୟାଗଡ଼,୧୦ ଜୁଲାଇ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଚିଟ୍ ଫଣ୍ଡ ସଂସ୍ଥା ଖୋଲିବା ଭଳି ଲଗାମ ବିହୀନ ଘରୋଇ କୋଚିଂ ସେଣ୍ଟର ଏବେ ମୁଣ୍ଡବ୍ୟାଥାର କାରଣ ହୋଇଛି। ଘ�
ସପ୍ତମ ବେତନ କମିଶନ ପ୍ରସଙ୍ଗ: କେନ୍ଦ୍ର କର୍ମଚାରୀଙ୍କ ଆନ୍ଦୋଳନକୁ ରାଜ୍ୟ ଗ୍ରୁପ୍ ‘ଡି’ କର୍ମଚାରୀଙ୍କ ସମର୍ଥନ : ୯’ ଅଗଷ୍ଟରୁ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ ଧମକ
ଭୁବନେଶ୍ୱର, ତା ୧୦ ଜୁଲାଇ (ଓଡ଼ିଆ ପୁଅ): କେନ୍ଦ୍ର ସରକାର ସପ୍ତମ ବେତନ କମିଶନଙ୍କ ଉପରେ କ୍ୟାବିନେଟ୍ ନିଷ୍ପତ୍ତି ନେଇ ନିକଟ ଅତୀତରେ ଘୋଷଣା କରିସାରିଛନ୍ତି। ତଳିଆ ବର୍ଗର କର୍ମଚ
ମାଓବାଦୀ ନାମରେ ନିରୀହ ଆଦିବାସୀଙ୍କୁ ପୋଲିସର ହତ୍ୟା - ପୂର୍ବତନ ସାଂସଦ ପ୍ରଦୀପ ମାଝୀ
ରାୟଗଡ.ତା.୧୦ ଜୁଲାଇ (ଓଡ଼ିଆ ପୁଅ) : ପ୍ରଦେଶ କଂଗ୍ରେସ କମିଟି ଆଦିବାସୀ ସେଲର ସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ଆୟୋଜିତ
ପ୍ରସାଶନ ଶୁଣିଲେନି ନକ୍ସଲ ନେଲେ ସୁଯୋଗ
ନୟାଗଡ଼ ୧୦ ଜୁଲାଇ ( ଓଡ଼ିଆ ପୁଅ / ମହେଶ ମିଶ୍ର); ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ବାଇଶିପଲ୍ଲୀ ର ଢିପିସାହି ଓ ଗେରେଗେଡି ବିଟହାଉସ୍ କୁ ଗତ ଗୁରୁବାର ଦିନ ମଧ୍ୟରାତ�
ନୟାଗଡ଼ ପୋଲିସକୁ ବଡ଼ ସଫଳତା ୫ ଚୋରାଗାଡ଼ି ଜବତ ଓ ୩ ଆସାମୀ ସହିତ ୧ ହାବିଲଦାର ଗିରଫ ଗ୍ୟାଙ୍ଗର ନାମ କଶ୍ୟପ
ନୟାଗଡ଼ ୧୦ ଜୁଲାଇ (ଓଡ଼ିଆ ପୁଅ / ମହେଶ ମିଶ୍ର) ନୟାଗଡ଼ ଏସ୍ ପି କେ. ବିଶାଳ ସିଂଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ବଡ଼ଧରଣର ସଫଳତା ମିଳିଥିବାର ଦେଖିବାକୁ ମିଳିଛି। ରାଜ୍ୟର ଏକ ବଡ଼ଧର
ନୟାଗଡ଼ରେ ୧୭୭ରୁ ୧୯୬କୁ ପଞ୍ଚାୟତ ସଂଖ୍ୟା ବୃଦ୍ଧି
ନୟାଗଡ଼,୧୦.୦୭ (ଓଡ଼ିଆ ପୁଅ) :ନୟାଗଡ଼ ଜିଲ୍ଲାର ନୂତନଭାବେ ୧୯ଟି ପଞ୍ଚାୟତ ଗଠନ କରାଯାଇଛି। ଫଳରେ ଜିଲ୍ଳାରେ ମୋଟ ପଞ୍ଚାୟତ ସଂଖ୍ୟା ୧୭୭ରୁ ୧୯୬ରେ ପହଞ୍ଚିଛି। ନୂଆ ପଞ୍ଚାୟତ ଭିତରେ �
ଓଡ଼ିଶା ଓବସି ଦୋଛକିରେ
- ଶ୍ରୀ ଧୂଳେଶ୍ୱର ମାଣିଆ ଦକ୍ଷିଣ ଓ ପଶ୍ଚିମ ଭାରତରୁ ଆରମ୍ଭ ହୋଇଥିବା ପଛୁଆବର୍ଗ ବିକାଶ ଆନ୍ଦୋଳନ ବିଷୟରେ ଓଡ଼ିଶାବାସୀ ଏତେ ପରିଚିତ ହୋଇନାହାଁନ୍ତି। ଶ୍ରୀ ପେରିୟାର, ଶ୍ରୀ ନାଇ
କନ୍ଧମାଳରେ ଜବାନଙ୍କ ଗୁଳିରେ ଆଦିବାସୀ ଗଣହତ୍ୟା : ଜାତୀୟ ମାନବିକ ଅଧିକାର କମିଶନଙ୍କ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଦାବିକଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର, ତା ୧୦.୦୭ (ଓଡ଼ିଆ ପୁଅ): : କନ୍ଧମାଳ ଜିଲ୍ଲାରେ କମ୍ବିଙ୍ଗ୍ ଅପରେସନ୍ ନାଁରେ ୬ଜଣ ଦିନ ମଜୁରିଆ ଆଦିବାସୀଙ୍କୁ ହତ୍ୟା କରିବା ଅତ୍ୟନ୍ତ ଦୁଃଖଦାୟକ। ଏହାକୁ ସମାଜବାଦୀ ପାର�
Reply all
Reply to author
Forward
0 new messages