ଆଜି ଜାନକୀବଲ୍ଲଭଙ୍କ ଘର ବାହୁଡା : ସ୍ବାଗତ ପାଇଁ କଂଗ୍ରେସ ନେତାଙ୍କ ପ୍ରସ୍ତୁତି - କଂଗ୍ରେସର ସ୍ବାର୍ଥ ପାଇଁ ହୋଇଥିଲା ବନ୍ଧୁମିଳନ : ହେମାନନ୍ଦ - ବ୍ୟକ୍ତିଗତ ଲାଳସା ଚରିତାର୍ଥ କରିବା ପାଇଁ ଉଦ୍ୟମ : ଶରତ

0 views
Skip to first unread message

ଜାନକୀବଲ୍ଲଭଙ୍କ ଘର ବାହୁଡା

unread,
Dec 11, 2014, 2:06:44 AM12/11/14
to odia-pua-b...@googlegroups.com
Today's News Headlines
ସିସୋର ବିସ୍ପୋରଣ : ପ୍ରଶାନ୍ତ କହିଲେ ଷଡଯନ୍ତ୍ରକାରୀ କଣ ପାଇଁ ଗିରଫ ହେଉନାହାନ୍ତିଁ - ପ୍ରଭାବଶାଳୀ ବ୍ୟକ୍ତି କିଏ ପ୍ୟାରୀମୋହନ ନା ସରୋଜ ସାହୁ ! -ଏଟି ମୁଖିଆ ପ୍ରଦୀପ ସେଠୀଙ୍କୁ ରିମାଣ୍ଡରରେ ନେବ ଇଡି

ଭୁବନେଶ୍ବର, 10 ଡିସେମ୍ବର - ସିସୋରର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ସ୍ବତନ୍ତ୍ର ସିଜିଏମ୍ କୋର୍ଟରେ ହାଜର କରାଯାଇଛି। ସେହିପରି ଏହି ସଂସ୍ଥାର ବ୍ରୋକର ଶୁଭଙ୍କର ନାୟକଙ୍କୁ ମଧ୍ୟ କୋର୍�Read More >>

ଆଜି ଜାନକୀବଲ୍ଲଭଙ୍କ ଘର ବାହୁଡା : ସ୍ବାଗତ ପାଇଁ କଂଗ୍ରେସ ନେତାଙ୍କ ପ୍ରସ୍ତୁତି - କଂଗ୍ରେସର ସ୍ବାର୍ଥ ପାଇଁ ହୋଇଥିଲା ବନ୍ଧୁମିଳନ : ହେମାନନ୍ଦ - ବ୍ୟକ୍ତିଗତ ଲାଳସା ଚରିତାର୍ଥ କରିବା ପାଇଁ ଉଦ୍ୟମ : ଶରତ

ଭୁବନେଶ୍ବର, 10 ଡିସେମ୍ବର   - ଆସାମର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରିଯାଇଛି। ଆସନ୍ତାକାଲି ସେ ରାଜଧାନୀRead More >>

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ଓ ଦୁର୍ନୀତି ପ୍ରତିବାଦରେ ରାଜଧାନୀରେ 5ଟି ବାମପନ୍ଥୀ ଦଳର ଗଣଧାରଣା

ଭୁବନେଶ୍ବର, 10 ଡିସେମ୍ବର - କେନ୍ଦ୍ର ଓ ରାଜ୍ୟସରକାରଙ୍କ ଜନ ବିରୋଧି ନୀତି ଓ ଦୁର୍ନୀତିର ପ୍ରତିବାଦରେ, ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ 5ଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍), Read More >>

ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନୀ : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ହେଲେ ଖୋଲିବ ଭାନୁମତୀ ପେଡି

ଭୁବନେଶ୍ବର, 10 ଡିସେମ୍ବର    - କଞ୍ଚାମାଲ ଅଭାବରୁ ଓଡ଼ିଶାରେ ଗଢ଼ି ଉଠିଥିବା ଅନେକ ଛୋଟବଡ଼ ଶିଳ୍ପ ସଂସ୍ଥା ବନ୍ଦ ହେବାକୁ ବସିଲାଣି। ଆଉ କେତେକ ଶିଳ୍ପ ରୁଗ୍ଣ ହୋଇଗଲାଣି। ସେହିRead More >>

ଦୁବାଇରେ ଓଡିଆ ଭଜନ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି - ପ୍ରବାସୀ ଓଡିଆଙ୍କ ମଧ୍ୟରେ ଆଗ୍ରହ

ଭୁବନେଶ୍ବର, 10ଡିସେମ୍ବର-ଜୟ ଜଗନ୍ନାଥ....ଜୟ ଜଗନ୍ନାଥ ଧ୍ବନିରେ ଏବେ କମ୍ପୁଛି ଦୁବାଇ। ଏହା ସଫଳ ହୋଇଛି ସେଠାରେ ବସବାସ କରୁଥିବା କିଛି ଓଡିଆ ଭାଇଭଉଣୀ ମାନଙ୍କୁ ନେଇ। ସେଠାରେ ବସବାସRead More >>

ନରେନ୍ଦ୍ର ପୁଷ୍କରିଣୀରୁ ଟିଣବାକ୍ସରେ ଭର୍ତ୍ତି ଶବ ଉଦ୍ଧାର

ପୁରୀ, 10 ଡିସେମ୍ବର  - ଶ୍ରୀକ୍ଷେତ୍ରର ପବିତ୍ର ନରେନ୍ଦ୍ର ପୁଷ୍କରିଣୀରୁ ବୁଧବାର ମଧ୍ୟାହ୍ନରେ ଦୁଇଟି ଟିଣବାକ୍ସରେ ଭାସୁଥିବା ଶବକୁ ଟାଉନ୍ ଥାନା ପୋଲିସ ଜବତ କରିଛି । ଖଣ୍ଡବିଖଣ�Read More >>

ଧାମରା ବନ୍ଦରର ଥିବା ସମସ୍ୟାର ସମାଧାନ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ନିର୍ଦେଶ

Read More >>

ନବକଳେବର ପାଇଁ ଏବେଠାରୁ ପୁରୀରେ ହାଇଆଲର୍ଟ

ପୁରୀ, 10 ଡିସେମ୍ବର  - ପୁରୀ ଜିଲ୍ଲାରେ ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଧରିବା ପାଇଁ ପୋଲିସ ଅଭିନବ ଉପାୟ କରିଛି। ଏସ.ପି. ଆଶିଷ ସିଂ ନବ କଳେବର ଯାତ୍ରା ଦୃଷ୍ଟିରୁ ସମ�Read More >>

Reply all
Reply to author
Forward
0 new messages