ମାଓବାଦୀଙ୍କ ହାତଲେଖା ନେଇ ଚର୍ଚା |
ନୟାଗଡ଼;୨୧/୭(ଓଡ଼ିଆ
ପୁଅ/ମହେଶ ମିଶ୍ର); ଗତ କିଛିଦିନ ହେବ ଦଶପଲ୍ଲା ଅଂଚଳରେ ମାଓବାଦୀଙ୍କ ହାତଲେଖାକୁ ନେଇ
ଚର୍ଚ୍ଚା ଚାଲିଥିବା ବେଳେ ଏବେ ନୂଆଗାଁ ଅଂଚଳରେ ମାଓବାଦୀଙ୍କ ହାତଲେଖାକୁ ନେଇ ଏକ ଭୟର
ବାତାବରଣ ଦେଖାଦେଇଛି। ସୂଚନା ଥାଉକି ନୂଆଗାଁ ନିକଟବର୍ତି ଦଶପଲ୍ଲା ବ୍ଲକର ମାଓ
ଅଧ୍ୟୁଷିତ ଅଂଚଳରେ ମାଓ ସଂଗଠନ ସକ୍ରିୟ �
|
Read More >> |
ପ୍ରଧାନ ଶିକ୍ଷକଙ୍କୁ ଘରୁ ବାଘ ଓ ହରିଣ ଚମଡା ଜବତ, ଜଣେ ଗିରଫ |
ନୟାଗଡ଼;୨୧/୭(ଓଡ଼ିଆ
ପୁଅ/ମହେଶ ମିଶ୍ର); ବନବିଭାଗ ପକ୍ଷରୁ ଜଣେ ପ୍ରଥାନ ଶିକ୍ଷକଙ୍କ ଘରେ ଚଢଉ କରି ବାଘ ଓ
ହରିଣ ଚମଡା ଜବତ ହୋବାସହ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି ବନବିଭାଗ। ସୂଚନା ମୁତାବକ
ନୟାଗଡ ଜିଲ୍ଲା ପଞ୍ଚିରିଡା ବନାଞ୍ଚଳ ଅନ୍ତର୍ଗତ କଲ୍ୟାଣପୁର ଗାଁର ଶଶାଙ୍କ ମିଶ୍ରଙ୍କ
ଘରୁ ଗୁରୁବାର ଦିନ ସକାଳେ ବନ ବିଭାଗ ଖବର ପାଇ ଚଢାଉ କରି ଗୋଟିଏ ବାଘ ଓ ହରିଣର ଚମଡା |
Read More >> |
ନବଜାତ ଶିଶୁ କନ୍ୟାକୁ ଅନ୍ୟ ହାତରେ ଟେକିଲା ମାଆ |
ନୟାଗଡ଼;୨୧/୭(ଓଡ଼ିଆ
ପୁଅ/ମହେଶ ମିଶ୍ର); ଏକ ନବଜାତ ନିଷ୍ପାପ କନ୍ୟାକୁ ୧୫ଶହ ଟଙ୍କାରେ ବିକ୍ରି ଉଦ୍ୟମ
କରୁଥିବା ଜଣେ ମହିଳାଙ୍କ କଥା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଣି ଜଣେ
ସେଭଲି ଏକ ଘଟଣା ସାମନାକୁ ଆସିବା ପରେ ଜିଲ୍ଲାରେ କନ୍ୟା ପ୍ରତି ଲୋକଙ୍କ ମନୋଭାବ
ସ୍ପଷ୍ଟ ହୋଇଛି। ସୂଚନା ମୁତାବକ ନୟାଗଡ ବ୍ଲକ ନଡିଆଳି ପଞ୍ଚାୟତ ବଢିଆସାହିର ବିନି ମାଝି
ନାମ |
Read More >> |
ଆଇଏଏସ ସଂଘର ବୈଠକ ସମ୍ପନ୍ନ - ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତାବ ଗ୍ରହିତ |
ଭୁବନେଶ୍ୱର,
୨୧ ଜୁଲାଇ (ଓଡ଼ିଆ ପୁଅ) - ନିଳଦ୍ରି ବିଜେ ବେଳେ ପୁରୀ ସେବାୟତମାନେ ପୁରୀ ଜିଲ୍ଲାପାଳ
ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କୁ ଦୁର୍ବବ୍ୟବହାର କରିଥିବା ଘଟଣା ଉପରେ ସଂଘ ପକ୍ଷରୁ ଉଦ୍
ବେଗ ପ୍ରକାଶ କରାଯିବା ସହ ଏହାକୁ ନିନ୍ଦା କରାଯାଇଥିଲା। ସେବାୟତ ମାନଙ୍କ ବି
|
Read More >> |
ଶ୍ରୀ ମନ୍ଦିରର ପରିଚାଳନାରେ ସଂସ୍କାର ପାଇଁ କମିଶନ ଗଠିତ |
ଭୁବନେଶ୍ୱର,
୨୧ ଜୁଲାଇ (ଓଡ଼ିଆ ପୁଅ) - ଶ୍ରୀ ମନ୍ଦିରର ପରିଚାଳନାରେ ସଂସ୍କାର ପାଇଁ ଏକ କମିଶନ
ଗଠନ କରାଯିବ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ
ଅଧ୍ୟକ୍ଷତାରେ ବିଚାରବିଭାଗୀୟ କମିଶନ ଗଠନ କରାଯିବ। ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ
ମହି ମୋହନ ତ୍ରିପାଠୀ ସହଯୋଗ କରିବେ ବୋଲି ରାଜ୍ୟ ଆଇ
|
Read More >> |
ଦୁଇ ହାର୍ଡକୋର ମାଓବାଦୀଙ୍କ ସହ ୫ ମାଓବାଦୀଙ୍କ ଆତ୍ମସମର୍ପଣ |
ମାଲକାନଗିରି,
୨୧ ଜୁଲାଇ (ଓଡ଼ିଆ ପୁଅ)- ମାଲକାନଗିରି ପୋଲିସ୍ ନିକଟରେ ଆଜି ପାଞ୍ଚ ଜଣ ମାଓବାଦୀ
ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ହାର୍ଡକୋର୍ ମାଓବାଦୀ ଅଛନ୍ତି।
ସେମାନେ ହେଲେ ବୁଦ୍ରା କାୱାସି(୩୭) ଓରଫ ଶୁକଦେବ ଓ କାନି ମାଦ୍ରାମି(୩୨) ଓରଫ
ରୁକ୍ମିଣୀ। ଉଭୟେ ସମ୍ପର୍କରେ ପତିପତ୍ନୀ। ଶୁକଦେବ କାଲ�
|
Read More >> |
ନିଳାଦ୍ରୀ ବିଜେ ଅଘଟଣର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ରାଜଧାନୀ ଓ ପୁରୀରେ ସ୍ପେଶାଲ ସ୍କ୍ୱାର୍ଡ଼ ପୋଲିସ୍ ଆଜି ସେବକଙ୍କ ମହାମେଳି ବୈଠକ |
ପୁରୀ,
୨୧ ଜୁଲାଇ(ଓଡ଼ିଆ ପୁଅ) - ରବିବାର ୧୭ ତାରିଖ ନିଳାଦ୍ରୀ ବିଜେ ଦିନ ସୁଦର୍ଶନଙ୍କ
ପହଣ୍ଡିରେ ବିଳମ୍ବ, ରଥ ଉପରକୁ ଯୁବତୀ ଯିବା, ଜିଲ୍ଲାପାଳଙ୍କୁ ଗାଳିଗୁଲଜ ଓ ହତ୍ୟା
ଧମକ, ପୋଷ୍ଟର ପାଇଁ ଆହ୍ୱାନ ଦେବା ଘଟଣାର ମୁଖ୍ୟଙ୍କୁ ଏବେ ପୁରୀ ଏସ୍ .ପି.ଙ୍କ
ନେତୃତ୍ୱରେ ୬ଟି
|
Read More >> |
ରାଜ୍ୟ ସଡ଼କ ଯୋଜନାର ୩ଟି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ଅନ୍ୟ ପ୍ରକଳ୍ପ ଗୁଡିକ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ସମୟ ନିର୍ଘଂଟ ଧାର୍ଯ୍ୟ |
ଭୂବନେଶ୍ୱର,
୨୧ ଜୁଲାଇ (ଓଡ଼ିଆ ପୁଅ)- ରାଜ୍ୟ ସଡ଼କ ପ୍ରକଳ୍ପ ଯୋଜନାରେ ୩ଟି ପ୍ରକଳ୍ପ ପୂଣ୍ଣ
ର୍ାଙ୍ଗ ହୋଇଛି। ଗୁରୁାବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅଦିତ୍ୟ ପ୍ରସାଦ
ପାଢ଼ୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କ୍ଷମତା ପ୍ରାପ୍ତ କମିଟି ବୈଠକର
ସମୀକ୍ଷାରୁ ଏହା ଜଣାପଡିଛି। ଅନ୍ୟାନ୍ୟ ପ୍ରକଳ୍
|
Read More >> |
ନଗଡା
ମାମଲାରେ ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ଲୋଡିଲା ବିଜେପି -ବିଧାୟକ ରବି ନାଏକଙ୍କ
ବିଧାନସଭାରେ ପ୍ରଶ୍ନକୁ ସରକାର ଠିକ ଭାବେ ବୁଝିଥିଲେ ଶିଶୁ ମାନଙ୍କୁ ବଂଚା ଯାଇ
ପାରିଥାନ୍ତା -ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ସରକାର ବିଧାନସଭାରେ ପ୍ରକାଶିତ
କଲେ ମଧ୍ୟ କାହିଁକି ନେଉ ନ ଥିଲେ ସେମାନଙ୍କର ଯତ୍ନ -ମୁଖ୍ୟମନ୍ତ୍ରୀ ବା ଅନ୍ୟ କେହି
ମନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ ନ କରିବା କ୍ଷୋଭର ବିଷୟ |
ଭୁବନେଶ୍ୱର,
୨୧ ଜୁଲାଇ(ଓଡ଼ିଆ ପୁଅ) - ରାଜ୍ୟପାଳ ତାଙ୍କର ସାମ୍ବିଧାନିକ ବିଶେଷ ଅଧିକାର ପ୍ରୟୋଗ
କରି ଜନଜାତି ଅଧ୍ୟୁଷିତ ନଗଡା ଗାଁ ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି
ରାଜ୍ୟପାଳ ଡ. ଏସ.ସି ଜମିରଙ୍କୁ ଭେଟିଦାବି ଜଣାଇଛି। ଶିଳ୍ପ ଓ ଖଣିଜ ସମ୍ପଦରେ ଭରା
ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନମଣ୍ଡଳୀର ନଗଡ�
|
Read More >> |
କନ୍ଧମାଳ ଗୁଳିକାଣ୍ଡ ଘଟଣା - ଅନୁଧ୍ୟାନ ପାଇଁ କନ୍ଧମାଳ ଗସ୍ତରେ ଆସନ୍ତା ୨୩ରେ ଆସିବେ ଏଆଇସିସିର ୫ ଜଣିଆ ପ୍ରତିନିଧି ଦଳ |
ଭୁବନେଶ୍ୱର,
୨୧ ଜୁଲାଇ (ଓଡ଼ିଆ ପୁଅ)- କନ୍ଧମାଳ ବାଲିଗୁଡା ଥାନା ଅନ୍ତର୍ଗତ ଗୁମୁଡୁମାହା ଗ୍ରାମରେ
ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ ଜଣ ନିରୀହ ଆଦିବାସୀ ପ୍ରାଣ ହରାଇବା ଘଟଣାର
ଅନୁଧ୍ୟାନ ପାଇଁ ଏଆଇସିସି ର ଏକ ପ୍ରତିନିଧି ଦଳ ଶନିବାର ଓଡିଶା ଗସ୍ତରେ ଆସିବେ ବୋଲି
ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ସୂଚନା
|
Read More >> |
ଉଭୟ
ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ପ୍ରସାଦ ହରିଚନ୍ଦନ -ରାଜ୍ୟ ସରକାରର
ଅପାରଗତା ଯୋଗୁଁ ଫସଲ ବୀମା ସହାୟତା ରାଶି ପାଇବାରୁ ବଂଚିତ ହୋଇଛନ୍ତି ୨୨ଲକ୍ଷ ଚାଷୀ -
୧ମାସ ମଧ୍ୟରେ ସହାୟତା ନମିଳିଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ କୃଷକ ସେଲ |
ଭୁବନେଶ୍ୱର
୨୧ ଜୁଲାଇ (ଓଡ଼ିଆ ପୁଅ)- ଗତବର୍ଷର ଖରିଫ୍ ଫସଲ ପାଇଁ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ
ଫସଲ ବୀମା ଟଙ୍କା ମିଳିନାହିଁ। ଏହା ମଧ୍ୟରେ ରବି ଋତୁ ଯାଇ ପୁଣି ଖରିଫ୍ ଋତୁ ଆସିଥିଲେ
ମଧ୍ୟ ଗତବର୍ଷ ବୀମା ପାଇଁ ପ୍ରିମିୟମ୍ ଦାଖଲ କରିଥିବା ୨୧ ଲକ୍ଷ ୫୨ ଲକ୍ଷ ୫୯୦
ଚାଷୀଙ୍କୁ ଟଙ୍କା ଦିଆଯାଇନାହିଁ। ପ୍ରିମିୟମ୍ ବାବ�
|
Read More >> |
ଡେଙ୍ଗୁ
ସ୍ଥିତି ସମ୍ପର୍କିତ ରିପୋର୍ଟରେ ରହୁନି ତାଳମେଳ - ଡେଙ୍ଗୁ ନିୟନ୍ତ୍ରଣରେ ସରକାରଙ୍କ
ପଦକ୍ଷେପ ସନ୍ତୋଷ ଜନକ, ଆକ୍ରାନ୍ତ ହାର ହ୍ରାସ ପାଉଛିଁ -କେନ୍ଦ୍ରୀୟଟିମ୍ ମୁଖ୍ୟ ଡାଃ
ସୋନାଲ - ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୨କୁ ବୃଦ୍ଧି |
ଭୁବନେଶ୍ୱର
୨୧ ଜୁଲାଇ (ଓଡ଼ିଆ ପୁଅ)- ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣ ନେଇ ସରକାରଙ୍କ ପଦକ୍ଷେପ
ସନ୍ତୋଷ ଜନକ। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷାକୃତ କମିଛି। ଡେଙ୍ଗୁ ପାଇଁ
କୌଣସି ପ୍ରକାର କେହି ଆତଙ୍କିତ ହେବାର କାରଣ ନାହିଁ ବୋଲି କେନ୍ଦ୍ରୀୟ ଟିମ୍ ର ନେତୃତ୍ୱ
ନେଇ ଥିବା କେନ୍ଦ୍ର ଏନ୍ .ଭି.ବି.ଡି.ସି.ପି ଅତିରିକ
|
Read More >> |
ମହାଦନୀ
ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ -୨ ରାଜ୍ୟ ମଧ୍ୟରେ ଆଲୋଚନା ନେଇ
ମନ୍ତ୍ରଣାଳୟ ପକ୍ଷରୁ ଚିଠି ଆସିନାହିଁ : ମନ୍ତ୍ରୀ ଦେବୀ ମିଶ୍ର |
ଭୁବନେଶ୍ୱର
୨୧ ଜୁଲାଇ (ଓଡ଼ିଆ ପୁଅ)- ମହାନଦୀର ଉପମୁଣ୍ଡରେ ଛତିଶଗଡ ରାଜ୍ୟର ବ୍ୟାରେଜ ନିର୍ମାଣ
କାର୍ଯ୍ୟକୁ ନେଇ ଉଭୟ ଓଡିଶା ଓ ଛତିଶଗଡ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ
ଜଳସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ୨ ରାଜ୍ୟକୁ ଡାକି ଆଲୋଚନା କରାଯିବ ବୋଲି ଗଣମାଧ୍ୟମରେ
ଯାହା ପ୍ରକାଶ ପାଇଛି ସେନେଇ ମୁଖ୍ୟମନ୍ତ୍ର
|
Read More >> |
ନଗଡା ସମେତ ଅନ୍ୟାନ୍ୟ ଅଞ୍ଚଳର ଜୁଆଙ୍ଗମାନଙ୍କ ବିକାଶ ପାଇଁ ପଦକ୍ଷେପ ନିଆଯିବ |
ଭୁବନେଶ୍ୱର
୨୧ ଜୁଲାଇ(ଓଡ଼ିଆ ପୁଅ)- ଯାଜପୁର ଜିଲ୍ଲାର ନଗଡା ଶିଶୁ ମଡକ ଘଟଣାକୁ ଦୃଷ୍ଟିରେ ରଖି
ସମ୍ପୃକ୍ତ ଗ୍ରାମରେ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ଏହାକୁ ତ୍ୱରାନ୍ୱିତ କରିବା
ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି। ଭବିଷ୍ୟତରେ ଯେପରି ଏପରି ଘଟଣାର
ପୁନରାବୃତ୍ତି ନହେବ ସେଥିପାଇଁ ପଦକ୍ଷେପ ନିଆଯାଉ�
|
Read More >> |
ଆଗାମୀ ଶିକ୍ଷା ବର୍ଷ ଆରମ୍ଭରୁ ପାଠ୍ୟପୁସ୍ତକ ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ |
ଭୁବନେଶ୍ୱର,
୨୧ ଜୁଲାଇ (ଓଡ଼ିଆ ପୁଅ) - ଆଗାମୀ ଶିକ୍ଷା ବର୍ଷ ଆରମ୍ଭରୁ ହିଁ ଛାତ୍ର ଛାତ୍ରୀମାନେ
ଯେପରି ପାଠ୍ୟ ପୁସ୍ତକ ପାଇପାରିବେ ସେ ଦିଗରେ ଅଧିକ ଯତ୍ନଶୀଳ ହୋଇ ପଦକ୍ଷେପ ନେବା ଲାଗି
ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପାଠ୍ୟ ପୁସ୍ତକ
ଯୋଗାଣ ସମ୍ପର୍କରେ ଆଜି ସଚ�
|
Read More >> |
ନିଳାଦ୍ରୀ
ବିଜେ ସମୟରେ ବିଶୃଙ୍ଖଳା ଦୁର୍ଭାଗ୍ୟଜନକ:ସୂର୍ଯ୍ୟ ନାରାୟଣ ପାତ୍ର - ବିଶୃଙ୍ଖଳା ଦୂର
କରିବା ପାଇଁ ତିରୁପତି ଢ଼ାଞ୍ଚାରେ ଟ୍ରଷ୍ଟ ବୋର୍ଡ଼ ଗଠନ କରିବା ଜରୁରୀ |
ଭୁବନେଶ୍ୱର,
୨୧ ଜୁଲାଇ (ଓଡ଼ିଆ ପୁଅ) - ଚତୁର୍ଦ୍ଧା ମୂର୍ତ୍ତିଙ୍କର ନିଳାଦ୍ରି ବିଜେରେ ଘଟିଥିବା
ବିଶୃଙ୍ଖଳା ଦୁର୍ଭାଗ୍ୟଜନକ ବୋଲି ବିଜେଡ଼ିର ବରିଷ୍ଠ ନେତା ତଥା ଉପସଭାପତି ସୂର୍ଯ୍ୟ
ନାରାୟଣ ପାତ୍ର ମନ୍ତବ୍ୟ ଦେବା ସହ ଶ୍ରୀମନ୍ଦିର ପରିଚାଳନାରେ ଦେଖାଦେଇଥିବା
ବିଶୃଙ୍ଖଳାକୁ ଦୂର କରିବା ପାଇଁ ତିରୁପତି ଢ଼ାଞ୍ଚ
|
Read More >> |
ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ |
ସମ୍ବଲପୁର,
୨୧ ଜୁଲାଇ(ଓଡ଼ିଆ ପୁଅ) - ସମ୍ବଲପୁର ଜିଲ୍ଲା ସଦର ମହକୁମାର ବୁର୍ଲା ଠାରେ
ନିର୍ମାଣାଧୀନ ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ ବା ତାରାମଣ୍ଡଳ କାର୍ଯ୍ୟକ୍ଷମ ହୋଇପାରୁ
ନାହିଁ। ଗତବର୍ଷ ମାର୍ଚ୍ଚ ମାସରେ ଏହା ଜନସାଧାରଣଙ୍କ ପାଇଁ ଖୋଲାଯିବାର ଥିଲା। ହେଲେ
କୋଠା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର�
|
Read More >> |
ଡେବ୍ରୀଗଡ଼ କଟେଜଗୁଡ଼ିକର ନବୀକରଣ ଆରମ୍ଭ : ୮ ନୂଆ କଟେଜ ନିର୍ମାଣ ଯୋଜନା |
ସମ୍ବଲପୁର,
୨୧ ଜୁଲାଇ(ଓଡ଼ିଆ ପୁଅ) - ସମ୍ବଲପୁର ଜିଲ୍ଲାର ହୀରାକୁଦ ଜଳଭଣ୍ଡାରର ବିସ୍ତିର୍ଣ୍ଣ
ଜଳରାଶି ପାର୍ଶ୍ୱରେ ଥିବା ଡେବ୍ରୀଗଡ଼ ଅଭୟାରଣ୍ୟକୁ ଆକର୍ଷିତ କରିବା ପାଇଁ ବନ ବିଭାଗ
ପକ୍ଷରୁ ଯୋଜନା କରାଯାଇଛି। ଏଠାରେ ଇକୋ ଟୁରିଜମ୍ ବା ପରିବେଶ ପର୍ଯ୍ୟଟନକୁ ଗୁରୁତ୍ୱ
ଦେବା ସହିତ ସଂପୃକ୍ତ ଇଲାକାକୁ ବିକଶିତ କରାଯିବ।
|
Read More >> |
ମାୟାବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା |
ଭୁବନେଶ୍ୱର
୨୧-୭(ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜପାର୍ଟି
ନେତ୍ରୀ ସୁଶ୍ରୀ ମାୟାବତୀଙ୍କ ବିରୋଧରେ ଜନୈକ ବି.ଜେ.ପି ନେତାଙ୍କର ଅଶାଳୀନ
ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋର ନିନ୍ଦା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଣେ ରାଷ୍ଟ୍ରୀୟ ନେତାଙ୍କ ବ�
|
Read More >> |
କେବେ କାର୍ଯ୍ୟକ୍ଷମ ହେବ ସମ୍ବଲପୁରର ଆଧୁନିକ ବସ ଟର୍ମିନସ ? |
ସମ୍ବଲପୁର,
୨୧/୭ (ଓଡ଼ିଆ ପୁଅ)- କ୍ରମବର୍ଦ୍ଧିଷ୍ଣୁ ସମ୍ବଲପୁର ସହର ପାଇଁ ଅତ୍ୟାବଶ୍ୟକ ନୂଆ
ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି
ନାହିଁ। ଏବେ ଆଗାମୀ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଏହାକୁ ଉଦ୍ ଘାଟନ କରିବା
ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ସହରର ଅଇଁଠାପ�
|
Read More >> |