ଶିଶୁ ଅଦଳ ବଦଳ ଘଟଣାରେ ୨ ନର୍ସଙ୍କ ସମେତ ୩ କର୍ମଚାରୀଙ୍କ ବଦଳି |
ସମ୍ବଲପୁର, ୧୮/୬ (ଓଡ଼ିଆ ପୁଅ)- ବୁର୍ଲା ମେଡ଼ିକାଲ - ଭିମସାର ନବଜାତ ଶିଶୁ ଜତ୍ନ ୟୁନିଟରେ ହୋଇଥିବା ଶିଶୁ କନ୍ୟା ଅଦଳ ବଦଳ ଘଟଣାରେ କର୍ତ୍ତୃପକ୍ଷ ୩ ଜଣ କର୍ମଚାରୀଙ୍କୁ ବଦଳି କରିଛନ୍ତି। ଏମାନଙ୍କ ମଧ୍ୟରେ ବିଭାଗର ୨ ଜଣ ନର୍ସ ଓ ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠା
|
Read More >> |
ବିଶିଷ୍ଟ ଶିଶୁ ସାହିତ୍ୟିକ ବଟକୃଷ୍ଣ ଓଝାଙ୍କୁ ଅଭିନନ୍ଦନ |
କୋରେଇ, ୧୮ ଜୁନ (ଓଡ଼ିଆ ପୁଅ) - ଶିଶୁ ସାହିତ୍ୟ କ୍ଷେତ୍ରରେ ଜୀବନ ବ୍ୟାପୀ ସାରସ୍ୱତ ସାଧନାପାଇଁ ଯାଜପୁର ମାଟିର ସୁଯୋଗ୍ୟ ସନ୍ତାନ ବଟକୃଷ୍ଣ ଓଝା କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଚଳିତ ବର୍ଷ (୨୦୧୬)ର 'ବାଲ ସାହିତ୍ୟ' ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟବିବେଚିତ ହୋଇଛନ୍ତି। ଏହି ଖବର ପାଇ କୋରାଇ ମଣ୍ଡଳ ସାହିତ୍ୟ ସ��
|
Read More >> |
ସମ୍ବଲପୁରରେ ଡବଲ ମର୍ଡ଼ର |
ସମ୍ବଲପୁର, ୧୮ ଜୁନ (ଓଡ଼ିଆ ପୁଅ) - ଜିଲ୍ଲାର ଭୋଇମୁଣ୍ଡା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଡବଲ ମର୍ଡ଼ର ଘଟିଯାଇଛି। ଦେଢ଼ଶୂର ଓ ଭାଇବୋହୂ ରାତ୍ର ଭୋଜନ ସାରି ଶୋଇଥିବା ସମୟରେ ତାଙ୍କୁ କେହି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ପରିବାର ଲୋକେ ବାହାଘର କାମରେ ଘରୁ ବାହାରକୁ ଯାଇଥ�
|
Read More >> |
ସ୍ନାନପୂର୍ଣ୍ଣମୀ ପାଇଁ ପୋଲିସ୍ ପ୍ରଶାସନର ପ୍ରସ୍ତୁତି |
ପୁରୀ, ୧୮ ଜୁନ୍ (ଓଡ଼ିଆ ପୁଅ) - ପବିତ୍ର ସ୍ନାନ ପୂର୍ଣ୍ଣମୀ ପାଇଁ ପୁରୀ ଏସ୍ .ପି. ଡଃ ସାର୍ଥକ ଷଡ଼ଙ୍ଗୀ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ନାଟମଣ୍ଡପ ଓ ଗର୍ଭଗୃହରେ ବ୍ୟାପକ ପୋଲିସ୍ ସୁରକ୍ଷାରେ ରହିବେ। ଟ୍ରାଫିକ୍ ପାଇଁ ୪ଜଣ କମାଣ୍ଡାଣ୍ଟ, ୭ ଡେପୁଟି କମାଣ୍ଡାଣ୍ଟ, ୯ ଡିଏସ୍ ପି, ୨୫ ଇନ୍
|
Read More >> |
ଜଗମୋହନ ମରାମତି ପାଇଁ ଷ୍ଟିଲ୍ ଫ୍ରେମ୍ , ଚାଦର, ବିମ୍ ପହଞ୍ଚିଲା |
ପୁରୀ, ୧୮ ଜୁନ୍ (ଓଡ଼ିଆ ପୁଅ) - ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଆଜି ଷ୍ଟିଲ୍ ଫ୍ରେମ୍ , ଚାଦର, ବିମ୍ ସବୁ ଆସି ପହଞ୍ଚିଛି। ଜଗମୋହନ ମରାମତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଓ ଶ୍ରୀଗୁଣ୍ଡିଚା ପରେ ଗର୍ଭଗୃହ ଓ ଜଗମୋହନ ଖାଲି ପଡ଼ୁଥିବାରୁ ମରାମତି କାମ ଦ୍ରୁତଗତିରେ ଚାଲିବ। ଭକ୍ତ ମହଲରୁ ଓ ବିଭିନ୍ନ ପଟୁ ଚାପ ପଡ଼ି�
|
Read More >> |
ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମଧୁଗୀତି ସିଡ଼ି ଉନ୍ମୋଚିତ |
ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ)- ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମଧୁଗୀତି ସିଡ଼ି ଉନ୍ମୋଚିତ ହୋଇଯାଇଅଛି। ଏଥିରେ ଆଠଗୋଟି ମଧୁବାବୁଙ୍କ ରଚିତ ଗୀତ ଯଥା ଆହେ ବିଶ୍ୱପତି, ତୁ ପରା ବୋଲାଉ, ଉଠରେ ଉଠରେ, ମାତା ମାତା ରବ, ମାଆ ମାଆ ବୋଲି, ଗଙ୍ଗା ଗୋଦାବରୀ, ପ୍ରେମର ଚୁମ୍ବନ ଏବଂ ଜାତି ଇତିହାସ ସ୍ଥାନ ପାଇ� |
Read More >> |
ଶ୍ରୀମନ୍ଦିରରେ ଦଇତା ସେବାୟତ ପ୍ରବେଶ କଲେ ସ୍ନାନପୂର୍ଣ୍ଣିମା ଅଣସରସେବା, ପଟ୍ଟିଦିଅଁ, ଅଣସର ସେବା ଆରମ୍ଭ ହେବ |
ପୁରୀ, ୧୮ ଜୁନ୍ (ଓଡ଼ିଆ ପୁଅ) - ଶ୍ରୀମନ୍ଦିରରେ ଆଜି ଅଣସର ସେବା, ସ୍ନାନପୂର୍ଣ୍ଣମୀ ନୀତି ସମାପନ ପାଇଁ ଦଇତା ସେବାୟତଙ୍କ ପ୍ରବେଶ ହୋଇଛି। ଅଣସର ସମୟରେ ଗୁରୁତ୍ୱପୂର୍ଣ୍ଣ ସେବା ଦଇତାପତିଙ୍କ ଦ୍ୱାରା ସମାପନ ହେବ। ଏତଦ୍ ବ୍ୟତୀତ ସ୍ନାନପୂର୍ଣ୍ଣମୀ ପାଇଁ ବିଭିନ୍ନ ନୀତି ସମାପନ, ଚାରମାଳ ବନ୍ଧା, ପହଣ୍ଡି ବିଜେ, ସ୍ନାନବେଦ
|
Read More >> |
ଇ-ଷ୍ଟାମ୍ପିଂ ବ୍ୟବସ୍ଥା ସହିତ ଷ୍ଟାମ୍ପ ଭେଣ୍ଡରମାନଙ୍କ ଦ୍ୱାରା ଷ୍ଟାମ୍ପ ପେପର ବିକ୍ରି ଜାରି ରହିବ |
ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ)- ରାଜ୍ୟରେ ଇ-ଷ୍ଟାମ୍ପିଂ ବ୍ୟବସ୍ଥା ପ୍ରଚଳନ କରାଯିବ। ଷ୍ଟାମ୍ପ ଭେଣ୍ଡରମାନଙ୍କ ଜରିଆରେ ବିକ୍ରି କରାଯାଉଥିବା ପାରମ୍ପରିକ ଷ୍ଟାମ୍ପ ପେପରର ବିକ୍ରୟ ତଥା ବ୍ୟବହାର ମଧ୍ୟ ପୂର୍ବବତ୍ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଜନସାଧାରଣ ସୁବିଧାରେ ଷ୍ଟାମ୍ପ ଡ୍ୟୁଟି ପଇଠ କରି ଷ�
|
Read More >> |
ଆସଫ ଅଲ୍ଲୀ ଖାଁ କଂଗ୍ରେସ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଆବାହକ ନିଯୁକ୍ତ |
ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ)- ଅଖିଳ ଭାରତ କଂଗ୍ରେସ କମିଟିର ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ମୀନାକ୍ଷୀ ନଟରାଜନ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଓଡିଶା ପାଇଁ ରାଜ୍ୟ ଆବାହକ ଭାବେ ଶ୍ରୀ ଆସଫ ଅଲ୍ଲୀ ଖାଁଙ୍କୁ ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କୁ ପତ୍ର ଦ୍ୱାରା |
Read More >> |
ସେଣ୍ଟ ପିଟର୍ସବର୍ଗ ଆନ୍ତର୍ଜାତିକ ଅର୍ଥନୈତିକ ଫୋରମରୁ ଫେରିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ -ଋଷିଆ- ଭାରତ ବ୍ୟାବସାୟିକ ସମ୍ପର୍କ ବୃଦ୍ଧି ପାଇଁ ସହାୟକ ହେବ ଗସ୍ତ - ଧର୍ମେନ୍ଦ୍ର ପ୍ରଧାନ |
ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ)- ଋଷିଆର ସେଂଟ ପିଟର୍ସବର୍ଗଠାରେ ଦୁଇ ଦିବସୀୟ ଆନ୍ତର୍ଜାତିକ ଅର୍ଥନୈତିକ ଫୋରମରେ ଭାରତର ପ୍ରତିନିଧିତ୍ୱ କରି ଫେରିବା ଅବସରରେ ତାଙ୍କ ଗସ୍ତ ଋଷିଆ ଓ ଭାରତ ମଧ୍ୟରେ ଅର୍ଥନୈତିକ ସହଯୋଗରେ ବ୍ୟାପକ ବୃଦ୍ଧି ଘଟାଇବାରେ ସହାୟକ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ�
|
Read More >> |
କେନ୍ଦ୍ର ସରକାରଙ୍କ ଦୁଇ ବର୍ଷର ସଫଳତା - ଓଡିଶାକୁ ବିପୁଳ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା |
ସୁନ୍ଦରଗଡ / ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ) - ୩୦ ବର୍ଷର ଇତିହାସ ଭାଙ୍ଗି ପୂର୍ଣ ସଂଖ୍ୟା ଗରିଷ୍ଠତାର ସହିତ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବ୍ୟବହିତ ପୂର୍ବରୁ ତାଙ୍କର ସରକାର ଗରୀବଙ୍କ ପାଇଁ ସମର୍ପିତ ରହିବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ଶାସନର ଦୁଇ ବର୍ଷ ପରେ ପ୍ରତିଟ�
|
Read More >> |
୨୦୧୫-୧୬ ବର୍ଷରେ ୭୭ କୋଟି ୫୮ ଲକ୍ଷ ଟଙ୍କାର ବ୍ୟବସାୟ କରିଛି ବୟନିକା: - ବୟନ ଭବନରେ ଖୋଲିବ ଫାବ୍ରିକ୍ ଲାଇବ୍ରେରୀ |
ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ)- ଭୁବନେଶ୍ୱରର ଜବାହରଲାଲ ନେହେରୁ ମାର୍ଗସ୍ଥିତ ବୟନ ଭବନ ପରିସରରେ ଏକ ଅତ୍ୟାଧୁନିକ ଫାବ୍ରିକ୍ ଲାଇବ୍ରେରୀ ଖୋଲାଯିବ ବୋଲି ଓଡ଼ିଶା ରାଜ୍ୟ ପ୍ରାଥମିକ ବୁଣାକାର ସମବାୟ ସମିତି(ବୟନିକା)ର ବାର୍ଷିକ କାର୍ଯ୍ୟାବଳୀ ସମୀକ୍ଷାରେ ନିଷ୍ପତ୍ତି ନିଆଯାଇଛି। ଏହି ଲାଇବ୍ରେରୀରେ ଓଡ଼ିଶାର ଜାତୀ
|
Read More >> |
ପି-ପାସ୍ ବ୍ୟବସ୍ଥା ଉପରେ ଗୁରୁତ୍ତ୍ୱ ଦିଅ -୨ ମାସ ମଧ୍ୟରେ ରାସନ୍ କାର୍ଡ ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ |
ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ)-ଧାନ ସଂଗ୍ରହ କାର୍ଯ୍ୟକୁ ବ୍ୟବସ୍ଥିତ କରିବ। ନିମନ୍ତେ ପି-ପାସ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଳ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାସନ୍ କାର୍ଡ ତାଲିକାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡନ୍ତି ଏବଂ �
|
Read More >> |
ସଫଳ ଜିଲ୍ଲାପାଳ ମାନଙ୍କୁ ପୁରସ୍କୃତ କରିବେ ରାଜ୍ୟ ସରକାର |
ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ)-ବିଭିନ୍ନ କ୍ଷେତ୍ରରେ ସଫଳ ପ୍ରଦର୍ଶନ କରୁଥିବା ଜିଳ୍ଲା ମାନଙ୍କୁ ର।ଜ୍ୟ ସର କାର ପ୍ରୋତ୍ସାହନ ସ୍ୱରୂପ ପୁରସ୍କାର ଦେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳ ପକ୍କା ଘର ନିର୍ମାଣ କ୍ଷେତ୍ରରେ ଥିବା ପ୍ରୋତ୍ସାହନ ବଣ୍ଟନ
|
Read More >> |
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୩ ଜିଲ୍ଲାପାଳଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ - ଫୁଡ୍ ପ୍ରୋସେସିଂରେ ସଫଳତା ପାଇଁ ମୟୂରଭଂଜ ଜିଲ୍ଲା ପ୍ରଥମ |
ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ)-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳମାନଙ୍କ ଦକ୍ଷତା ମାପିବା ପାଇଁ ଗଠିତ କମିଟିର ରିପୋର୍ଟ ଆଧାରରେ ମୟୂରଭଂଜ ଜିଲ୍ଲା ସବୁଠାରୁ ଆଗରେ ରହିଛି। ସେହିପରି ନବରଙ୍ଗପୁର ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟ ସଚିବାଳୟ ଠାର�
|
Read More >> |
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ |
ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ)- ମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁହାରି କରିବାକୁ ଯାଇଥିବା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା ନିରାଶ ହୋଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଅନୁପସ୍ଥିତ ଥିବାରୁ ସେ ତାଙ୍କୁ ଭେଟି ନ ପାରି ଫେରିଯାଇଥିବା ଜଣାପଡିଛି। ଶନିବାର ଦିନ ପୂର୍ବାହ୍ନରେ ଲୋପାମୁଦ୍ରା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟ� |
Read More >> |
ପୁଣି ବଢିଲା ବସ୍ ଭଡା |
ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ)- ପୁଣି ବସ୍ ଭଡାରେ ବୃଦ୍ଧି ଘଟିଛି। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡାରେ ୨ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅଟୋମେଟିକ୍ ମେକାନିଜମ୍ ବ୍ୟବସ୍ଥା ଅନୁଯାୟୀ ବସ୍ ଭଡା ବୃଦ୍ଧି କରାଯାଇଛି। ଏହ�
|
Read More >> |
ଜିଲ୍ଲାପାଳ ଓ ପୋଲିସ୍ ଅଧିକ୍ଷକମାନଙ୍କ ଯୁଗ୍ମ ସମ୍ମିଳନୀ ଅନୁଷ୍ଠିତ - ସାଧାରଣ ଲୋକଙ୍କ ସୁରକ୍ଷା ଓ କଲ୍ୟାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ - ପରିବହନ ଓ ଟେଣ୍ଡର୍ ମାଫିଆଙ୍କୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ |
ଭୁବନେଶ୍ୱର, ୧୮ ଜୁନ୍ (ଓଡ଼ିଆ ପୁଅ) -ପରିବହନ ଓ ଟେଣ୍ଡର୍ ମାଫିଆ କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଏସ୍ .ପି.ମାନେ ତୀକ୍ଷ୍ଣ ନଜର ରଖିବା ସହିତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସରଳ ଓ ନିରୀହ ଲୋକଙ୍କ ଠାରୁ ଚିଟ୍ ଫଣ୍ଡ କମ୍ପାନୀମାନଙ୍କ ଜମା ସଂଗ୍ରହ କାର୍ଯ୍ୟ ଉପରେ ସ�
|
Read More >> |
ନୂତନ ଏସ୍ .ପି. ଭାବେ ରାଜେଶ ପଣ୍ଡିତଙ୍କ ଯୋଗଦାନ, ମାଫିଆଙ୍କ ପିଳେଇପାଣି |
ଯୋଡା - ୧୮/୬ (ଓଡ଼ିଆ ପୁଅ/ଜାବିର ମହମ୍ମଦ) : କେନ୍ଦୁଝର ଜିଲ୍ଲା ନୂତନ ଏସ୍ .ପି. ଭାବେ ପଣ୍ଡିତ ରାଜେଶ ଉତ୍ତମ ରାଓ ଶୁକ୍ରବାର ଦିନ କାର୍ଯ୍ୟରେ ଯୋଗଦେଇଛନ୍ତି। ଶୁକ୍ରବାର ଦିନ ଅପରାହ୍ନରେ ଏସ.ପି. କବିତା ଜଲାନ ଶ୍ରୀ ରାଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଶ୍ରୀ ରାଓ ମହାରାଷ୍ଟ୍ରରେ ଜନ୍ମିତ ୨୦୦୭ ବ୍ୟାଚର ଆଇ.ପି.ଏସ୍ . ଅ
|
Read More >> |
ଡ. ଅନୁପ ପୂଜାରୀ ହାୱାର୍ଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବେ |
ସମ୍ବଲପୁର, ୧୮/୬ (ଓଡ଼ିଆ ପୁଅ)- ସମ୍ବଲପୁର ନିବାସୀ କର୍ଣ୍ଣାଟକ କ୍ୟାଡ଼ରର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଡ. ଅନୁପ ପୂଜାରୀ ହାୱାର୍ଡ଼ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ହାୱାର୍ଡ଼ କେନେଡ଼ି ସ୍କୁଲ (ଏଚ୍ କେଏସ୍ )ରେ ମିଡ଼୍ କ୍ୟାରିୟର ଏମ୍ ପିଏ (ମାଷ୍ଟର ଇନ୍ ପବ୍ଲିକ ଆଡ଼ମିନିଷ୍ଟ୍ରେସନ) ପାଠ୍ୟକ୍ରମରେ ଶିକ୍ଷାଦାନ କରିବେ। କେନ୍ଦ�
|
Read More >> |