ଦ୍ବାଦଶ ବୋଇତ ବନ୍ଦାଣ ଉତ୍ସବ, ସ୍ଥାନ-ଶ୍ରୀ ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର, ସମୟ-ସଂନ୍ଧ୍ୟା 6ଟାରୁ ଆରମ୍ଭ, ନଭେମ୍ବର 6 ତାରିଖ

1 view
Skip to first unread message

ନିମନ୍ତ୍ରଣ ପତ୍ର

unread,
Nov 2, 2014, 10:51:03 PM11/2/14
to odia-pua-b...@googlegroups.com

ନିମନ୍ତ୍ରଣ ପତ୍ର

ଓଡ଼ିଆ ପୁଅ ଓ ଶ୍ରୀ  ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର ମିଳିତ ସହଯୋଗରେ

ଦ୍ବାଦଶ ବୋଇତ ବନ୍ଦାଣ ଉତ୍ସବ

ମହାଶୟ/ମହାଶୟା,

ଆସନ୍ତା ନଭେମ୍ବର 6 ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଏହି ପବିତ୍ର ଦିବସରେ ଓଡ଼ିଆ ପୁଅଶ୍ରୀ  ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର ମିଳିତ ସହଯୋଗରେ ଦ୍ବାଦଶ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ।କାର୍ତ୍ତିକ ପୂର୍ଣ୍ଣିମା ଦିନ ସଂନ୍ଧ୍ୟାରେ ବିଶ୍ବ ବିଖ୍ୟାତ ଓଡ଼ିଶା କଳାକାରମାନଙ୍କ ଦ୍ବାରା ଘୋଡ଼ାନାଚ ଏବଂ କଣ୍ଢେଇ ନାଚ ପରି ଅନନ୍ୟ ସାଂସ୍କୃତିକ ସଂନ୍ଧ୍ୟାର ଆୟୋଜନ କରାଯିବ ପ୍ରଥମ ଥର ପାଇଁ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା କଣ୍ଢେଇ ନାଚ ଏବଂ ଘୋଡ଼ାନାଚ ପରି ଅଦ୍ବିତୀୟ ସାଂସ୍କୃତିକ ସଂନ୍ଧ୍ୟାର ମନୋରଞ୍ଜନ କାର୍ଯ୍ୟକ୍ରମକୁ ଦେଖିବାର ସୁବର୍ଣ୍ଣ ସୁଯୋଗ ହରାଇବେ ନାହିଁ ବୋଲି ଆମର ଆଶା

ସ୍ଥାନ-ଶ୍ରୀ  ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର, ସମୟ-ସଂନ୍ଧ୍ୟା 6ଟାରୁ ଆରମ୍ଭ, ନଭେମ୍ବର 6 ତାରିଖ

ଆପଣଙ୍କ ଅପେକ୍ଷାରେ...

ଶ୍ୟାମସୁନ୍ଦର ସାହୁ

ସଂପାଦକ, ଓଡ଼ିଆ ପୁଅ (9899808330)

ghoda3.jpg
Invitation Card copy.jpg
pupet.jpg
pupet1.jpg
Reply all
Reply to author
Forward
0 new messages