Today's News Headlines If
Odia news in odia fonts is not readable in Mobile phone, please down
load Newshunt from google play store. It is the best mobile language
news application for android, Black berry and other mobile phones. Step 1 : open google play store and download news hunt, installed it in your smart phone or black berry ect. Step 2: open news hunt and select ODIA Step3:
open ODIA PUA, and enjoy reading the latest Odisha news in ODIA
Language. it is the first ODIA mobile news paper since 2010. Thanks ODIA PUA team 09899808330 କ୍ଷୁଦ୍ର
ବ୍ୟବସାୟୀ ପାଇବେ ଗ୍ରାମକଣ୍ଠ, ନଜୁଲ୍, ଆବାଦୀ ଓ ଖାସ୍ ମାହାଲ୍ ଜମିର ଅଧିକାର;
ତୁରନ୍ତ ଆବେଦନ କରି ଛ ମାସ ମଧ୍ୟରେ ଜମି ଅଧିକାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ | ଭୁବନେଶ୍ବର
୪- ୧୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ବୈଠକରେ
ଗ୍ରାମକଣ୍ଠ ପରମ ବୋକ, ନଜୁଲ, ଆବାଦୀ ଓ ଖାସ୍ ମାହଲ୍ ଆଦି ଜମିରେ ଲୋକଙ୍କୁ ଜମି ଅଧିକାର
ମି�Read More >> | ବାଚସ୍ପତିଙ୍କ ଇସ୍ତଫା ଦାବୀ କଲା କଂଗ୍ରେସ | ଭୁବନେଶ୍ବର,
4 ଡିସେମ୍ବର - ବର୍ତ୍ତମାନର ବାଚସ୍ପତି ଶ୍ରୀ ନିରଞ୍ଜନ ପୂଜାରୀ ନାମରେ ଜାଲ୍ ଜାତିଗତ
ପ୍ରମାଣ ପତ୍ର ଦେବାର ଅଭିଯୋଗ ରହିଛି। ଗଦାଧର କୂର୍ତ୍ତି ନାମକ ଜଣେ ଯୁବକଙ୍କୁ ସRead More >> | ଲୁପ୍ତପ୍ରାୟ ଭାଷାର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ | ନୂଆଦିଲ୍ଳୀ,
4 ଡିସେମ୍ବର - ସରକାର ଦେଶରେ ଲୋପ ପାଇବା ଭଳି ଭାଷା ଗୁଡ଼ଇକର ସୁରକ୍ଷା ପାଇଁ
ଉଦ୍ୟମ କରୁଛନ୍ତି। ସେହିସବୁ ଭାଷାର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କ�Read More >> | କେନ୍ଦ୍ର ସରକାର କଳାକାର ମାନଙ୍କୁ ଯୋଗାଇଦେବେ ପେନସନ୍ | ନୂଆଦିଲ୍ଳୀ,
4 ଡିସେମ୍ବର - ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, କଳାକାର ଏବଂ ଅନ୍ୟ କେତେକ ବିଶିଷ୍ଟ
ବ୍ୟକ୍ତିଙ୍କୁ ସରକାର ପେନ୍ସନ୍ ଯୋଗାଇ ଦେବେ ବୋଲି ସ୍ଥିର କରିଛନ୍ତି। ଏଥିନେଇ Read More >> | ବିରୋଧୀ ଦଳର ଅନୁପସ୍ଥିତରେ ପାରିତ ହେଲା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ବିଲ୍-2014 | ଭୁବନେଶ୍ବର,
4 ଡିସେମ୍ବର - ବୁଧବାର ଭଳି ଗୁରୁବାର ଦିନ ବିଧାନସଭାରେ ବିରୋଧି ଦଳର ଅନୁପସ୍ଥିତିରେ
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ବିଲ୍-2014 ଗୃହୀତ ହୋଇଯାଇଛି। ଏହି ବିଲ୍ �Read More >> | ବିଧାନସଭା
ଅଚଳକୁ ନେଇ ବିରୋଧୀ ଓ ଶାସକ କଥାକଟାକଟି - ଆଚରଣ ଓ ଉଚ୍ଚାରଣରେ ରହୁନି ତାଳମେଳ :
ବିଜେଡି -ବିଜେଡି ପଳାୟନପନ୍ଥୀ ସାଜିଛି : ବିଜେପି - ଦୋଷ ଖସାଇବାକୁ ଉଦ୍ୟମ କରୁଛି
ଶାସକ ଦଳ : କଂଗ୍ରେସ | ଭୁବନେଶ୍ବର, 4 ଡିସେମ୍ବର - ଗୃହ
କାର୍ଯ୍ୟ କିପରି ଚାଲିବ, ତାହାର ଦାୟିତ୍ବ ବାଚସ୍ପତି ଓ ସରକାରୀ ଦଳର। ଗୃହରେ ବିରୋଧି
ଦଳ ତାହାର କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରୁଥିବା ବେଳେ ଶRead More >> | କ୍ରୀଡ଼ାବିତ୍ ବିରେନ୍ଦ୍ର ଲାକ୍ରା ଓ ପ୍ରମୋଦ ଭଗତକୁ ଆର୍ଥୀକ ରାଶି ପୁରସ୍କାର ଦେଲେ ମୁଖ୍ୟମନ୍ତ୍ରୀ | ଭୁବନେଶ୍ବର,
4 ଡିସେମ୍ବର - ରାଜ୍ୟରେ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ
ସରକାର ଆର୍ଥୀକ ପୁରସ୍କାର ରାଶି ବୃଦ୍ଧି କରିଛନ୍ତି। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏ�Read More >> | ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶ | ଭୁବନେଶ୍ବର
04 ଡିସେମ୍ବର -ଖୋର୍ଦ୍ଧା ଜିଲ୍ଲାରେ ନଭେମ୍ବର ମାସ ଶେଷ ସୁଦ୍ଧା ପଞ୍ଚାୟତିରାଜ
ବିଭାଗର ମାତ୍ର 23 ଶତାଂଶ ବିନିଯୋଗ ହୋଇଛି। ନରେଗାରେ 108%, ଜୀବିକା ମିଶନରେ 25%,
ଇନ୍ଦିରା ଆବା�Read More >> | ନବକଳେବର ପ୍ରସ୍ତୁତି ବୈଠକ : ନବକଳେବର ପୂର୍ବରୁ ସମସ୍ତ ପୁନର୍ଗଠନ କାର୍ଯ୍ୟ ଶେଷ ହେବ | ଭୁବନେଶ୍ବର,
4 ଡିସେମ୍ବର - ଆଜି ନବକଳେବର ଭିତ୍ତିଭୂମି ତଦାରଖ କମିଟିର ଅଧ୍ୟକ୍ଷ ମହେଶ୍ବର
ମହାନ୍ତିଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ଆସନ୍ତା ନବକଳେବର ପାଇଁ ଏକ ସମୀକ୍ଷା ବୈRead More >> | ଦେଶର ଏକ ପୂର୍ଣ୍ଣାଙ୍ଗ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ବିକାଶ ଘଟୁଛି : ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ | ନୂଆଦିଲ୍ଳୀ,
4 ଡିସେମ୍ବର - ଦେଶରେ ଏକ ପୂର୍ଣ୍ଣାଙ୍ଗ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ବିକାଶ
ଘଟୁଛି ବୋଲିି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହରିଭାଇ ପି. ଚୌଧୁରୀ କହିଛନ୍ତିRead More >> |
ଓଡ଼ିଶା ଖବର- ରଣବା ପଞ୍ଚାୟତରେ ହାତୀ ଆତଙ୍କ ସୋରଡା,
4 ଡିସେମ୍ବର - ସୋରଡା ଠାରୁ 10 କି.ମି. ଦୂର ରାଇକିଆ ବ୍ଲକ ଅନ୍ତର୍ଗତ ରଣବା
ଗ୍ରାମପଞ୍ଚାୟତରେ ହାତୀ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ହାତୀପଲଙ୍କ
ପାର୍ଦୁଭାବ ଲୋକ
- ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବାକୁ ବିରୋଧିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧନୂଆଦିଲ୍ଲୀ,
4 ଡିସେମ୍ବର - ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତିଙ୍କ ମନ୍ତବ୍ୟ ପାଇଁ ସେ
କ୍ଷମାପ୍ରାର୍ଥନା କରିଥିବାରୁ ସେ ପ୍ରସଙ୍ଗକୁ ସେଇଠି ସମାପ୍ତ କରିବା ଲାଗି
ପ୍ରଧାନମନ୍ତ୍ରୀ
- ନବକଳେବର ପ୍ରସ୍ତୁତି ବୈଠକ : ନବକଳେବର ପୂର୍ବରୁ ସମସ୍ତ ପୁନର୍ଗଠନ କାର୍ଯ୍ୟ ଶେଷ ହେବଭୁବନେଶ୍ବର,
4 ଡିସେମ୍ବର - ଆଜି ନବକଳେବର ଭିତ୍ତିଭୂମି ତଦାରଖ କମିଟିର ଅଧ୍ୟକ୍ଷ ମହେଶ୍ବର
ମହାନ୍ତିଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ଆସନ୍ତା ନବକଳେବର ପାଇଁ ଏକ ସମୀକ୍ଷା ବୈ
- ରଣବା ପଞ୍ଚାୟତରେ ହାତୀ ଆତଙ୍କ ସୋରଡା,
4 ଡିସେମ୍ବର - ସୋରଡା ଠାରୁ 10 କି.ମି. ଦୂର ରାଇକିଆ ବ୍ଲକ ଅନ୍ତର୍ଗତ ରଣବା
ଗ୍ରାମପଞ୍ଚାୟତରେ ହାତୀ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ହାତୀପଲଙ୍କ
ପାର୍ଦୁଭାବ ଲୋକଙ୍
- ବିରୋଧୀ ଦଳର ଅନୁପସ୍ଥିତରେ ବିଲ୍ ହେଉଛି ପାରିତଭୁବନେଶ୍ବର,
4 ଡିସେମ୍ବର - ବିଧାନ ସଭାରେ ବିଲ୍ ଆଲୋଚନା ଯେତେବେଳେ ହୋଇଥାଏ ସେତେବେଳେ ଗୃହରେ
ସ୍ବାଭାବିକ ପରିସ୍ଥିତି ରହିଥାଏ। ମାତ୍ର ଏହି ଅଧିବେଶନରେ ବିରୋଧି ଦଳର ଅନୁପସ୍�
- ରାଜ୍ୟ ବିଧାନ ସଭାର ବୈଠକ ବର୍ଷରେ 60 ଦିନ ବସିବା ବାଧ୍ୟତାମୂଳକ ହେବ ନାହିଁ !ଭୁବନେଶ୍ବର,
4 ଡିସେମ୍ବର - ଓଡ଼ିଶା ବିଧାନସଭାର କାର୍ଯ୍ୟକାରୀ ଦିବସକୁ ହ୍ରାସ କରିବା ପାଇଁ
ବାଚସ୍ପତିଙ୍କୁ କ୍ଷମତା ପ୍ରାପ୍ତ କରିବା ଲାଗି ସରକାରୀ ମୁଖ୍ୟ ସଚେତକ ଶ୍ରୀ ଅନନ୍�
- ବିରୋଧୀ ଦଳର ଅନୁପସ୍ଥିତରେ ପାରିତ ହେଲା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ବିଲ୍-2014 ଭୁବନେଶ୍ବର,
4 ଡିସେମ୍ବର - ବୁଧବାର ଭଳି ଗୁରୁବାର ଦିନ ବିଧାନସଭାରେ ବିରୋଧି ଦଳର ଅନୁପସ୍ଥିତିରେ
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ବିଲ୍-2014 ଗୃହୀତ ହୋଇଯାଇଛି। ଏହି ବିଲ୍ �
- ମା ରମାଦେବୀ ଚୌଧୁରୀଙ୍କ 115ତମ ଜୟନ୍ତୀ ପାଳିତ - ନିଶା ନିବାରଣ ଉପରେ ଗୁରୁତ୍ବଭୁବନେଶ୍ବର,
4 ଡିସେମ୍ବର - ନିଶା ପାଇଁ ଆଜି ଓଡ଼ିଶାର ଯୁବକମାନେ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି।
ନାରୀ ନିର୍ଯ୍ୟାତନା ଠାରୁ ଆରମ୍ଭ କରି ନୈତିକ ଅଧୋଗତି ଓ ସମାଜରେ ନାନାବିଶୃଙ୍ଖଳା
- ବିଧାନସଭା
ଅଚଳକୁ ନେଇ ବିରୋଧୀ ଓ ଶାସକ କଥାକଟାକଟି - ଆଚରଣ ଓ ଉଚ୍ଚାରଣରେ ରହୁନି ତାଳମେଳ :
ବିଜେଡି -ବିଜେଡି ପଳାୟନପନ୍ଥୀ ସାଜିଛି : ବିଜେପି - ଦୋଷ ଖସାଇବାକୁ ଉଦ୍ୟମ କରୁଛି
ଶାସକ ଦଳ : କଂଗ୍ରେସଭୁବନେଶ୍ବର, 4 ଡିସେମ୍ବର - ଗୃହ କାର୍ଯ୍ୟ କିପରି ଚାଲିବ,
ତାହାର ଦାୟିତ୍ବ ବାଚସ୍ପତି ଓ ସରକାରୀ ଦଳର। ଗୃହରେ ବିରୋଧି ଦଳ ତାହାର କାର୍ଯ୍ୟକୁ
ସଠିକ୍ ଭାବେ ପରିଚାଳନା କରୁଥିବା ବେଳେ ଶ
- କ୍ରୀଡ଼ାବିତ୍ ବିରେନ୍ଦ୍ର ଲାକ୍ରା ଓ ପ୍ରମୋଦ ଭଗତକୁ ଆର୍ଥୀକ ରାଶି ପୁରସ୍କାର ଦେଲେ ମୁଖ୍ୟମନ୍ତ୍ରୀଭୁବନେଶ୍ବର,
4 ଡିସେମ୍ବର - ରାଜ୍ୟରେ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ
ସରକାର ଆର୍ଥୀକ ପୁରସ୍କାର ରାଶି ବୃଦ୍ଧି କରିଛନ୍ତି। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏ�
- ଶିଳ୍ପ ସଂସ୍ଥା ଟିକସ ଫାଙ୍କିବା ଘଟଣା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି ଭୁବନେଶ୍ବର,
4 ଡିସେମ୍ବର - ରାଜ୍ୟରେ ଥିବା କେତେକ ଶିଳ୍ପ ସଂସ୍ଥା ଟିକସ ଫାଙ୍କିବା ଘଟଣା
ସରକାରଙ୍କ ଦୃଷ୍ଟିଗୋଚର ହୋଇଛି ବୋଲି ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ପ୍ରକାଶ
କରିଛନ�
- ପରୀକ୍ଷାରେ ପ୍ରଦର୍ଶନର ମାନବୃଦ୍ଧି ପାଇଁ କୋଚିଂ ସ୍କିମ୍ ର ବ୍ୟବସ୍ଥା କରାଯାଇଛିଭୁବନେଶ୍ବର,
4 ଡିସେମ୍ବର -ଆଇ.ଏ.ଏସ୍, ଆଇ.ପି.ଏସ୍, ଆଇ.ଏଫ.ଏସ୍ ଓ ବ୍ୟାକିଂ ଆଦି ସର୍ବଭାରତୀୟ
ସେବା ପରୀକ୍ଷାରେ ରାଜ୍ୟର ପ୍ରାର୍ଥୀଙ୍କର ପ୍ରଦର୍ଶନ, ନୈରାଶ୍ୟଜନକ ଓ ରାଜ୍ୟ ବାହାର
ବିଶ୍ବ
- ଖଦୀ ଓ ଗ୍ରାମ୍ୟଉଦ୍ୟୋଗ ବୋର୍ଡ଼ 8321ଜଣ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ମାଧ୍ୟମରେ 37156.12ଟଙ୍କା ଋଣ ବିନିଯୋଗ କରିଛନ୍ତି ଭୁବନେଶ୍ବର,
4 ଡିସେମ୍ବର - ବିଗତ 15 ବର୍ଷରେ ଭାରତ ସରକାରଙ୍କ ସହାୟତାରେ ଓଡ଼ିଶା ଖଦୀ ଓ
ଗ୍ରାମ୍ୟଉଦ୍ୟୋଗ ବୋର୍ଡ଼ 8321ଜଣ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ମାଧ୍ୟମରେ 37156.12ଟଙ୍କା
ଋଣ ବିନିଯୋଗ କର�
- ବାଚସ୍ପତିଙ୍କ ଇସ୍ତଫା ଦାବୀ କଲା କଂଗ୍ରେସଭୁବନେଶ୍ବର,
4 ଡିସେମ୍ବର - ବର୍ତ୍ତମାନର ବାଚସ୍ପତି ଶ୍ରୀ ନିରଞ୍ଜନ ପୂଜାରୀ ନାମରେ ଜାଲ୍ ଜାତିଗତ
ପ୍ରମାଣ ପତ୍ର ଦେବାର ଅଭିଯୋଗ ରହିଛି। ଗଦାଧର କୂର୍ତ୍ତି ନାମକ ଜଣେ ଯୁବକଙ୍କୁ ସ
- ବିଧାନସଭାରେ
ଜାରି ରହିଛି ହଟ୍ଟଗୋଳ:ବାଚସ୍ପତିଙ୍କ କାର୍ଯ୍ୟଧାରାକୁ ନେଇ ସମ୍ବାଦପତ୍ରରେ ସମାଲୋଚନା -
ବିରୋଧୀ ଓ ଶାସକଙ୍କ ମଧ୍ୟରେ ଯୁକ୍ତିତର୍କ - ସମ୍ବାଦପତ୍ର ବିରୁଦ୍ଧରେ ସ୍ବାଧୀକାର
ଭଙ୍ଗ ପ୍ରସ୍ତାବ ଆଣିଲେ ନରସିଂହଭୁବନେଶ୍ବର, 4 ଡିସେମ୍ବର - ବାଚସ୍ପତିଙ୍କର
କାର୍ଯ୍ୟ ଧାରାକୁ କଟୁ ସମାଲୋଚନା କରି ଦୈନିକ ଇଂରାଜୀ ପତ୍ରିକା ପାଏନିଅର ପ୍ରକାଶ
ପାଇଥିବା ଲେଖାକୁ ନେଇ ଆଜି ବିଧାନସଭାରେ ଶୂନ୍ୟକାଳର�
- ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶଭୁବନେଶ୍ବର
04 ଡିସେମ୍ବର -ଖୋର୍ଦ୍ଧା ଜିଲ୍ଲାରେ ନଭେମ୍ବର ମାସ ଶେଷ ସୁଦ୍ଧା ପଞ୍ଚାୟତିରାଜ
ବିଭାଗର ମାତ୍ର 23 ଶତାଂଶ ବିନିଯୋଗ ହୋଇଛି। ନରେଗାରେ 108%, ଜୀବିକା ମିଶନରେ 25%,
ଇନ୍ଦିରା ଆବା�
- ବିଧାନସଭାକୁ ସଚଳ କରାଇବା ନିମନ୍ତେ ସମୃଦ୍ଧ ଓଡ଼ିଶାର ଧାରଣାଭୁବନେଶ୍ବର,
3 ଡିସେମ୍ବର - ସମୃଦ୍ଧ ଓଡ଼ିଶା ତରଫରୁ ଆଜି ନେହେରୁ ପାର୍କ ସମ୍ମୁଖରେ ପ୍ରତୀକ
ଧାରଣା ବିଧାନ ସଭାକୁ ସଚଳ କରାଇବା ନିମନ୍ତେ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଶାବାସୀ�
- ଜମାକାରୀଙ୍କ ସ୍ବାର୍ଥ ପାଇଁ ଉଚ୍ଚତର ଆନ୍ଦୋଳନ ପାଇଁ ସଂସଦ ଅଭିଯାନଭୁବନେଶ୍ବର,
4 ଡିସେମ୍ବର - ରାଜ୍ୟରେ ବିଭିନ୍ନ ଚିଟ୍ ଫଣ୍ଡ୍ କମ୍ପାନୀ ଦ୍ବାରା କ୍ଷତିଗ୍ରସ୍ତ
ହୋଇଥିବା ଲକ୍ଷ ଲକ୍ଷ ଜମାକାରୀ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ କିପରି ଫେରି ପା�
- କ୍ଷୁଦ୍ର
ବ୍ୟବସାୟୀ ପାଇବେ ଗ୍ରାମକଣ୍ଠ, ନଜୁଲ୍, ଆବାଦୀ ଓ ଖାସ୍ ମାହାଲ୍ ଜମିର ଅଧିକାର;
ତୁରନ୍ତ ଆବେଦନ କରି ଛ ମାସ ମଧ୍ୟରେ ଜମି ଅଧିକାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଭୁବନେଶ୍ବର
୪- ୧୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ବୈଠକରେ
ଗ୍ରାମକଣ୍ଠ ପରମ ବୋକ, ନଜୁଲ, ଆବାଦୀ ଓ ଖାସ୍ ମାହଲ୍ ଆଦି ଜମିରେ ଲୋକଙ୍କୁ ଜମି ଅଧିକାର
ମି�
|
|
|