Today's News Headlines |
ବନ୍ୟା ସ୍ଥିତିରେ ଆସୁଛି ସୁଧାର - ପ୍ରଥମ ବନ୍ୟାରେ ଏ ପର୍ଯ୍ୟନ୍ତ 5 ଜିଲ୍ଲାର 593 ଗାଁ କ୍ଷତିଗ୍ରସ୍ତ |
|
ମାଲକାନଗିରି ସୀମାନ୍ତରେ ମାଓକ୍ୟାମ୍ପ ଉପରେ ଚଢ଼ାଉ, ପୁଲିସ ଏକନାଉଣ୍ଟରରେ ତିନି ମାଓବାଦୀ ମୃତ |
ମାଲକାନଗିରି, 31 ଜୁଲାଇ, (ଓଡ଼ିଆ ପୁଅ) - ଆଜି ସକାଳେ ଛତିଶଗଡ଼ ସୀମାନ୍ତ ତଣ୍ଡିକି ବୁରୁଦି ଜଙ୍ଗଲରେ ମାଓବାଦୀ ମାନଙ୍କ କ୍ୟାମ୍ପ ଚାଲିଥିବାର ଖବରପାଇ ମାଲକାନଗିରି ଏସପି ମିତ୍ରଭାନୁ ମRead More >> |
ପାତାଳୀ ଗଙ୍ଗା ଯବୁନା କୂଆରେ ଜଳ ସଙ୍କଟ, ନୂଆ ବିଗ୍ରହ ପାଇଁ ଅଶୁଭ ସଂକେତ |
ପୁରୀ, 31 ଜୁଲାଇ, (ଓଡ଼ିଆ ପୁଅ) - ଶ୍ରୀମନ୍ଦିର ପରମ୍ପରାରେ ପ୍ରଥମ ଥର ପାଇଁ ନୂଆ ବିଗ୍ରହଙ୍କ ପାଇଁ ଅଭଡ଼ା ରନ୍ଧା ଆରମ୍ଭରୁ ଗଙ୍ଗା ଯମୁନା କୂଅରେ ଜଳ ସଂକଟ ଦେଖା ଯିବା ଘଟଣା ସମସ୍ତଙ୍କୁ �Read More >> |
ଲୁଲୁ ପୁଣି କହିଲେ ତାରାଙ୍କୁ ହଟାଇବାକୁ ଯାଇଥିଲେ କଂଗ୍ରେସ ବିଧାୟକ |
ଭୁବନେଶ୍ବର, 31 ଜୁଲାଇ, (ଓଡ଼ିଆ ପୁଅ) - ବିଧାୟକ ମାନଙ୍କର ମତାମତକୁ ସମ୍ମାନ ଦେବା, ସେମାନଙ୍କର ସମସ୍ୟା ଦୂର କରିବା ସହ ସେମାନେ ଯାହା ଚାହୁଁଛନ୍ତି ତାହା ଉପରେ ଗୁରୁତ୍ବ ଦେବା ପିସିସି �Read More >> |
ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଶନିବାର ଠାରୁ |
ଭୁବନେଶ୍ବର, 31 ଜୁଲାଇ, (ଓଡ଼ିଆ ପୁଅ) - ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ସାରର ଅଭାବ ସମ୍ଭାବନା ଥିବାରୁ ଏହି ସାର ରାଜ୍ୟର ଚାହିଦା ଅନୁଯାୟୀ କିପରି ମିଳିପାରିବ ସେ ସମ୍ପର୍କରେ କେନ୍ଦ୍�Read More >> |
ରାଜ୍ୟରେ ସାରର ସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ - କେନ୍ଦ୍ର ସହ ଯୋଗାଯୋଗ ରଖିବା ପାଇଁ ଦେଲେ ଅଧିକାରୀ ମାନଙ୍କୁ ନିର୍ଦେଶ |
ଭୁବନେଶ୍ବର, 31 ଜୁଲାଇ (ଓଡ଼ିଆ ପୁଅ) - ଚିଠି ଲେଖି ଜଣାଇବା ସତ୍ତ୍ବେ ଓଡ଼ିଶାକୁ ସାର ଯୋଗାଣ ନେଇ କେନ୍ଦ୍ରସରକାରଙ୍କ ଠାରୁ କୌଣସି ମତାମତ ବର୍ତ୍ତମାନସୁଦ୍ଧା ନଆସିବା ରାଜ୍ୟ ପାଇଁ ଏକ �Read More >> |
ପାତାଳୀ ଗଙ୍ଗା ଯବୁନା କୂଆରେ ଜଳ ସଙ୍କଟ, ନୂଆ ବିଗ୍ରହ ପାଇଁ ଅଶୁଭ ସଂକେତ |
ପୁରୀ, 31 ଜୁଲାଇ, (ଓଡ଼ିଆ ପୁଅ) - ଶ୍ରୀମନ୍ଦିର ପରମ୍ପରାରେ ପ୍ରଥମ ଥର ପାଇଁ ନୂଆ ବିଗ୍ରହଙ୍କ ପାଇଁ ଅଭଡ଼ା ରନ୍ଧା ଆରମ୍ଭରୁ ଗଙ୍ଗା ଯମୁନା କୂଅରେ ଜଳ ସଂକଟ ଦେଖା ଯିବା ଘଟଣା ସମସ୍ତଙ୍କୁ �Read More >> |
କିଡ୍ ନୀ ବିକ୍ରି ମାମଲାରେ ପାଞ୍ଚ ଜଣ ଗିରଫ |
ଫୁଲବାଣୀ,31ଜୁଲାଇ(ଓଡ଼ିଆ ପୁଅ)-ବହୁ ଚର୍ଚ୍ଚିତ ଫୁଲବାଣୀ କିଡନୀ ବିକ୍ରି ମାମଲାରେ କ୍ରାଇମ ବ୍ରାଞ୍ଚ କିଡନୀ ନେଇଥିବା ବ୍ୟକ୍ତି, ତାଙ୍କର ପତ୍ନୀ, ଭାଇ, ଶଳା ତଥା ମଧ୍ୟସ୍ଥିଙ୍କୁ ଗିରଫ Read More >> |
କମିଶନରେଟ ପୁଲିସର ସଫଳତା: ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର 10ଜଣ ଗିରଫ: 1.78 ଲକ୍ଷ ଟଙ୍କା ଓ 360ଗ୍ରାମ ସୁନା ଜବତ |
|
କେନ୍ଦ୍ରରେ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ସ୍ତରରେ ଅଦଳ ବଦଳ: ଆଇ.ଆର.ଏସ୍. ପ୍ରସନ୍ନ କୁମାର ଦାଶ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଅର୍ଥ ପରାମର୍ଶଦାତା: ଅଳକା ପଣ୍ଡା ବିଆଇଏସ୍ ମହାନିର୍ଦ୍ଦେଶକ |
ଭୁବନେଶ୍ବର,31।7(ଓଡ଼ିଆ ପୁଅ)- 1983 ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଅଳକା ପଣ୍ଡା ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ (ବିଆଇଏସ୍)ର ମହାନିର୍ଦ୍ଦେଶକ ରୂପେ ଦାୟିତ୍ବ ଗ୍ରହଣ କରିଛନ୍Read More >> |