ଆଜର ମୁଖ୍ୟ ଖବର

0 views
Skip to first unread message

ଆଜର ମୁଖ୍ୟ ଖବର ..

unread,
Jul 21, 2015, 10:12:11 PM7/21/15
to ODIA PUA BHUBANESWAR
ଆଜର ମୁଖ୍ୟ ଖବର
ଉତ୍କଳ ଭାରତର ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ମାମଲା

ଭୁବନେଶ୍ବର,ତା:21.7.2015-ଉତ୍କଳ ଭାରତର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ବାଇଁ ଆଜି ଭୁବନେଶ୍ବର ଏସ୍.ଡି.ଜେ.ଏମ୍ ଙ୍କ ଅଦାଲତରେ ମୁଖ୍ୟମନ୍ତ୍Read More >>

ଭୁଷୁଡ଼ିବ ରାଜ୍ୟ କଂଗ୍ରେସ : ବରିଷ୍ଠ ନେତାଙ୍କ କଥା କଟାକଟି - ଦିଲ୍ଲୀରେ ସୋନିଆ ଓ ରାହୁଲଙ୍କୁ ଭେଟିଲେ 12 ବିଧାୟକ - କଂଗ୍ରେସ ବିଧାୟକଙ୍କ ବିଜେଡି ଲିଙ୍କ୍ !

ଭୁବନେଶ୍ବର, 21 ଜୁଲାଇ (ଓଡ଼ିଆ ପୁଅ) : ରାଜ୍ୟ କଂଗ୍ରେସକୁ ପଡ଼ିଲା ଶନିଦଶା। ବେଶ୍ କିଛିଦିନ ଧରି ନୀରବ ହୋଇଥିବା କଂଗ୍ରେସ ଦଳର ନେତାମାନେ ଏବେ ପରସ୍ପର ଗୋଛି କଟାକଟି କାର୍ଯ୍ୟରେ ଲାଗ�Read More >>

ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ବ୍ୟବସ୍ଥା ବଢ଼ିଲା - ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ, 21 ଜୁଲାଇ (ଓଡ଼ିଆ ପୁଅ) : ଚତୁର୍ଦ୍ଧାମୂର୍ତ୍ତି ଏବେ ଆଡ଼ପ ମଣ୍ଡପରେ ଅବସ୍ଥାନ କରୁଛନ୍ତି। ପ୍ରଭୁ ଯେଉଁଠି ରହିବେ ସେଠି ଭକ୍ତଙ୍କ ଗRead More >>

ବାଇକ୍ କୁ ଧକ୍କା ଦେଲା ତପସ୍ବିନୀ ଏକ୍ସପ୍ରେସ୍ -ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ

ଭୁବନେଶ୍ବର,21ଜୁଲାଇ(ଓଡ଼ିଆ ପୁଅ)-ଟିଟିଲାଗଡ ରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଛି। ଟିଟିଲାଗଡର ଗୁଞ୍ଚିତରା ଷ୍ଟେସନ ନିକଟରେ ଥିବା ଏକ ଜଗୁଆଳୀ ବିହୀନ ଫ�Read More >>

ମାଓନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ

ବ୍ରହ୍ମପୁର,21ଜୁଲାଇ(ଓଡ଼ିଆ ପୁଅ)-ମାଓ ନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଛି। ସବ୍ୟସାଚୀଙ୍କ ଅନଶନ ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ �Read More >>

ବାଣପୁର ବି.ଡି.ଓଙ୍କୁ ମାଡ ମାରିବା ଘଟଣା -ନିଲମ୍ବିତ ଗାଲୁଆ ସରପଞ୍ଚ ବଲାଙ୍ଗୀରରୁ ଗିରଫ

ଭୁବନେଶ୍ବର,21ଜୁଲାଇ(ଓଡ଼ିଆ ପୁଅ)-ଖୋର୍ଦ୍ଧା ବାଣପୁର ବି.ଡି.ଓଙ୍କୁ ମାଡ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଗାଲୁଆ ପଞ୍ଚାୟତର ସରପଞ୍ଚଙ୍କୁ ଆଜି ପୋଲିସ୍ ଗିରଫ କରିଛି। ଗିରଫ କରRead More >>

2015-16 ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ମୋଟ ବଜେଟ ଅଟକଳର ଖର୍ଚ୍ଚ ହେଲା 99.18ପ୍ରତିଶତ:ଅମାତ

ଭୁବନେଶ୍ବର, 21 ଜୁଲାଇ(ଓଡ଼ିଆ ପୁଅ)- ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦ ଅଂଶ ନମିଳିବାରୁ ସେ ସବୁ କାର୍ଯ୍ୟକ୍ରମ ଗୁଡ଼ିକ ବନ୍ଦ ନକରି ଚାଲୁ ରଖିବ�Read More >>

ଡେକାନ କ୍ରୋନିକାଲ୍ ର ଉପାଧ୍ୟକ୍ଷ ପିକେ ଆୟାର ବ୍ୟାଙ୍କ ଋଣ ଠକେଇ ମାମଲ। -ଚିତ୍ରାଙ୍କୁ ଅଗଷ୍ଟ 7 ପଯ୍ର୍ୟନ୍ତ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

ଭୁବନେଶ୍ବର,21ଜୁଲାଇ(ଓଡ଼ିଆ ପୁଅ)-ଚିତ୍ରା ଆଥାନୀଙ୍କୁ ମିଳିଲା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ୍। ଆଜି ହାଇକୋର୍ଟ ଚିତ୍ରାଙ୍କୁ ଆସନ୍ତା ଅଗଷ୍ଟ 7 ତାରିଖ ପଯ୍ର୍ୟନ୍ତ ଅନ୍ତରୀଣ ସୁରକ�Read More >>

ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦର କାର୍ଯ୍ୟକାରିଣୀ ବୈଠକ ସମ୍ପନ୍ନ କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତିବେଳେ ରାଜ୍ୟମାନଙ୍କ ପରାମର୍ଶ ନେବା ଉପରେ ଗୁରୁତ୍ବ ଦେବାକୁ ଦାବି

ଭୁବନେଶ୍ବର,21ଜୁଲାଇ(ଓଡ଼ିଆ ପୁଅ)-ବିଭିନ୍ନ କାର୍ଯ୍ୟକ୍ରମ ନିର୍ଘଣ୍ଟ ପ୍ରସ୍ତୁତ କଲାବେଳେ ସଂପୃକ୍ତ ରାଜ୍ୟର ପରାମର୍ଶ ଗ୍ରହଣ କରିବାକୁ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ବୈଠକ�Read More >>

Reply all
Reply to author
Forward
0 new messages