Fwd: Invitation to Right to Food Campaign Press conference on Hunger Watch Survey release on 23rd Feb from 3:00 to 5:00 PM

2 views
Skip to first unread message

sameet panda

unread,
Feb 23, 2022, 1:58:31 AM2/23/22
to odisha-right-t...@googlegroups.com, kbkrou...@googlegroups.com, Oregs


Gentle reminder


Press Invitation


The Right to Food Campaign is organising a press conference at Press Club of India, New Delhi on 23rd February (Wednesday) at 3pm. 

At the press conference we will release the findings of the nation-wide Hunger Watch survey which covers over 6500 people in 14 states across the country.

Panellists at the press conference will include Dipa Sinha, Kalyani Raghunathan, Kavita Srivastava, Anjali Bhardwaj and Amrita Johri. 

Representatives from various campaigns and networks will also be present.

The survey results show the alarming state of food insecurity and economic distress across the country.

Venue: Press Club of India, New Delhi

Date and Time: 23rd February, 2022 (Wednesday) from 3:00-5:00 pm.

Join through following link Wed, Feb 23 at 3:00 PM GMT+05:30 Online event https://fb.me/e/1fK8Fiygi?ti=wa

For further details contact please write to rtfc...@gmail.com or call Raj Shekhar (7985946875)

Secretariat - Right to Food Campaign
Email: righttof...@gmail.com | Mobile - 7985946875, 8527359760, Phone - 91 -11 - 41613468
Website: www.righttofoodcampaign.in | Follow our updates on Facebook and Twitter



BIMAL PRASAD

unread,
Feb 23, 2022, 7:15:20 AM2/23/22
to kbkrou...@googlegroups.com
ଶ୍ରଦ୍ଧେୟ ସମିତ ପଣ୍ଡା

ଆପଣଙ୍କ କାର୍ଯ୍ୟକ୍ରମ ସରିଯିବଣି। ସେଥିରେ ମୁଁ ଭାଗ ନେଇ ପାରି ନାହିଁ। କିନ୍ତୁ କିଛି ମତାମତ ରଖୁଛି। ଧୈର୍ଯ୍ୟର ସହ ପଢ଼ିବେ।

ସଂପୃକ୍ତ କାର୍ଯ୍ୟକ୍ରମର ପ୍ୟାନେଲିଷ୍ଟମାନଙ୍କ ନାମ ପଢ଼ିଲେ ବୁଝି ହେଉଛି ଯେ ଉଚ୍ଚଜାତିର ସୁବିଧା ଭୋଗ କରୁଥିବା ବ୍ୟକ୍ତିମାନେ ହିଁ ବଞ୍ଚିତ ଓ ନିଷ୍ପେସିତମାନଙ୍କ ପାଇଁ ଚର୍ଚା କରିବାକୁ ଓ ସ୍ୱର ଉଠାଇବାକୁ ଚାହୁଛନ୍ତି। ସମ୍ଭବତଃ ସେଇମାନେ ହିଁ ସେଇ ରିପୋର୍ଟ ପ୍ରସ୍ତୁତ କରିଥିବେ, ଯାହାକୁ ଆପଣ ଏ ଗ୍ରୁପ୍‌ରେ ବିନିମୟ କରି ନାହାନ୍ତି। ବେଶ୍‌ ପ୍ରାଞ୍ଜଳ ଭାବେ ଜାଣି ପାରୁଛି ଯେ ସେମାନେ ସରକାରଙ୍କ ଖୁଣ ବାହାର କରିଥିବେ। କ୍ଷୁଧା ଓ ଅନାହାର ପାଇଁ ସରକାର ହିଁ ଦାୟୀ ବୋଲି ପ୍ରତି ଅଧ୍ୟାୟରେ ବନେଇକି ଲେଖିଥିବେ। ଏମିତି କରିବାଟା ଏକ ବାହାଦୂରିଆ କାମ ନୁହେଁ। ବରଂ ବଞ୍ଚିତ ବର୍ଗଙ୍କ ପାଇଁ ଉପାୟ କ’ଣ ହୋଇପାରିବ, ଏମିତି ସଭାସମିତିରେ ଚିନ୍ତାବ୍ୟକ୍ତ କରୁଥିବା ସଂଗଠନମାନେ କେମିତି ବ୍ୟବସ୍ଥାକୁ ସୁଗମ (Facilitation) କରିପାରିବେ - ତାହା ଉପରେ ଚିନ୍ତନ ଓ ମନ୍ଥନ କରି ଉପାୟ ବାହାର କରି କାର୍ଯ୍ୟ କରିପାରିଲେ, ଉତ୍ତମ ହେବ।

ଯଦି ସେବା ସୁବିଧା ପହଞ୍ଚି ପାରୁ ନାହିଁ ବୋଲି ଚିନ୍ତିତ, ସେଇ ବଞ୍ଚିତ ବର୍ଗ ଭିତରେ ନେତୃତ୍ୱ ସୃଷ୍ଟି କରୁ ନାହାନ୍ତି କାହିଁକି? କେବଳ ସ୍ୱଚ୍ଛଳ ବର୍ଗମାନେ କାହିଁକି ଠିକାଦାର ହୋଇ ବାହାରୁଛନ୍ତି ସରକାରଙ୍କୁ ନିନ୍ଦିବାକୁ?

ଆଶା କରେ ଏ ଅନ୍‌ଲାଇନ୍‌କୁ ବିତର୍କକୁ ଖୋରାକ ଯୋଗାଇବେ।

ଧନ୍ୟବାଦ।

ଆପଣଙ୍କର ଶୁଭାକାଂକ୍ଷୀ
ବିମଳ ପ୍ରସାଦ
୯୭୭୮୯୯୫୮୮୨ (ଯଦି ମୋବାଇଲରେ ଖୋଲୁଥାଆନ୍ତି, ଏହି ନମ୍ବରକୁ ଚିପିଦେଲେ, ତାହା ଆପେ ଆପେ ଡାଏଲ କରିବା ଅଙ୍କକୁ ବଦଳିଯିବ)

--
You received this message because you are subscribed to the Google
Groups "KBK O TABLE, citizen's collective for a better and different
KBK" group.
To post to this group, send email to kbkrou...@googlegroups.com
To unsubscribe from this group, send email to
kbkroundtabl...@googlegroups.com
For more options, visit this group at
http://groups.google.co.in/group/kbkroundtable?hl=en-GB
website: http://kbkotable.wordpress.com
---
You received this message because you are subscribed to the Google Groups "KBK O TABLE, citizen's collective for a better and different KBK" group.
To unsubscribe from this group and stop receiving emails from it, send an email to kbkroundtabl...@googlegroups.com.
To view this discussion on the web visit https://groups.google.com/d/msgid/kbkroundtable/CALEdRDvEDgPqv1gh3maNHJ_SrbOrPsJhQJco3g0WHjx8p3qS1g%40mail.gmail.com.
Reply all
Reply to author
Forward
0 new messages